ଓଡିଶାପାଣିପାଗମାଡିଆସୁଛି ଭୟଙ୍କରୀ ବାତ୍ୟାmahabharatanewsOctober 11, 2022 by mahabharatanewsOctober 11, 20220196 ବ୍ୟୁରୋ / ରିପୋଟର୍ସ ଟୁଡେ : ମାଡିଆସୁଛି ଭୟଙ୍କରୀ ବାତ୍ୟା । ଅକ୍ଟୋବର ତୃତୀୟ ସପ୍ତାହ ବେଳକୁ ବାତ୍ୟା ଆଶଙ୍କା କରାଯାଉଛି । ୨୧ରୁ ୨୨ ତାରିଖ ମଧ୍ୟରେ ଲ୍ୟାଣ୍ଡଫଲ ହେବାନେଇ ସୂଚନା ମିଳିଛି । ଏହା...
ଓଡିଶାପାଣିପାଗଏଥର ପୂଜାରେ ଭିଜିବ ସାରା ଓଡ଼ିଶାmahabharatanewsSeptember 27, 2022 by mahabharatanewsSeptember 27, 20220163 ଭୁବନେଶ୍ୱର : ଏଥର ପୂଜାରେ ଭିଜିବ ସାରା ଓଡ଼ିଶା। ଆସନ୍ତା ୧ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ । ଅକ୍ଟୋବର ୧ ତାରିଖରୁ ଉତ୍ତର-ପୂର୍ବ...
ଓଡିଶାପାଣିପାଗଆଜିଠୁ ରାଜ୍ୟରେ ବଢିବ ବର୍ଷାର ପରିମାଣmahabharatanewsSeptember 10, 2022September 10, 2022 by mahabharatanewsSeptember 10, 2022September 10, 20220323 ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବଢିବା ବର୍ଷାର ପରିମାଣ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ସକ୍ରିୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏହାର ପ୍ରଭାବରୁ ଅଧିକରୁ ଅଧିକ ବର୍ଷାର ସମ୍ଭାବନା ।...
ଓଡିଶାପାଣିପାଗ୧୦ ଓ ୧୧ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନାmahabharatanewsSeptember 9, 2022 by mahabharatanewsSeptember 9, 20220167 ଭୁବନେଶ୍ୱର : ଆଜିଠୁ ଭିଜିବା ସାରା ରାଜ୍ୟ। ଗତକାଲି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ହୋଇଛି । ଆଗାମୀ ୩୬ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଏକ ସୁଦୃଶ ଲଘୁଚାପ କ୍ଷେତ୍ରରେ...
ଓଡିଶାପାଣିପାଗଆସନ୍ତା ୪ରୁ ୫ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନାmahabharatanewsSeptember 5, 2022 by mahabharatanewsSeptember 5, 20220197 ଭୁବନେଶ୍ୱର : ରାଜ୍ୟରେ ରହିଛି ବର୍ଷ ସମ୍ଭାବନା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା; ୟେଲୋ ୱାର୍ଣ୍ଣିଂ ଜାରି ଆସନ୍ତା ୪ରୁ ୫ ଦିନ ରାଜ୍ୟର ୨୩ଟି ଜିଲ୍ଲାରେ ପ୍ରବଳ ଛେଚିବ ବର୍ଷା । ଏହାର...
ଓଡିଶାପାଣିପାଗନୟାଗଡ଼ରେ ବନ୍ୟା ସ୍ଥିତି ; ପ୍ରଭାବିତ ୫୦ ହଜାର ଲୋକmahabharatanewsAugust 17, 2022 by mahabharatanewsAugust 17, 20220230 ନୟାଗଡ଼: ନୟାଗଡ଼ରେ ବନ୍ୟା ସ୍ଥିତି ଉପୁଜିଛି । ୧୨୦ଟି ଗାଁ ସହ ଯୋଗାଯୋଗ ହୋଇନ ଥିବାବେଳେ ପ୍ରଭାବିତ ହୋଇଛନ୍ତି ୫୦ ହଜାର ଲୋକ । ଗଣିଆ, ଖଣ୍ଡପଡ଼ା ଏବଂ ଭାପୁର ବ୍ଲକରେ ବିପନ୍ନଙ୍କ ସଂଖ୍ୟା...
ଓଡିଶାପାଣିପାଗମୁଣ୍ଡଳୀରେ କମୁଛି ଜଳସ୍ତରmahabharatanewsAugust 17, 2022 by mahabharatanewsAugust 17, 20220259 କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର । କଟକ ମୁଣ୍ଡଳିରେ କମୁଛି ମହାନଦୀର ଜଳ ପ୍ରବାହ । ଜଳ ପ୍ରବାହ କମୁଥିଲେ ବି ଏବେ ବି ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି...
ଓଡିଶାପାଣିପାଗକାଲିଠୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଚେତବାନୀmahabharatanewsAugust 17, 2022 by mahabharatanewsAugust 17, 20220215 ଭୁବନେଶ୍ୱର : ବନ୍ୟା ଭିତରେ ବିପଦ ଆଣିବ ଲଘୁଚାପ ବର୍ଷା । ପ୍ରବଳ ବର୍ଷା ଯୋଗୁଁ ବଡ଼ ବନ୍ୟା ହେବା ଆଶଙ୍କା ଥିବା ବେଳେ ଚିନ୍ତା ବଢ଼ାଇଛି ଆଉ ଏକ ଲଘୁଚାପ । ଆସନ୍ତା...
ଓଡିଶାପାଣିପାଗଖୋଲିଲା ହୀରାକୁଦର ଆଉ ୫ଟି ଗେଟ୍ : ମୋଟ ୩୧ଟି ଗେଟ୍ ଦେଇ ହେବ ଜଳ ନିଷ୍କାସନmahabharatanewsAugust 16, 2022 by mahabharatanewsAugust 16, 20220181 ଭୁବନେଶ୍ୱର: ଉପରମୁଣ୍ଡରେ ବର୍ଷା କାରଣରୁ ହୀରାକୁଦରେ ବୃଦ୍ଧି ପାଉଛି ଜଳସ୍ତର । ଜଳସ୍ତର ବଢ଼ିବା କାରଣରୁ ହୀରାକୁଦ ଜଳଭଣ୍ଡାରରୁ ଆଜି ଅପରାହ୍ନ ୪ଟାରେ ପୁଣି ୫ଟି ସ୍ଲୁଇସ୍ ଗେଟ୍ ଖୋଲିଦିଆଯାଇଛି। ଏହାକୁ ମିଶାଇ ମୋଟ୍ ୩୧ଟି...
ଓଡିଶାପାଣିପାଗଖୋଲିଛି ୩୪ଟି ଗେଟ୍ ; କଟକ ମୁଣ୍ଡଳୀରେ ପହଞ୍ଚିବ ହୀରାକୁଦର ପାଣିmahabharatanewsAugust 15, 2022August 15, 2022 by mahabharatanewsAugust 15, 2022August 15, 20220141 ଭୁବନେଶ୍ୱର : ମହାନଦୀରେ ଆସୁଛି ବନ୍ୟା । ହୀରାକୁଦର ୩୪ଟି ଗେଟ୍ ଦେଇ ବନ୍ୟାପାଣି ପ୍ରବାହିତ ହୋଇଛି । ବର୍ତ୍ତମାନ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଉଥିଲେ ମଧ୍ୟ ହୀରାକୁଦ ଡ୍ୟାମର ଅଧିକ ଗେଟ୍...