ଓଡିଶା

ଜଳିଗଲା ବସ

କଟକ: ଜଳିଗଲା ବସ । ଷ୍ଟାଣ୍ଡରେ ବସ ଠିଆହୋଇଥିବା ବେଳେ ବସରେ ନିଆଁ ଲାଗିଯାଇଛି । ଏହି ଅଘଟଣ କଟକରେ ହୋଇଛି । ଅନଗ୍ନିଶମ ବାହିନୀ ସୂଚନା ପାଇଁ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ । ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ରହିଛି ।
ଆଜି ମଧ୍ୟାହ୍ନରେ କଟକର ବାଦାମବାଡିରେ ଥିବା ପାଲାମଣ୍ଡପ ବସଷ୍ଟାଣ୍ଡରେ ଏକ ବସ ଜଲିଯାଇଛି । ବସଟି ଷ୍ଟାଣ୍ଡର ପୁରୀ ଷ୍ଟାଣ୍ଡରେ ଠିଆହୋଇଥିବା ବେଳେ ସେଥିରେ ନିଆଁ ଲାଗି ଯାଇଥିଲା । ସୂଚନା ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଛି । ବସ ଷ୍ଟାଣ୍ଡରେ ଠିଆ ହୋଇଥିଲା ଓ ବସରେ କେହି ନ ଥିବାରୁ କେହି ମୃତାହତ ହୋଇନାହାନ୍ତି । ତେବେ ବସ ଠିଆ ହୋଇଥିବା ବେଳେ କିପରି ନିଆଁ ଲାଗିଲା ତାର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ ।

SR

Related posts

ଫିରିଙ୍ଗିଆ ଛକରେ କାର ସହ ଅଟୋ ମୁହାଁମୁହିଁ ଧକ୍କା, ୭ ଆହତ

mahabharatanews

ସ୍କୁଲ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ

mahabharatanews

ଆଶା, ଅଙ୍ଗନଓ୍ୱାଡି କର୍ମୀଙ୍କ ପାଇଁ ବଡ ଘୋଷଣା: ମୃତ୍ୟୁ ହେଲେ ପରିବାରକୁ ମିଳିବ ୬୦ ପର୍ଯ୍ୟନ୍ତ ଭତ୍ତା

mahabharatanews