ଓଡିଶାଶିକ୍ଷାଆସନ୍ତାକାଲି ଅନୁଷ୍ଠିତ ହେବ ଏଏସଓ ପରୀକ୍ଷାmahabharatanewsAugust 26, 2022 by mahabharatanewsAugust 26, 20220204 ପରୀକ୍ଷା ଦେବେ ୨ଲକ୍ଷ ୬ ହଜାରରୁ ଊର୍ଦ୍ଧ ପରୀକ୍ଷାର୍ଥୀ ଭୁବନେଶ୍ୱର: ଆସନ୍ତାକାଲି ଓପିଏସସି ପକ୍ଷରୁ ଏଏସଓ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି। ରାଜ୍ୟର ୩୩ଟି ଜୋନରେ ୪୮୨ ସେଣ୍ଟରରେ ପରୀକ୍ଷା ଅନୁଷ୍ଠିତ ହେବାକୁ...
ଓଡିଶାଶିକ୍ଷାବଡ ପଦବୀରେ କିସ ଛାତ୍ରmahabharatanewsAugust 25, 2022August 25, 2022 by mahabharatanewsAugust 25, 2022August 25, 20220229 ଭୁବନେଶ୍ୱର: ଗୁଣାତ୍ମକ ଶିକ୍ଷା ଲାଗି କିଟ ବିଶ୍ୱବିଦ୍ୟାଳୟ ରାଜ୍ୟ ତଥା ଦେଶରେ ପ୍ରତିଷ୍ଠା ଲାଭ କରିଛି। ଏଠାରେ ଛାତ୍ରଛାତ୍ରୀଙ୍କୁ କେଜି ଠାରୁ ପିଜି ପର୍ଯ୍ୟନ୍ତ ଶିକ୍ଷାଦାନ କରାଯାଇଥାଏ। ଏଠାରେ ମେଡିକାଲ କଲେଜ, ଇଞ୍ଜିନିୟରିଂ ସ୍କୁଲ,...
ଓଡିଶାଶିକ୍ଷାଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ମେଧା ତାଲିକାmahabharatanewsAugust 17, 2022 by mahabharatanewsAugust 17, 20220242 ଭୁବନେଶ୍ୱର: ଆଜି ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ଅପରାହ୍ନ ୩ଟାରେ ସିଏଚଏସସି ପକ୍ଷରୁ ମେଧା ତାଲିକା ପ୍ରକାଶ ପାଇବା ପରେ କେଉଁ କଲେଜରେ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ...
ଓଡିଶାଶିକ୍ଷାବନ୍ୟା ଲାଗି ନୟାଗଡ ଓ ଜଗତସିଂହପୁର ଜିଲ୍ଲାରେ ସ୍କୁଲ ବନ୍ଦmahabharatanewsAugust 16, 2022 by mahabharatanewsAugust 16, 20220136 ଭୁବନେଶ୍ୱର: ସଂପ୍ରତି ରାଜ୍ୟରେ ବନ୍ୟାକୁ ସ୍ଥିତିକୁ ନଜରରେ ରଖି ରାଜ୍ୟର ଦୁଇଟି ଜିଲ୍ଲାର ସ୍କୁଲକୁ ଦୁଇ ଦିନ ଲାଗି ବନ୍ଦ କରିଦିଆଯାଇଛି। ଏହି ଦୁଇଟି ଜିଲ୍ଲା ଜଗତସିଂହପୁର ଓ ନୟାଗଡ ବୋଲି ଜଣାପଡିଛି। ଜଗତସିଂହପୁର...
ଓଡିଶାଶିକ୍ଷାଅଗଷ୍ଟ ୧୧ରୁ ଯୁକ୍ତ ତିନି ନାମଲେଖା ଲାଗି ଆବେଦନmahabharatanewsAugust 8, 2022August 8, 2022 by mahabharatanewsAugust 8, 2022August 8, 20220133 ଅଗଷ୍ଟ ୩୧ରେ କଟ ଅଫ ମାର୍କ ଭୁବନେଶ୍ୱର: ଯୁକ୍ତ ଦୁଇ କଳା ବିଜ୍ଞାନ ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଫଳ ପ୍ରକାଶ ପାଇବା ପରେ ଯୁକ୍ତ ତିନିରେ ନାମ ଲେଖା ଲାଗି ଆବେଦନ ପ୍ରକ୍ରିୟା...
ଓଡିଶାଶିକ୍ଷାସମ୍ବଲପୁର ଓ ବଲାଙ୍ଗୀରରେ ପ୍ରତିଷ୍ଠା ହେବା ୨ ନୂଆ ଆଇଟିଆଇmahabharatanewsAugust 3, 2022 by mahabharatanewsAugust 3, 20220147 ଉପକୃତ ହେବେ ହଜାର ହଜାର ଯୁବବର୍ଗ ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଓ ବଲାଙ୍ଗୀର ଜିଲ୍ଲାର ପାଟଣାଗଡରେ ଦୁଇଟି ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା...
ଓଡିଶାଶିକ୍ଷାଅକ୍ଟୋବର ୧୬ରେ ଓସିଏସ ପ୍ରିଲିମନାରୀ ପରୀକ୍ଷାmahabharatanewsJuly 28, 2022 by mahabharatanewsJuly 28, 20220235 ଓପିଏସସି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ଭୁବନେଶ୍ୱର: ଅକ୍ଟୋବର ୧୬ ତାରିଖରେ ଓସିଏସ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଓପିଏସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅକ୍ଟୋବର ୧୬ ତାରିଖ ରବିବାର ଦିନ...
ଓଡିଶାଶିକ୍ଷାଗୋଦାବରୀଶ ମହାବିଦ୍ୟାଳୟରେ ୬୦ତମ ବାର୍ଷିକ ଉତ୍ସବmahabharatanewsJuly 27, 2022July 27, 2022 by mahabharatanewsJuly 27, 2022July 27, 20220140 ବାଣପୁର: ଓଡ଼ିଶାର ବରପୁତ୍ର ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ୬୬ତମ ଶ୍ରାଦ୍ଧ ବର୍ଷିକି ତଥା ଗୋଦାବରୀଶ ମହାବିଦ୍ୟାଳୟର ୬୦ ତମ ପ୍ରତିଷ୍ଠା ଦିବସ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରେକ୍ଷାଳୟରେ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ପରିଚାଳନା ସମିତିର...
ଓଡିଶାଶିକ୍ଷାପ୍ରକାଶ ପାଇଲା ଓଜେଇ ପରୀକ୍ଷା ଫଳmahabharatanewsJuly 27, 2022July 27, 2022 by mahabharatanewsJuly 27, 2022July 27, 20220187 ଭୁବନେଶ୍ୱର: ଚଳିତ ବର୍ଷର ଓଜେଇ ରେଜଲ୍ଟ ପ୍ରକାଶ ପାଇଛି। ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ଫଳ ପ୍ରକାଶ ପାଇଛି। ଏନେଇ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ...
ଓଡିଶାଭାରତରାଜନୀତିଶିକ୍ଷାମାଗଣାରେ ସ୍ପୋକନ ଇଂରାଜୀ କୋର୍ସ ଯୋଗାଇଦେବେ ଦିଲ୍ଲୀ ସରକାରmahabharatanewsJuly 23, 2022 by mahabharatanewsJuly 23, 20220192 ନୂଆଦିଲ୍ଲୀ: ଦିଲ୍ଲୀରେ ୧୮ରୁ ୩୫ ବର୍ଷ ବୟସର ଯୁବକ ଯୁବତୀମାନଙ୍କୁ ମାଗଣାରେ ସ୍ପୋକନ ଇଂରାଜୀ କୋର୍ସ ଯୋଗାଇଦିଆଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରିୱାଲ କହିଛନ୍ତି। ଏଥିପାଇଁ ୫୦ଟି ସେଣ୍ଟରର ବ୍ୟବସ୍ଥା କରାଯାଇଥିବା ଜଣାପଡିଛି।...