ପର୍ବ ପର୍ବାଣିଦୀପାବଳି ଅବସରରେ ଶ୍ରୀକ୍ଷେତ୍ରରେ ଜମୁଛି ଭକ୍ତଙ୍କ ଭିଡmahabharatanewsOctober 24, 2022 by mahabharatanewsOctober 24, 20220155 ପୁରୀ: ଆଲୋକର ପର୍ବ ଦୀପାବଳୀ । ଦୀଘ ଦୁଇ ବର୍ଷ କରୋନା ପରେ ଚଳିତ ବର୍ଷ ଅତି ଧୁମ୍ଧାମର ସହ ପାଳନ କରିବା ପାଇଁ ଗାଁ ଠାରୁ ସହର ଚଳଚଞ୍ଚଳ । ତେବେ ହିନ୍ଦୁ...
ଓଡିଶାପର୍ବ ପର୍ବାଣିଭାରତଅନ୍ଧକାରକୁ ଦୂରକରି ଆଲୋକର ବିଜୟ ଆଣି ଦେବ ଦୀପାବଳିmahabharatanewsOctober 24, 2022 by mahabharatanewsOctober 24, 20220201 ଭୁବନେଶ୍ୱର:ଆଜି ହେଉଛି ପବିତ୍ର ଦୀପାବଳି | ଆଜିର ଦିନରେ ହିନ୍ଦୁ ପରମ୍ପରାରେ ପ୍ରଭୁ ଶ୍ରୀରାମ ଲଙ୍କା ଜୟ କରି ଆଜି ଫେରିଥିଲେ । ସେଥିପାଇଁ ସମଗ୍ର ଅଯୋଧ୍ୟାବାସୀ ପ୍ରଦୀପ ପ୍ରଜଳ୍ୱନ କରି ଉତ୍ସାହ ଓ...
ପର୍ବ ପର୍ବାଣିଦୀପାବଳିରେ ଏମିତି କିଛି ସଙ୍କେତ ମିଳିଲେ ଜାଣିବେ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ମା ଲକ୍ଷ୍ମୀmahabharatanewsOctober 22, 2022October 22, 2022 by mahabharatanewsOctober 22, 2022October 22, 20220149 ବ୍ୟୁରୋ:ପୁଣି ଆସିଛି ଆଲୋକର ପର୍ବ ଦୀପାବଳି । ହିନ୍ଦୁ ଧର୍ମରେ ଦୀପାବଳିର ବହୁତ ମହତ୍ତ୍ୱ ରହିଛି । ଏହି ଦିନ ଦେବୀ ଲଷ୍ମୀ,କୁବେର ମହରାଜ ଏବଂ ବିଘ୍ନହର୍ତ୍ତା ଗଣେଷଙ୍କୁ ପୂଜା କରାଯାଏ । ଚଳିତବର୍ଷ...
ଓଡିଶାପର୍ବ ପର୍ବାଣି ମନ୍ଦିର ବାହାରୁ ନଡ଼ିଆ ଓ କଦଳୀ ନେଇ ଭୋଗ କରି ପାରିବେ ଭକ୍ତmahabharatanewsSeptember 23, 2022September 23, 2022 by mahabharatanewsSeptember 23, 2022September 23, 20220221 ପୁରୀ / ଜୟନ୍ତ କୁମାର ସେଠୀ : ଖବର ପ୍ରସାରଣ ପରେ ହଟିଲା କଟକଣା, ଭକ୍ତ ଏବେ ନେଇ ପାରିବେ ବାହାରୁ ନଡ଼ିଆ ଓ କଦଳୀ । କାକଟପୁର ମା ମଙ୍ଗଳା ମନ୍ଦିର ଭିତରକୁ...
ଓଡିଶାପର୍ବ ପର୍ବାଣିଆସନ୍ତା କାଲି ଶ୍ରୀ ଜୀଉଙ୍କ ବାମନ ବେଶmahabharatanewsSeptember 6, 2022 by mahabharatanewsSeptember 6, 20220196 ପୁରୀ : ଆସନ୍ତା କାଲି ଶ୍ରୀକ୍ଷେତ୍ରରେ ପାଳିତ ହେବ ଶ୍ରୀଜୀଉଙ୍କ ବାମନ ଉତ୍ସବ ସହିତ ସୁନିଆ ପର୍ବ। ଅର୍ଥାତ , ଏହା ହେଉଛି ଶ୍ରୀ ଜୀଉଙ୍କ ବାମନ ବେଶ। କେତେକ ଏହାକୁ ମଧ୍ୟ ବଳିବାମନ...