ଓଡିଶାପ୍ରଯୁକ୍ତିବିଦ୍ୟାଦୁଇ ଦିନ ହେବ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀmahabharatanewsSeptember 7, 2022 by mahabharatanewsSeptember 7, 20220183 ଦେଓଗଡ଼: ଆମେ ପାଠପଢ଼ାରେ ହଇରାଣ ହେଉଛି। ଆମକୁ ଶିକ୍ଷକ ଦିଅ। ନ ହେଲେ ସ୍କୁଲ ତାଲା ଖୋଲିବନି। ଏଭଳି ଅଭିଯୋଗ କରି ସ୍କୁଲରେ ତାଲା ପକାଇଛନ୍ତି ଛାତ୍ରଛାତ୍ରୀ । ଗତ ଦୁଇଦିନ ହେବ ସ୍କୁଲ...
ପ୍ରଯୁକ୍ତିଭାରତସିଏସଆଇଆର ପ୍ରଥମ ମହିଳା ନିର୍ଦ୍ଦେଶକ ହେଲେ ନଲ୍ଲାଥମୀ କଲାଇସେଲବୀmahabharatanewsAugust 7, 2022 by mahabharatanewsAugust 7, 20220168 ନୂଆଦିଲ୍ଲୀ: ବରିଷ୍ଠ ବୈଜ୍ଞାନିକ ନଲ୍ଲାଥମୀ କଲାଇସେଲବୀଙ୍କୁ ବୈଜ୍ଞାନିକ ଓ ଔଦ୍ୟୋଗିକ ଗବେଷଣା କେନ୍ଦ୍ର (ସିଏସଆଇଆର)ର ପ୍ରଥମ ମହିଳା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ଦେଶର ୩୮ଟି ଗବେଷଣା କେନ୍ଦ୍ରର ନେତୃତ୍ୱ ନେଉଥିବା ସିଏସଆଇଆର ପରିଚାଳନା...
ପ୍ରଯୁକ୍ତିକୋଭାକ୍ସିନକୁ ମିଳିବ ଡବ୍ଲୁଏଚଓ ମାନ୍ୟତାmahabharatanewsSeptember 13, 2021 by mahabharatanewsSeptember 13, 20210248 ନୂଆଦିଲ୍ଲୀ: ଭାରତ ବାୟୋଟେକ ପ୍ରସ୍ତୁତ କୋଭାକ୍ସିନ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ପକ୍ଷରୁ ଚଳିତ ମାସ ସୁଦ୍ଧା ମାନ୍ୟତା ମିଳିବ। କୋଭାକ୍ସିନକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେବ ଡବ୍ଲୁଏଚଓ। ଭାରତ ବାୟୋଟେକ...
ପ୍ରଯୁକ୍ତିଘରେ ଔଷଧ ଯୋଗାଇଦେବ ଡ୍ରୋନmahabharatanewsSeptember 11, 2021 by mahabharatanewsSeptember 11, 20210215 ହାଇଦ୍ରାବାଦ: ଶନିବାର ତେଲେଙ୍ଗାନାରେ ଆରମ୍ଭ ହୋଇଛି ‘ମେଡିସନ୍ ଫ୍ରମ୍ ଦି ସ୍କାଏ’ ପ୍ରୋଜେକ୍ଟ । ଏହା ଦ୍ୱାରା ଡ୍ରୋନ ଘରେ ଯୋଗାଇଦେବ ଔଷଧ । ଏହି ଅଭିନବ ଯୋଜନାର ଶୁଭାରମ୍ଭ ଅବସରରେ କେନ୍ଦ୍ର ବେସାମରିକ...
ପ୍ରଯୁକ୍ତିନାସାର ମଙ୍ଗଳ ଅଭିଯାନକୁ ସଫଳ କରାଇଛନ୍ତି ଜଣେ ଭାରତୀୟ ବୈଜ୍ଞାନିକmahabharatanewsFebruary 19, 2021February 21, 2021 by mahabharatanewsFebruary 19, 2021February 21, 20210289 ନୂଆଦିଲ୍ଲୀ: ନାସାର ରୋଭର ପର୍ସିଭିରନ୍ସ ସଫଳତାର ସହ ମଙ୍ଗଳପୃଷ୍ଟ ଛୁଇଁବା ପରେ ନାସା ରଚିଛି ଇତିହାସ । ଏହି ସଫଳତା ଉପରେ ରହିଥିଲା ସାରା ବିଶ୍ୱର ନଜର । ତେବେ ଏହି ସଫଳତା ଭାରତୀୟଙ୍କ...
ପ୍ରଯୁକ୍ତିଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରୁ ବ୍ରହ୍ମୋସ ମିସାଇଲ୍ ସଫଳ ପରୀକ୍ଷଣmahabharatanewsNovember 24, 2020 by mahabharatanewsNovember 24, 20200540 ନୂଆଦିଲ୍ଲୀ: ଭାରତ ସ୍ଵଦେଶୀ ଓ ବିଦେଶିୀ ଯୁଦ୍ଧାସ୍ତ୍ରରେ ସେନାକୁ ମଜବୁତ କରିବାରେ ଲାଗିଛି। ମଙ୍ଗଳବାର ସୁପରସୋନିକ କ୍ରୁଜ ମିସାଇଲ୍ ବ୍ରହ୍ମୋସର ସଫଳ ପରୀକ୍ଷଣ ପରେ ଏହି ଦିଗରେ ଆଉ ଏକ ସଫଳତା ମିଳିଛି ।...
ପ୍ରଯୁକ୍ତିଆଣ୍ଟି ରେଡିଏସନ କ୍ଷେପଣାସ୍ତ୍ର ପରୀକ୍ଷଣ ସଫଳmahabharatanewsOctober 9, 2020 by mahabharatanewsOctober 9, 20200285 ନୂଆଦିଲ୍ଲୀ: ଏଲଏସିରେ ଚୀନ ଓ ଏଲଓସିରେ ପାକିସ୍ତାନ ସହ ତିକ୍ତତାକୁ ଦୃଷ୍ଟିରେ ରଖି ଭାରତ ନିଜ ସୁରକ୍ଷାକୁ ସୁଦୃଢ କରିବାରେ ଲାଗିଛି । ଗତକାଲି ଭାରତ ଆଉ ଏକ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। ପ୍ରତିରକ୍ଷା...
ପ୍ରଯୁକ୍ତିଭାରତୀୟ ଟିକା ‘କୋଭାକ୍ସିନ’ର ଦ୍ବିତୀୟ ପର୍ୟ୍ୟାୟ ଟ୍ରାଏଲ ପାଇଁ ମିଳିଛି ମଞ୍ଜୁରିmahabharatanewsSeptember 12, 2020 by mahabharatanewsSeptember 12, 20200301 (ହାଇଦ୍ରାବାଦ): ହାଇଦ୍ରାବାଦର ଭାରତ ବାୟୋଟେକ୍ କମ୍ପାନିକୁ ଭାକସିନ ‘କୋଭାକ୍ସିନ’ର ଦ୍ବିତୀୟ ପର୍ୟ୍ୟାୟ ଟ୍ରାଏଲ ପାଇଁ ମିଳିଛି ମଞ୍ଜୁରି । ମାଙ୍କଡ ଉପରେ କୋଭାକ୍ସିନର ଟ୍ରାଏଲ ସଫଳ ହୋଇଥିବା କମ୍ପାନି ଦାବି କରିଛି । ଉକ୍ତ...
ପ୍ରଯୁକ୍ତିବ୍ରହ୍ମପୁର ଆଇଆଇଟି ପ୍ରସ୍ତୁତ କଲା ଡିସ୍ଇନଫେକ୍ସନକାରୀ ରୋବଟmahabharatanewsJuly 12, 2020 by mahabharatanewsJuly 12, 20200331 ବ୍ରହ୍ମପୁର: ସାଧାରଣ ପରିବହନ ଓ କ୍ୱାରେଣ୍ଟାଇଡ଼ ସେଣ୍ଟରକୁ ବିଶୋଧନ କରିବା ପାଇଁ ବ୍ରହ୍ମପୁର ଆଇଆଇଟି ଏକ ରୋବର୍ଟର ପ୍ରସ୍ତୁତି କରିଛି । ଏହା ଅଲଟ୍ରାଭାଉଲେଟ ରଶ୍ମୀ ପ୍ରୟୋଗରେ ବିଶୋଧନ କାର୍ଯ୍ୟ କରିବ । ଡ...
ପ୍ରଯୁକ୍ତିବନ୍ୟଜୀବଙ୍କ ଉପରେ ନଜର ରଖିବ ନାସାmahabharatanewsJune 4, 2020 by mahabharatanewsJune 4, 20200446 ୱାଶିଂଟନ୍: ବିଲୁପ୍ତପ୍ରାୟ ଦୁର୍ଲଭ ବନ୍ୟଜୀବଙ୍କ ସୁରକ୍ଷା ପାଇଁ ଆମେରିକ ମହାକାଶ ଗବେଷଣା ସଂସ୍ଥାନ(ନାସା) ଏକ ଅଭିନବ ପଦକ୍ଷେପ ନେବାକୁ ଯାଉଛି। ମହାକାଶରେ ଛାୟାପଥ ଏବଂ ଗ୍ରହ ନକ୍ଷେତ୍ର ଉପରେ ନଜର ରଖୁଥିବା ନାସା ଏବେ...