ଓଡିଶାଭାରତଶିକ୍ଷାସିବିଏସଇ ପରୀକ୍ଷାରେ ମଦର ପବ୍ଲିକ ସ୍କୁଲର ସଫଳତାmahabharatanewsJuly 22, 2022 by mahabharatanewsJuly 22, 20220210 ପୁରୀ/ଭୁବନେଶ୍ୱର: ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ମଦର ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ବ୍ୟାପକ ସଫଳତା ପାଇଛନ୍ତି। ଛାତ୍ରଛାତ୍ରୀମାନଙ୍କର ଏଭଳି ସଫଳତା ପଛରେ ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ଭୂମିକା ଅନେକ ବୋଲି ଅଭିଭାବକମାନେ ମତ...
ଓଡିଶାଭାରତଶିକ୍ଷାସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତmahabharatanewsJuly 22, 2022 by mahabharatanewsJuly 22, 20220233 ପାସ କଲେ ୯୭.୭୧ ପ୍ରତିଶତ ଛାତ୍ରଛାତ୍ରୀ ନୂଆଦିଲ୍ଲୀ: ସିବିଏସଇ ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ୯୭.୭୧ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଥିବା ଜଣାପଡିଛି। ଏହି ପରୀକ୍ଷା ଫଳରେ ପୁଅମାନଙ୍କ ଠାରୁ...
ଓଡିଶାଶିକ୍ଷାପୁଣି ଜଣେ ଛାତ୍ରଙ୍କୁ ରାଗିଂmahabharatanewsJuly 20, 2022 by mahabharatanewsJuly 20, 20220200 ଭୁବନେଶ୍ୱର:ରୁଚିକା ଆତ୍ମହତ୍ୟା ନଥମୁଣୁ ପୁଣି ବିଜେବି ମହାବିଦ୍ୟାଳୟ ନାଁରେ ଆସିଛି ସଂଘୀନ ଅଭିଯୋଗ ।+୨ ଦ୍ୱିତୀୟ ବର୍ଷ କଳା ବିଭାଗର ଛାତ୍ର ରୁଦ୍ରନାରାୟଣ ପାତ୍ରଙ୍କୁ ଏକାଧିକ ସିନିୟର ଓ କିଛି ଅଣଛାତ୍ର ତାଙ୍କୁ ନିର୍ୟାତନା...
ବିଦ୍ୟାଶିକ୍ଷାଆଜିଠୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନmahabharatanewsJuly 20, 2022July 20, 2022 by mahabharatanewsJuly 20, 2022July 20, 20220196 ଭୁବନେଶ୍ୱର: ଆଜିଠୁ +୨ ନାମଲେଖା ପାଇଁ ଆବେଦନ ଆରମ୍ଭ ।ସାମସ ଓଡିଶା ପୋର୍ଟାଲରେ ଅଗଷ୍ଟ ୧୦ଯାଏଁ ଆବେଦନ । ଅଗଷ୍ଟ ୧୭ରେ ପ୍ରକାଶ ପାଇବ ମେରିଟ ଲିଷ୍ଟ । ଆବେଦନ ପାଇଁ ସାଧାରଣ ବର୍ଗର...
ଓଡିଶାଶିକ୍ଷାରୂପାନ୍ତରିତ ବିଦ୍ୟାଳୟରେ ଇଣ୍ଟରନେଟ୍ ବ୍ୟବସ୍ଥା ଲାଗୁ କରାଯିବmahabharatanewsJuly 19, 2022 by mahabharatanewsJuly 19, 20220193 ଭୁବନେଶ୍ୱର: ରାଜ୍ୟର ସମସ୍ତ ରୂପାନ୍ତରିତ ବିଦ୍ୟାଳୟରେ ଇଣ୍ଟରନେଟ୍ ବ୍ୟବସ୍ଥା ଲାଗୁ କରାଯିବ। ୩ଶହଟି ହାଇସ୍କୁଲରେ ଖୁବଶୀଘ୍ର ଆକାଂକ୍ଷୀ କାର୍ୟ୍ୟକ୍ରମ ଆରମ୍ଭ କରାଯିବ। ସରକାରୀ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଗଣିତର ଜ୍ଞାନ ବୃଦ୍ଧି ପାଇଁ...
ଭାରତଶିକ୍ଷାଭାରତର କଡା ଆଭିମୁଖ୍ୟ : ପାକିସ୍ତାନକୁ ଉଚ୍ଚଶିକ୍ଷା ପାଇଁ ନ ଯିବାକୁ ଦିଆଗଲା ପରାମର୍ଶmahabharatanewsApril 23, 2022April 23, 2022 by mahabharatanewsApril 23, 2022April 23, 20220303 ଦିଲ୍ଲୀ : କେନ୍ଦ୍ରର ବଡ ନିଷ୍ପତ୍ତି । ପାକିସ୍ତାନରେ ଶିକ୍ଷାଗ୍ରହଣ କଲେ ଭାରତରେ ମିଳିବନି ଚାକିରି । ଭାରତର ଏପରି କଡା ଆଭିମୁଖ୍ୟରେ ପାକିସ୍ତାନକୁ ଉଚ୍ଚଶିକ୍ଷା ପାଇଁ ନ ଯିବାକୁ ଦିଆଗଲା ପରାମର୍ଶ । ଦେଶର...
ଓଡିଶାଶିକ୍ଷାଶିକ୍ଷକଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନାmahabharatanewsApril 2, 2022 by mahabharatanewsApril 2, 20220325 ଜଳେଶ୍ୱର: ବସ୍ତା ବ୍ଲକ ନାଵରା ପଞ୍ଚାୟତ ନହଞ୍ଜରା ଅପର୍ତ୍ତି ପ୍ରଧାନ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୁଇ ଶିକ୍ଷକଙ୍କ ଉଦ୍ଦେଶ୍ୟରେ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି। ପ୍ରାଥମିକ...
ଓଡିଶାଶିକ୍ଷାରାଜ୍ୟରେ ଏପ୍ରିଲ ୨ ତାରିଖରୁ ସକାଳୁ ଆରମ୍ଭ ହେବ ସ୍କୁଲmahabharatanewsMarch 30, 2022March 30, 2022 by mahabharatanewsMarch 30, 2022March 30, 20220170 (ଭୁବନେଶ୍ୱର) : ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ଉତ୍ତାପ। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । ଗ୍ରୀଷ୍ମର ପ୍ରକୋପକୁ ଦୃଷ୍ଟିରେ ରଖି ସ୍କୁଲର ସମୟକୁ ବଦଳାଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ଏ ନେଇ...
ଭାରତଶିକ୍ଷାରାଷ୍ଟ୍ରିୟ ସଙ୍ଗୀତ ଗାନକୁ ନେଇ ମାଦ୍ରାସ ବୋର୍ଡର ବଡ ନିଷ୍ପତ୍ତିmahabharatanewsMarch 25, 2022 by mahabharatanewsMarch 25, 20220208 ମାଦ୍ରାସ : ଉତ୍ତରପ୍ରଦେଶ ମାଦ୍ରାସ ଶିକ୍ଷା ପରିଷଦ ନୂତନ ଅଧିବେଶନରୁ ସମସ୍ତ ସହାୟକ ତଥା ଅଣସାହାଯ୍ୟକାରୀ ମଦ୍ରାସାଗୁଡ଼ିକରେ ଜାତୀୟ ସଂଗୀତ ଗାନକୁ ବାଧ୍ୟତାମୂଳକ କରିଛି । ପ୍ରତ୍ୟେକ ମଦ୍ରାସାକୁ କ୍ଲାସ ଆରମ୍ଭ କରିବା ପୂର୍ବରୁ...
ଓଡିଶାଭାରତଶିକ୍ଷାପରୀକ୍ଷା ପୂର୍ବରୁ କଲେଜରେ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦେଇଛି ଶିକ୍ଷା ବିଭାଗmahabharatanewsMarch 9, 2022 by mahabharatanewsMarch 9, 20220224 ଭୁବନେଶ୍ୱର: ଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ପୂର୍ବରୁ ରାଜ୍ୟର ସମସ୍ତ କଲେଜ ଗୁଡ଼ିକରେ ସିସିଟିଭି କ୍ୟାମେରା ଗୁଡ଼ିକୁ ଲଗାଇ ରଖିବାକୁ ନିର୍ଦ୍ଦେଶ ଦେଇଛି ଶିକ୍ଷା ବିଭାଗ ।...