ଦୁର୍ଘଟଣାକୋଲକାତାରେ ନିର୍ମାଣାଧୀନ ଗୋଦାମ ଭୁଶୁଡ଼ି ପଡ଼ିଲା, ୪ ଜଣଙ୍କ ମୃତ୍ୟୁ…mahabharatanewsJune 24, 2026 by mahabharatanewsJune 24, 2026044 ଦକ୍ଷିଣ କୋଲକାତାର ତାରାତାଲା ପରିବହନ ଡିପୋ ନିକଟରେ ନିର୍ମାଣାଧୀନ ଏକ ଗୋଦାମ ସେଡ୍ ବୁଧବାର ଦିନ ମଧ୍ୟାହ୍ନ 12:07 ସମୟରେ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଏହି ଘଟଣାରେ ଏପର୍ଯ୍ୟନ୍ତ ଚାରି ଜଣଙ୍କର ମୃତ୍ୟୁ ହୋଇଛି।...
ଦୁର୍ଘଟଣାଦେଶ ବିଦେଶକୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ, ଛାତ୍ରଛାତ୍ରୀ ଫସିଥିବାରୁ ହାହାକାରmahabharatanewsJune 22, 2026 by mahabharatanewsJune 22, 2026041 ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଆଲିଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ଏକ ଘରୋଇ କୋଚିଂ ସେଣ୍ଟରରେ ହଠାତ୍ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଉଷା ମେହେଟ୍ଟା ମାର୍ଗରେ ଥିବା ଏକ କୋଠାରେ ଚାଲୁଥିବା କୋଚିଂ...
ଓଡିଶାଦୁର୍ଘଟଣାଦେଶ ବିଦେଶତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶmahabharatanewsJune 22, 2026June 22, 2026 by mahabharatanewsJune 22, 2026June 22, 2026033 ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଦୁଃଖଦ ଗ୍ୟାସ ଲିକ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୭ କୁ ଛୁଇଁଛି । ମୃତ ୭ ଜଣଙ୍କ ମଧ୍ୟରୁ ୫ ଜଣ କେନ୍ଦୁଝର ଜିଲ୍ଲାର ହୋଇଥିବା ଜଣାପଡିଛି । ମୃତକ...
ଓଡିଶାଦୁର୍ଘଟଣାଚଣ୍ଡିଖୋଲ NH-53 ରେ ଅଘଟଣmahabharatanewsJune 19, 2026 by mahabharatanewsJune 19, 2026074 ଚଣ୍ଡିଖୋଲ ୫୩ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା। ଖୋଷାଲିପୁର ପୋଲ ନିକଟରେ ଏକ ହାଇୱା ଓ ସ୍କୁଟି ମଧ୍ୟରେ ଭୟାବହ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ସ୍କୁଟି ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସୂଚନା...
ଓଡିଶାଦୁର୍ଘଟଣାନିମନ୍ତ୍ରଣ ଦେଇ ଫେରୁଥିଲେ, ରାସ୍ତାରେ ଜଗିଥିଲା ମୃତ୍ୟୁmahabharatanewsJune 18, 2026 by mahabharatanewsJune 18, 2026041 କନ୍ଧମାଳ ଜିଲ୍ଲାରୁ ଆସିଛି ଏକ ହୃଦୟବିଦାରକ ଘଟଣା। ନବଜାତ ପୁଅର ଏକୋଇଶିଆ ଉତ୍ସବ ପାଇଁ ବନ୍ଧୁ-ବାନ୍ଧବଙ୍କୁ ନିମନ୍ତ୍ରଣ ଦେଇ ଘରକୁ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ଚାଲିଗଲା ଜଣେ ବାପାଙ୍କ ଜୀବନ। ଫିରିଙ୍ଗିଆ ଥାନା...
ଓଡିଶାଦୁର୍ଘଟଣାରାଜଧାନୀରେ ପୁଣି ଏକ ସାଂଘାତିକ ସଡ଼କ ଦୁର୍ଘଟଣାmahabharatanewsJune 18, 2026 by mahabharatanewsJune 18, 2026038 (ଭୁବନେଶ୍ୱର): ରାଜଧାନୀରେ ପୁଣି ଏକ ସାଂଘାତିକ ସଡ଼କ ଦୁର୍ଘଟଣା ଘଟିଛି। ଧିରିକୁରି ବସ୍ତିରେ ଏକ SUV କାର ନିୟନ୍ତ୍ରଣ ହରାଇ ଘର ଭିତରକୁ ପଶିଯାଇଛି। ଲୋକେ ଶୋଇଥିବା ସମୟରେ ଦ୍ରୁତ ଗତିରେ ଆସିଥିବା କାରଟି...
ଓଡିଶାଦୁର୍ଘଟଣାପୁଣି ଭାରତମାଳାରେ ଭୟଙ୍କର ଦୁର୍ଘଟଣା ; ଦୁଇ ପିକଅପ୍ ଧକ୍କା, ୫ ଗୁରୁତରmahabharatanewsJune 18, 2026June 18, 2026 by mahabharatanewsJune 18, 2026June 18, 2026045 ପୁଣି ଭାରତମାଳା ରାସ୍ତାରେ ବଡ଼ ଦୁର୍ଘଟଣା। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି-ଡାବୁଗାଁ ଭାରତମାଳା ରାସ୍ତାରେ ଦୁଇଟି ପିକଅପ୍ ଗାଡ଼ି ମଧ୍ୟରେ ଧକ୍କା ହୋଇ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଆଜି ରାତି...
ଓଡିଶାଦୁର୍ଘଟଣାବେଦାନ୍ତ ପାଉଁଶ ବୋଝଇ ହାଇୱା ଧକ୍କାରେ ବାଇକ ଆରୋହୀ ମୃତ…mahabharatanewsJune 17, 2026 by mahabharatanewsJune 17, 2026035 ଲାଞ୍ଜିଗଡ (ସୁଶାନ୍ତ ମାଝୀ) ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ହରେକୃଷ୍ଣପୁର ଛକ ନିକଟରେ ବେଦାନ୍ତ ପାଉଁଶ ବୋଝଇ ହାଇୱା ଧକ୍କାରେ ବାଇକ ଆରୋହୀ ମୃତ । ମୃତ ଜଣକ ହେଲେ ନର୍ଲା ଥାନା...
ଓଡିଶାଦୁର୍ଘଟଣାକ୍ରିକେଟ ଖେଳୁଥିବା ବେଳେ ବଜ୍ରାଘାତ ଘଟି ଚାଲିଗଲା ଯୁବକଙ୍କର ଜୀବନ…mahabharatanewsJune 15, 2026 by mahabharatanewsJune 15, 2026056 ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କଣ୍ଟାପାଳ ପଞ୍ଚାୟତ ଅନ୍ତର୍ଗତ ଅଢାପଲି ଗାଁରେ କ୍ରିକେଟ ଖେଳୁଥିବା ବେଳେ ବଜ୍ରାଘାତ ଘଟି ଚାଲିଗଲା ଯୁବକଙ୍କର ଜୀବନ। ମୃତ ଯୁବକ ଜଣଙ୍କ ଅଢାପଲି ଗାଁର ୧୮ ବର୍ଷୀୟ ଯୁବକ...
ଓଡିଶାଦୁର୍ଘଟଣାହାଇୱା ଟ୍ରକକୁ ପଛରୁ ଧକ୍କା ଦେଲା ବାଇକ, ଘଟଣା ସ୍ଥଳରେ ଦୁଇ ଭାଇଙ୍କ ମୃତ୍ୟୁ…mahabharatanewsJune 15, 2026 by mahabharatanewsJune 15, 2026045 ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ଗଡ଼ପଳାଶୁଣି ଗାଁ ପେଟ୍ରୋଲ ପମ୍ପ ନିକଟରେ ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା। ହାଇୱା ଟ୍ରକକୁ ପଛରୁ ଧକ୍କା ଦେଲା ବାଇକ। ଘଟଣା ସ୍ଥଳରେ ହିଁ ଦୁଇ ଭାଇଙ୍କର ମୃତ୍ୟୁ ହୋଇଛି।...