ବିଶ୍ୱପ୍ରବଳ ବର୍ଷା ନେଲା ୯୦ରୁ ଅଧିକ ଲୋକଙ୍କ ଜୀବନmahabharatanewsFebruary 17, 2022 by mahabharatanewsFebruary 17, 20220151 ବ୍ରାଜିଲ:ବ୍ରାଜିଲର ରିଓ ଡି ଜେନେରୋ ରାଜ୍ୟର ପେଟ୍ରୋପୋଲିସ୍ ସହରରେ ପ୍ରବଳ ବର୍ଷା ହୋଇଛି । ଯାହାଫଳରେ ବନ୍ୟା ଓ ଭୂସ୍ଖଳନ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏନେଇ ପ୍ରବଳ କ୍ଷତି ଘଟିଛି ।...
ବିଶ୍ୱପାକିସ୍ତାନ ସୁପ୍ରିମ କୋର୍ଟର ପ୍ରଥମ ମହିଳା ବିଚାରପତି ନିଯୁକ୍ତmahabharatanewsJanuary 24, 2022 by mahabharatanewsJanuary 24, 20220285 ଇସଲାମାବାଦ: ଲାହୋର ହାଇକୋର୍ଟର ବିଚାରପତି ଜଷ୍ଟିସ ଆୟସା ଏ ମଲିକ ହୋଇଛନ୍ତି ପାକିସ୍ତାନ ସୁପ୍ରିମ କୋର୍ଟର ପ୍ରଥମ ମହିଳା ବିଚାରପତି । ଏହି ନିଯୁକ୍ତି ପରେ ୫୫ ବର୍ଷୀୟା ଜଷ୍ଟିସ ଆୟସା ଇତିହାସ ରଚିଛନ୍ତି...
ବିଶ୍ୱଓମିକ୍ରନର ସବ ଷ୍ଟ୍ରେନ ବିଏ. ୨ ବ୍ରିଟେନରେ ଚିନ୍ତା ବଢାଇଛିmahabharatanewsJanuary 24, 2022 by mahabharatanewsJanuary 24, 20220311 ଲଣ୍ଡନ: ଓମିକ୍ରନର ସବ ଷ୍ଟ୍ରେନ ବିଏ. ୨ଏବେ ବ୍ରିଟେନରେ ଚିନ୍ତା ବଢାଇଚି । ଏହି ଭାରିଆଣ୍ଟ ଏବେ ୪୦ ଦେଶକୁ ବ୍ୟାପି ସାରିଲାଣି । କିନ୍ତୁ ଏହି ଭାରିଆଣ୍ଟକୁ ଆରଟିପିସିଆର କିଟ ଠାବ କରି...
ବିଶ୍ୱଲାହୋରରେ ସିରିଜ ବିସ୍ଫୋରଣ: ୫ ମୃତmahabharatanewsJanuary 20, 2022 by mahabharatanewsJanuary 20, 20220181 ଇସଲାମାବାଦ: ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ । ପାକିସ୍ତାନର ଲାହୋରରେ ଗୁରୁବାର ସିରିଜ ବିସ୍ଫୋରଣ ହୋଇଛି । ଲାହୋର ଗେଟ ନିକଟ ଅନାରକଲି ବଜାରରେ ଏହି ବିସ୍ଫୋରଣ ହୋଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ ହୋଇଛି...
ବିଶ୍ୱବ୍ରିଟେନର ପରବର୍ତ୍ତୀ ପ୍ରଧନମନ୍ତ୍ରୀ ହେବେ ଇନଫୋସିସର ପ୍ରତିଷ୍ଠାତାଙ୍କ ଜ୍ୱାଇଁmahabharatanewsJanuary 14, 2022 by mahabharatanewsJanuary 14, 20220205 ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ରିଷି ସୁନାକ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଇସ୍ତଫା ଦେବା ଆକଳନ କରାଯାଉଛି । ୨୦୨୦ ମସିହା...
ବିଶ୍ୱଚୀନରେ ଭୟଙ୍କର ବିସ୍ଫୋରଣmahabharatanewsJanuary 8, 2022 by mahabharatanewsJanuary 8, 20220213 ବେଜିଂ: ଚୀନରେ ଭୟଙ୍କର ବିସ୍ଫୋରଣ । ଚୀନର ଦକ୍ଷୀଣ ପଶ୍ଚିମ କ୍ଷେତ୍ରରେ ଏହି ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୧୬ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଗୁରୁତର ହୋଇଛନ୍ତି...
ବିଶ୍ୱ୪ ମାସରେ ଧୂଳିସାତ୍ ଗଣମାଧ୍ୟମmahabharatanewsDecember 25, 2021 by mahabharatanewsDecember 25, 20210189 କାବୁଲ: ରସାତଳକୁ ଗଲାଣି ଗଣମାଧ୍ୟମ । ୨୦ ବର୍ଷର କଠୋର ପରିଶ୍ରମରେ ଠିଆହୋଇଥିବା ଗଣମାଧ୍ୟମ ଶିଳ୍ପ ମାତ୍ର ୪ ମାସରେ ହରାଇଛି ସତ୍ତା । ହରାଇଛି ସ୍ୱତନ୍ତ୍ରତା । ଗଣମାଧ୍ୟମ ଉପରେ ନାନା କଟକଣା...
ବିଶ୍ୱବିଶ୍ବର ସବୁଠୁ ବଡ କ୍ରୁଜ୍ ରୟାଲ କାରବିଆନର ସିମ୍ପୋନୀ ଅଫ୍ ଦ ସି କରୋନା କବଜାରେmahabharatanewsDecember 21, 2021 by mahabharatanewsDecember 21, 20210129 ଫ୍ଲୋରିଡା: ବିଶ୍ବର ସବୁଠୁ ବଡ କ୍ରୁଜ୍ ରୟାଲ କାରବିଆନର ସିମ୍ପୋନୀ ଅଫ୍ ଦ ସି କରୋନା କବଜାରେ । କ୍ରୁଜରେ ୪୮ ଯାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । ଏଥିରେ ୬୦୦୦ ଯାତ୍ରୀ ଥିବା...
ବିଶ୍ୱବଢୁଛି ହସ୍ପିଟାଲରେ ଭର୍ତ୍ତି ଶିଶୁଙ୍କ ସଂଖ୍ୟାmahabharatanewsDecember 3, 2021 by mahabharatanewsDecember 3, 20210155 ଜୋହାନ୍ସ ବର୍ଗ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ୫ ବର୍ଷରୁ କମ ବୟସ ବର୍ଗର ଶିଶୁଙ୍କୁ ଅଧିକ ପ୍ରଭାବିତ କରିଛି । ଏହି ବର୍ଗର ଶିଶୁ ହସ୍ପିଟାଲରେ ଭର୍ତ୍ତି ସଂଖ୍ୟା ବଢୁଥିବା କହିଛନ୍ତି ଦକ୍ଷିଣ...
ବିଶ୍ୱବସରେ ଲାଗିଲା ନିଆଁ: ଜଳିଗଲେ ୪୫ ଯାତ୍ରୀmahabharatanewsNovember 23, 2021 by mahabharatanewsNovember 23, 20210340 ବୁଲଗେରି: ମଙ୍ଗଳବାର ପଶ୍ଚିମ ବୁଲଗେରିଆର ଏକ ରାଜପଥରେ ବସରେ ଲାଗିଲା ନିଆଁ । ହୁତୁହୁତୁ ହୋଇ ଜଳୁଥିବା ନିଆଁରେ ଜଳିଗଣେ ୪୫ ଯାତ୍ରୀ । ପଶ୍ଚିମ ବୁଲଗେରିଆର ଉତ୍ତର ମାକେଡୋନିଆର ପ୍ଲେଟ ଯାଉଥିବା ଏକ...