କୁକୁଡାଖଣ୍ଡି ରୁ ପ୍ରଯୁକ୍ତି ବିଦ୍ୟା ସଚେତନତା ରଥ ଶୁଭଆରମ୍ଭ
ଗଞ୍ଜାମ: ଗ୍ରାମାଞ୍ଚଳରେ ଛାତ୍ରଛାତ୍ରୀଙ୍କୁ ଉନ୍ନତ ଆନ୍ତର୍ଜାତିକ ମାନର ସରକାରୀ ସ୍ବୀକୃତିପ୍ରାପ୍ତ କମ୍ପ୍ୟୁଟର କୋର୍ସ ସମ୍ପର୍କରେ ସଚେତନ କରିବା ପାଇଁ ଓଡ଼ିଶା ନଲେଜ୍ କର୍ପୋରେସନ ଲିମିଟେଡ ଏବଂ ପେସ କମ୍ପ୍ୟୁଟର ଏକାଡ଼େମୀ ପକ୍ଷରୁ କୁକୁଡ଼ାଖଣ୍ଡିରେ କମ୍ପ୍ୟୁଟର...