କେନ୍ଦ୍ର ଶାସିତ ଅଞ୍ଚଳ କାଶ୍ମୀରରେ ପୋଷ୍ଟର ସଚେତନା କାର୍ଯ୍ୟକ୍ରମ
ଶ୍ରୀନଗର: ଶୁକ୍ରବାର କାଶ୍ମୀର ବିଶ୍ୱବିଦ୍ୟାଳୟରେ କେନ୍ଦ୍ର ଶାସିତ ଅଞ୍ଚଳରେ ନିଶା କାରବାରକୁ ନେଇ ଏକ ପୋଷ୍ଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ ଚଣ୍ଡି ଭବନ ପଡିଆରେ ମୁକ୍ତାକାଶ ପୋଷ୍ଟର ସଚେତନତାର ନାମ...
