ଭାରତମନୋରଞ୍ଜନବଲିଉଡ଼ର ବରିଷ୍ଠ ଅଭିନେତ୍ରୀ ଆଶା ପାରେଖଙ୍କୁ ଦାଦା ଶାହେବ ଫାଲ୍କେ ଆୱାର୍ଡmahabharatanewsOctober 1, 2022 by mahabharatanewsOctober 1, 20220179 ନୂଆଦିଲ୍ଲୀ: ବଲିଉଡ଼ର ଜଣେ ସୁପରିଚିତ ତଥା ବରିଷ୍ଠ ଅଭିନେତ୍ରୀ ଆଶା ପାରେଖଙ୍କୁ ମିଳିଛି ଦାଦା ଶାହେବ ଫାଲ୍କେ ଆୱାର୍ଡ । ୬୦-୭୦ ଦଶକରେ ନିଜ ସୌନ୍ଦର୍ଯ୍ୟ ଓ ନିଖୁଣ ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟରେ...
ଭାରତମନୋରଞ୍ଜନକମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ପରଲୋକ | ୫୮ ବର୍ଷ ବୟସରେ ଆଖିବୁଜିଛନ୍ତି କମେଡିଆନ ରାଜୁmahabharatanewsSeptember 21, 2022September 21, 2022 by mahabharatanewsSeptember 21, 2022September 21, 20220196 ମୁମ୍ବାଇ : କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ପରଲୋକ | ୫୮ ବର୍ଷ ବୟସରେ ଆଖିବୁଜିଛନ୍ତି କମେଡିଆନ ରାଜୁ | ତାଙ୍କ ପରଲୋକ ନେଇ ସ୍ପଷ୍ଟ କରିଛନ୍ତି ପରିବାର | ଜିମରେ ୱାର୍କ ଆଉଟ ବେଳେ...
ଭାରତମନୋରଞ୍ଜନବ୍ରହ୍ମାସ୍ତ୍ରର ଦ୍ୱିତୀୟ ପାର୍ଟରେ ନଜର ଆସିବେ ରଣବୀର-ଅମୀର- ଦୀପିକା!mahabharatanewsSeptember 13, 2022 by mahabharatanewsSeptember 13, 20220175 ମୁମ୍ବାଇ : ଆସିପାରେ ବ୍ରହ୍ମାସ୍ତ୍ରର ଦ୍ୱିତୀୟ ପାର୍ଟ। ଆଉ ସେଥିରେ ନଜର ଆସିପାରନ୍ତି ରଣବୀର-ଅମୀର- ଦୀପିକା। ନିକଟରେ ରିଲିଜ୍ ହୋଇଥିବା ବଲିଉଡ୍ ଫିଲ୍ମ ବ୍ରହ୍ମାସ୍ତ୍ର ବକ୍ସ ଅଫିସରେ ଧମାଲ କରୁଛି । ଫିଲ୍ମ ରିଲିଜ୍...
ଭାରତମନୋରଞ୍ଜନ୫୫ ବର୍ଷ ବୟସରେ ପାଦ ଥାପିଛନ୍ତି ବଲିଉଡ ମେଗାଷ୍ଟାର ଅକ୍ଷୟ କୁମାରmahabharatanewsSeptember 9, 2022 by mahabharatanewsSeptember 9, 20220138 ମୁମ୍ବାଇ : ୫୫ ବର୍ଷ ବୟସରେ ପାଦ ଥାପିଛନ୍ତି ବଲିଉଡ ମେଗାଷ୍ଟାର ଅକ୍ଷୟ କୁମାର। ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଅନେକ ଶୁଭେଛା ଓ ଶୁଭକାମନା । ବଲିଉଡ଼ ଖିଲାଡ଼ି ଷ୍ଟାର୍ ସବୁବେଳେ ନିଜ...
ଖେଳଭାରତମନୋରଞ୍ଜନରିୟାଲିଟି ଶୋ’ ଝଲକ ଦିଖଲା ଜା’ର ସିଜିନ-୧୦ରେ ନଜର ଆସିବେ ଦୂତୀ ଚାନ୍ଦmahabharatanewsSeptember 9, 2022 by mahabharatanewsSeptember 9, 20220253 ଭୁବନେଶ୍ୱର : ନୂଆ ଅନ୍ଦାଜରେ ନଜର ଆସିବେ । କଲର୍ସର ଲୋକପ୍ରିୟ ରିୟଲିଟି ଶୋ ଝଲକ ଦିଖଲା ଜା’ର ସିଜିନ୍ -୧୦ ରେ ନଜର ଆସିବେ ଅଲିମ୍ପିଆନ୍ ଦୂତୀ ଚାନ୍ଦ । ଏହି ଶୋ’...
ଭାରତମନୋରଞ୍ଜନ‘ବିଗବସ୍ ୧୬’ରେ ନଜର ଆସିବେ ଅଭନେତ୍ରୀ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରା !mahabharatanewsSeptember 6, 2022 by mahabharatanewsSeptember 6, 20220152 ମୁମ୍ବାଇ : ମୁମ୍ବାଇ: ଟେଲିଭିଜନର ‘ବିଗବସ୍’ର ନୂଆ ସିଜିନ ଦର୍ଶକମାନଙ୍କ ପାଖକୁ ଖୁବ ଶିଘ୍ର ଆସିବାକୁ ଯାଉଛି । ଯେଉଁଥିରେ ସବୁ ସିଜିନ ଭଳି ଏହି ସିଜିନରେ ମଧ୍ୟ ଭାଇଜାନ ବା ସଲମାନ ଖାନ...
ଭାରତମନୋରଞ୍ଜନଇନ୍ଷ୍ଟା ରିଲ୍ ଛାଡି ବିବାଦରେ ଅଞ୍ଜଳି ଅରୋରାmahabharatanewsAugust 31, 2022 by mahabharatanewsAugust 31, 20220233 ମୁମ୍ବାଇ: ପୁଣି ଚର୍ଚ୍ଚାରେ ଅଞ୍ଜଳି ଅରୋରା। ନିଜ ଭିଡିଓରେ ବୋଲ୍ଡ ଅନ୍ଦାଜରେ ନଜର ଆସିଛନ୍ତି। ଅଞ୍ଜଳିଙ୍କ ଏହି ଇନ୍ଷ୍ଟା ରିଲ୍ କିଛି ଘଣ୍ଟା ମଧ୍ୟରେ ହିଁ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ବର୍ତ୍ତମାନ ସୁଦ୍ଧାର...
ଭାରତମନୋରଞ୍ଜନଜନ୍ଙ୍କ ସହ ଡେବ୍ୟୁ କରିବେ ଶେହନାଜ!mahabharatanewsAugust 30, 2022August 30, 2022 by mahabharatanewsAugust 30, 2022August 30, 20220193 ମୁମ୍ବାଇ : ଶେହେନଜ ଗୀର୍ଲ ଏ ନାଁକୁ କିଅବା ନ ଜାଣେ । ପଞ୍ଜାବର କ୍ୟାଟ୍ରିନା କୈଫ ବୋଲି ବେଶ ପରିଚିତ। ଟେଲିଭିଜନ ଜଗତରେ ରାଜ୍ କରିବା ପରେ ଏବେ ବଡ଼ ପରଦାରେ ଦେଖାଇବେ...
ଅପରାଧଭାରତମନୋରଞ୍ଜନ୨୦୦ କୋଟି ଠକେଇ ମାମଲାରେ ପକ୍ଷପାତ ଅଭିଯୋଗ ଆଣିଲେ ଜ୍ୟାକ୍ଲିନ୍mahabharatanewsAugust 27, 2022August 27, 2022 by mahabharatanewsAugust 27, 2022August 27, 20220183 ମୁମ୍ବାଇ: କିଛି ଦିନ ହେବ ବେଶ ଚର୍ଚ୍ଚାରେ ଅଭିନେତ୍ରୀ ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିଜ। ୨୦୦ କୋଟି ଠକେଇ ମାମଲାରେ ଇଡି ତାଙ୍କୁ ବାରମ୍ବାର କରୁଛି ଜେରା। ଏପରିକି ତାଙ୍କ ବିଦେଶ ଗସ୍ତ ଉପରେ ମଧ୍ୟ ରୋକ...
ଭାରତମନୋରଞ୍ଜନନଗ୍ନ ଫଟୋସୁଟ୍ କଲେ ନକୁଲ ମେହେତାmahabharatanewsAugust 1, 2022 by mahabharatanewsAugust 1, 20220248 ମୁମ୍ବାଇ : ରଣବୀର ସିଂହଙ୍କ ପରେ ଏବେ ଅନ୍ୟ ସେଲିବ୍ରିଟିଙ୍କ ମୁଣ୍ଡରେ ମଧ୍ୟ ନଗ୍ନ ଫଟୋସୁଟ୍ କରିବା ଭୂତ ପସିଲାଣି । ନିକଟରେ ଟିଭିର ଜଣାଶୁଣା ଅଭିନେତା ନକୁଲ ମେହେତା ମଧ୍ୟ ସେମିତି କିଛି...