ବିଶ୍ୱଇସ୍ରାଏଲ୍ରେ ନୂଆ ଭାରିଆଣ୍ଟ,୨ ସଂକ୍ରମିତ ଚିହ୍ନଟmahabharatanewsMarch 18, 2022 by mahabharatanewsMarch 18, 20220333 (ଦିଲ୍ଲୀ) : ଦେଶର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସେଠାରେ କୋଭିଡ୍-୧୯ ଭାଇରସ୍ର ଏକ ନୂଆ ଭାରିଆଣ୍ଟକୁ ଚିହ୍ନଟ କରାଯାଇଥିବା ଦାବି କରିଛି । ହାଲ୍କା ଜ୍ୱର, ମାଂସପେଶୀରେ ଯନ୍ତ୍ରଣା, ମୁଣ୍ଡ ବ୍ୟଥା ପ୍ରଭୃତି ଏହାର ଲକ୍ଷଣ...
ବିଶ୍ୱଭାରତଯୁଦ୍ଧରେ ମାନବିକ ସ୍ଥିତିର ଅବନତି ହେତୁ ଉଦ୍ବେଗ ପ୍ରକାଶ କରିଛି ଭାରତ : ଜାତିସଂଘ ଦୂତmahabharatanewsMarch 18, 2022March 18, 2022 by mahabharatanewsMarch 18, 2022March 18, 20220252 ନୂଆଦିଲ୍ଲୀ: ତିରୁମୁର୍ତ୍ତୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୁରନ୍ତ ଅସ୍ତ୍ରବିରତି ଉଲ୍ଲଂଘନ କରିବାକୁ କହିଛନ୍ତି ଏବଂ କଥାବାର୍ତ୍ତା ଏବଂ କୂଟନୈତିକ ପଥ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ସେ କହିଛନ୍ତି।...
ବିଶ୍ୱଵାଣିଜ୍ୟରୁଷର ଇନ୍ଧନ କିଣିବା ଠାରୁ ଦୂରେଇ ରହିପାରେ ରିଲାଏନ୍ସ !mahabharatanewsMarch 17, 2022 by mahabharatanewsMarch 17, 20220336 ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ ହେତୁ ମସ୍କୋ ଉପରେ ପାଶ୍ଚାତ୍ୟ କଟକଣା ଲାଗୁ ହେବା ପରେ ବିଶ୍ୱର ସବୁଠୁ ବଡ ରିଫାଇନିଂ କମ୍ପ୍ଲେକ୍ସର ଅପରେଟର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏହାର କାରଖାନା ପାଇଁ ରୁଷର...
Uncategorizedବିଶ୍ୱପାକିସ୍ତାନରେ ଦରଦାମ ବୃଦ୍ଧିକୁ ନେଇ ଇମ୍ରାନଙ୍କୁ ଘେରିଲେ ବିରୋଧୀ ନେତାmahabharatanewsMarch 15, 2022 by mahabharatanewsMarch 15, 20220172 ନୂଆଦିଲ୍ଲୀ: ପାକିସ୍ତାନରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଦରଦାମ । ଦୈନିକ ବ୍ୟବହାର ଆସବାବ ଦର ଲୋକଙ୍କୁ ଅସ୍ତବ୍ୟସ୍ତ କରିସାରିଲାଣି । ଏହା ମଧରେ ସାମ୍ନାକୁ ଆସିଛି ପାକିସ୍ତାନ ସରକାରଙ୍କ ଆଶ୍ଚର୍ଯ୍ୟକର ଭଳି...
ବିଶ୍ୱଯୁଦ୍ଧ ବିରୁଦ୍ଧରେ ମନ୍ତବ୍ୟ ଦେଇ ଲାଇଭ ଟିଭି ସୋରେ ପ୍ରବେଶ କଲେ ରୁଷ ମହିଳାmahabharatanewsMarch 15, 2022 by mahabharatanewsMarch 15, 20220196 ୱାସିଂଟନ : ୨୦ ଦିନରେ ପହଞ୍ଚିଲା ୟୁକ୍ରେନ୍-ରୁଷ ଯୁଦ୍ଧ । ଦୁଇ ଦେଶ ମଧ୍ୟରେ ଚାଲିଛି ଘମାଘୋଟ ଲାଢ଼େଇ । ରୁଷ ସେନା ୟୁକ୍ରେନ୍ ଉପରେ ଅହରହ ଆକ୍ରମଣ କରୁଛନ୍ତି । ହେଲେ ଋଷ...
ବିଶ୍ୱରୁଷର ମିସାଇଲ୍ ମାଡ଼ରେ ୨୩ ମୃତmahabharatanewsMarch 15, 2022 by mahabharatanewsMarch 15, 20220157 କିଭ : ୨୦ ଦିନରେ ପହଞ୍ଚିଲା ୟୁକ୍ରେନ୍-ରୁଷ ଯୁଦ୍ଧ । ଦୁଇ ଦେଶ ମଧ୍ୟରେ ଚାଲିଛି ଘମାଘୋଟ ଲାଢ଼େଇ । ରୁଷ ସେନା ୟୁକ୍ରେନ୍ ଉପରେ ଅହରହ ଆକ୍ରମଣ କରୁଛନ୍ତି । ଏହି ୨୦...
ବିଶ୍ୱୟୁକ୍ରେନ ଆକାଶକୁ ନୋ ଫ୍ଲାଇଙ୍ଗ ଜୋନ କରିବାକୁ ଜେଲେନ୍ସ୍କିଙ୍କ ଦାବିmahabharatanewsMarch 14, 2022 by mahabharatanewsMarch 14, 20220264 ଓଡେଶା: ଋଷ-ୟୁକ୍ରେନ ମଧ୍ୟର ଯୁଦ୍ଧକୁ ପୁରିଲା ୧୯ ଦିନ । ଏହି ୧୯ ଦିନ ଭିତରେ ଧ୍ୱଂସ ହେଇ ଚାଲିଛି ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହର । ଆଉ ଏହି ଯୁଦ୍ଧ ଭିତରେ...
ବିଶ୍ୱଖାଦ୍ୟ ଉପରେ ଯୁଦ୍ଧର ପ୍ରଭାବmahabharatanewsMarch 11, 2022 by mahabharatanewsMarch 11, 20220202 ଓଡେଶା: ଋଷ ଲଗାତାର ୟୁକ୍ରେନ ଉପରେ କରି ଚାଲିଛି ଆକ୍ରମଣ । ସେପଟେ ୟୁକ୍ରେନ ବି ହାର ମାନିବାକୁ ନାରାଜ । ଏହି ଯୁଦ୍ଧରେ ଅନେକ ବଡ ବଡ ଅଟାଳିକା ଧ୍ୱଂସ ହେଲାଣି ।...
ବିଶ୍ୱଶେଷରେ ହାର ମାନିଲା ୟୁକ୍ରେନmahabharatanewsMarch 9, 2022 by mahabharatanewsMarch 9, 20220249 ୱାସିଂଟନ : ଆଜିକୁ ୧୩ ଦିନ ପୂରିଲା ଋଷ-ୟୁକ୍ରେନ ଯୁଦ୍ଧ । ଋଷର ସେନା ଆଗରେ ଆଉ ତିଷ୍ଠିବାର ଆଶା ନ ଥିବା ଜାଣି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ବୁଝାମଣା କରିବାକୁ ପ୍ରସ୍ତୁତ ଅଛନ୍ତି...
ବିଶ୍ୱଭାରତରୁଷ-ୟୁକ୍ରେନ୍ ଯୁଦ୍ଧ : ଲୁହାନସ୍କ ତେଲ ଡିପୋରେ ଭୟଙ୍କର ବିସ୍ଫୋରଣmahabharatanewsMarch 7, 2022 by mahabharatanewsMarch 7, 20220318 (ଦିଲ୍ଲୀ) : ରୁଷ-ୟୁକ୍ରେନ୍ ଯୁଦ୍ଧ ଏବେ ୧୨ ଦିନରେ ପହଁଞ୍ଚି ସାରିଛି। ଏହା କାରଣରୁ ପ୍ରାୟ ୧୫ ଲକ୍ଷ ଲୋକ ୟୁକ୍ରେନ୍ ଛାଡି ସାରିଛନ୍ତି। ରୁଷ ପୁଣିଥରେ ୟୁକ୍ରେନ୍ର ୪ଟି ସହରରେ ସାମୟିୟକ ଅସ୍ତ୍ରବିରତିର...