ଓଡିଶାପର୍ବ ପର୍ବାଣିଭାରତମୁକ୍ତ ହସ୍ତରେ ଦାନ କରୁଛନ୍ତି ଭକ୍ତmahabharatanewsFebruary 21, 2026 by mahabharatanewsFebruary 21, 2026011 ମୁକ୍ତ ହସ୍ତରେ ଦାନ କରୁଛନ୍ତି ଭକ୍ତ ଗତ ବର୍ଷ ଶ୍ରୀ ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ୧୮ କୋଟି ୫୯ ଲକ୍ଷ ୨୩ ହଜାର ୭୭୦ ଟଙ୍କା ଦାନ ସଂଗ୍ରହ କରାଯାଇଛି ଭକ୍ତମାନେ ଉକ୍ତ ବର୍ଷ...
ଓଡିଶାପର୍ବ ପର୍ବାଣିବିଶ୍ଵଶାନ୍ତି ମହାଯଜ୍ଞ ସ୍ଥଳରେ ପହଞ୍ଚିଲେ ଉଗ ଙ୍କ ଧର୍ମପତ୍ନୀmahabharatanewsFebruary 17, 2026February 17, 2026 by mahabharatanewsFebruary 17, 2026February 17, 2026012 ବିଶ୍ଵଶାନ୍ତି ମହାଯଜ୍ଞ ସ୍ଥଳରେ ପହଞ୍ଚିଲେ CM ଙ୍କ ଧର୍ମପତ୍ନୀ , ପିପିଲି ବ୍ଲକ ଦାଣ୍ଡମୁକୁନ୍ଦପୁରରେ ଆଜି ଠାରୁ ଆରମ୍ଭ ହୋଇଛି ଭବ୍ୟ ବିଶ୍ୱଶାନ୍ତି ମହାଯଜ୍ଞ। ଯେଉଁଠାରେ ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ହଜାର...
ଓଡିଶାପର୍ବ ପର୍ବାଣିମା ହିଙ୍ଗୁଳା ଙ୍କ ପୀଠ ରେ ଲକ୍ଷାଧିକ ଭକ୍ତ ଙ୍କ ସମାବେଶ।mahabharatanewsFebruary 4, 2026 by mahabharatanewsFebruary 4, 2026016 ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ସୁହାଗ ପୁରାରେ ଅବସ୍ଥିତ ମା ହିଙ୍ଗୁଳା ଙ୍କ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଏଠାରେ ପ୍ରଥମେ ଅସ୍ଥାୟୀ ମନ୍ଦିରରେ ମା ପୂଜା ପାଉଥିବାବେଳେ ସମୟ...
ଓଡିଶାପର୍ବ ପର୍ବାଣିସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ ହୋଇଯାଇଛି।mahabharatanewsJanuary 23, 2026January 23, 2026 by mahabharatanewsJanuary 23, 2026January 23, 2026023 ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସୁବାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ସମାରୋହରେ ପାଳିତ ହୋଇଯାଇଛି । ଏହି...
ଓଡିଶାପର୍ବ ପର୍ବାଣିଆଜି ପବିତ୍ର ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀmahabharatanewsJanuary 23, 2026 by mahabharatanewsJanuary 23, 2026014 ଆଜି ପବିତ୍ର ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ। ବିଦ୍ୟାଦାତ୍ରୀ ମାଆ ବାଗଦେବୀଙ୍କ ପୂଜାର୍ଚ୍ଚନା । ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ବସନ୍ତ ପଞ୍ଚମୀ ବା ସରସ୍ବତୀ ପୂଜା ପାଳନ କରାଯାଇଥାଏ। ମା’ଙ୍କ ଆଗମନକୁ ନେଇ...
ଓଡିଶାପର୍ବ ପର୍ବାଣି ଦ୍ୱିତୀୟ ଦିନରେ ଗଜପତି ଉତ୍ସବ ମହାସମାରୋହରେ ପାଳିତmahabharatanewsJanuary 20, 2026 by mahabharatanewsJanuary 20, 2026014 ଗଜପତି ଉତ୍ସବ ,ପଲ୍ଲିଶ୍ରୀ ମେଳା, ଆତ୍ମନିର୍ଭର ଭାରତ ଓ ସ୍ଵଦେଶୀ ମେଳା ଦ୍ୱିତୀୟ ଦିରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ସୋମବାର ଦ୍ୱିତୀୟ ସନ୍ଧ୍ୟାରେ ଶ୍ରୀଯୁକ୍ତ ଫାଲଗୁନୀ ମାଝୀ ଅତିରିକ୍ତ ଜିଲ୍ଲାପାଳ ଗଜପତିଙ୍କ...
ଓଡିଶାପର୍ବ ପର୍ବାଣିଜଗତସିଂହପୁରରେ ମକର ମିଳନ ଉତ୍ସବ ସହ ଫକୀର ମୋହନଙ୍କ ଜୟନ୍ତୀ ପାଳନ ହୋଇଛି ।mahabharatanewsJanuary 15, 2026 by mahabharatanewsJanuary 15, 2026015 ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ନୀଳକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ “ଆଗାମୀ ଓଡିଶା” ପକ୍ଷରୁ ମକର ମିଳନ ଉତ୍ସବ ଏବଂ ବ୍ୟାସକବି ଫକୀରମୋହନଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ଏହି...
ଓଡିଶାପର୍ବ ପର୍ବାଣିମନୋରଞ୍ଜନଜିଲ୍ଲା ସ୍ତରୀୟ ଗଜପତି ଉତ୍ସବ ପାଇଁ ପୌର ପରିଷଦ ପକ୍ଷ ରୁ ରହାଗିରି କାର୍ଯ୍ୟକ୍ରମ ଅନୁଷ୍ଟିତmahabharatanewsJanuary 11, 2026 by mahabharatanewsJanuary 11, 2026018 ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଜିଲ୍ଲା ସ୍ତରୀୟ ଗଜପତି ଉତ୍ସବ ପାଇଁ ପୌରପରିଷଦ ପକ୍ଷରୁ ର।ହ।ଗିରି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ...
ଓଡିଶାଦେଶ ବିଦେଶପର୍ବ ପର୍ବାଣିଭାରତପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଆନନ୍ଦ ବଜାର ନିକଟର ଫୋଟmahabharatanewsJanuary 10, 2026January 10, 2026 by mahabharatanewsJanuary 10, 2026January 10, 2026024 ପୁଣିଥରେ ସୋସିଆଲ ମିଡିଆରେ ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଫଟୋ । ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ। ହସ୍ତଗତ ତଥ୍ୟ ଅନୁଯାୟୀ ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ଭାଇରାଲ କରିଛନ୍ତି ମୋହିତ...
ଓଡିଶାପର୍ବ ପର୍ବାଣିଭାରତହି ଦିନଠାରୁ ଖୋଲିବ ଲୋକ ଭବନ , ଜାଣନ୍ତୁ କପରି ଫ୍ରିରେ ସୁନ୍ଦର ପରିବେଶକୁ ଉପଭୋକ କରିବେmahabharatanewsJanuary 5, 2026 by mahabharatanewsJanuary 5, 2026019 ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଲୋକଙ୍କ ପାଇଁ ଖୋଲିବ ଲୋକ ଭବନ । ଆସନ୍ତା ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଲାଗି ଭବନର ଉଦ୍ୟାନ ଖୋଲାଯିବା ନେଇ ଯୋଜନା ରହିଛି...