ଭାରତ

ଆରମ୍ଭ ହେଲା ‘ବୁଦ୍ଧମ ସରଣଂ ଗଚ୍ଛାମୀ’ ପ୍ରଦର୍ଶନୀ

(ଦିଲ୍ଲୀ) : : ଆରମ୍ଭ ହେଲା ‘ବୁଦ୍ଧମ ସରଣଂ ଗଚ୍ଛାମୀ’ ପ୍ରଦର୍ଶନୀ  ।  ନୂଆ ଦିଲ୍ଲୀରେ ଆରମ୍ଭ ହୋଇଛି ‘ବୁଦ୍ଧମ ସରଣଂ ଗଚ୍ଛାମୀ’ ପ୍ରଦର୍ଶନୀ । ଏହାକୁ ଉଦ୍‌ଘାଟନ କରିଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ମିନାକ୍ଷୀ ଲେଖୀ ।

ଆନ୍ତର୍ଜାତୀୟ ବୁଦ୍ଧିଷ୍ଟ କନ୍ଫେଡରେସନ୍ମଧ୍ୟ ଏହି କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ରୂପେ ସକ୍ରିୟ ରହିଛି । ଏହି ପ୍ରଦର୍ଶନୀରେ ବୁଦ୍ଧଙ୍କର କଳା କୌଶଳ ଆଦିକୁ ପ୍ରଦର୍ଶିତ କରାଯିବା ସହ ଆଧୁନିକ ଭାରତର କଳାକୁ ମଧ୍ୟ ଏଥିରେ ସ୍ଥାନୀତ କରାଯାଇଛି  ବୁଦ୍ଧଙ୍କ ଜନ୍ମ ଦିନକୁ ବୁଦ୍ଧ ପୁର୍ଣ୍ଣିମା ଭାବେ ପାଳନ କରାଯାଉଥିବା ନେଇ ମଧ୍ୟ ଏହି ପ୍ରଦର୍ଶନୀରେ ତଥ୍ୟ ରଖାଯାଇଛି । ଖାଲି ସେତିକି ନୁହେଁ ବୁଦ୍ଧଙ୍କ ଜୀବନୀ ଉପରେ ସମସ୍ତ ତଥ୍ୟ ସହ କାହାଣୀ ମଧ୍ୟ ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ କରାଯାଇଛି ।

 

Related posts

ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଅମୃତ ଉଦ୍ୟାନ

mahabharatanews

 ଆପାର୍ଟମେଣ୍ଟ୍‌ରେ ଭୟାବହ ଅଗ୍ନିକାଣ୍ଡ, ୮ ମୃତ ଏବଂ ୬୧ ଆହତ

mahabharatanews

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କାର୍ଯ୍ୟରୁ ବହିଷ୍କୃତ 

mahabharatanews