Category : ଯୋଗାଯୋଗ

Accidentଓଡିଶାଦୁର୍ଘଟଣାପାଣିପାଗବିଶ୍ୱଯୋଗାଯୋଗ

ଚିଲିକାରେ ପଡି ଜଣେ ପର୍ଯଟକଙ୍କ ଜୀବନ ଯାଇଥିବା ବେଳେ ପ୍ରଶାସନ ନେଲା ବଡ ନିଷ୍ପତ୍ତି

mahabharatanews
ଗୁରୁବାର ଦିନ ଚିଲିକାରେ ପଡି ଜଣେ ପର୍ଯ୍ୟଟକଙ୍କ ଜୀବନ ଯାଇଥିବା ବେଳେ ଏହାକୁ ନଜରରେ ରଖି ପୁରୀ ଜିଲ୍ଲାପାଳ ନେଇଛନ୍ତି ବଡ ନିଷ୍ପତ୍ତି । ତେବେ ନିୟମ ଅନୁଯାୟୀ ଆସନ୍ତା ଦିନ ୧୧ ଯାଏଁ...
Accidentଓଡିଶାଯୋଗାଯୋଗ

ଯେଉଁ ମାନଙ୍କ ଗାଡି କାଗଜ ପତ୍ର ଠିକ୍ ଥିବ ସେମାନଙ୍କ ଗାଡି ପାଇଁ ସରକାର ଯୋଗଇବେ ଗ୍ରୀନ୍ ଷ୍ଟିକର୍

mahabharatanews
ଫେବୃଆରୀ ପହିଲାରୁ ଗାଡି କାଗଜ ପତ୍ର ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରିବାକୁ ସରକାର ଘୋଷଣା କରିଥିବାବେଳେ ଏବେ ଦୂରରୁ ଦେଖିଲେ ଜଣା ପଡିଯିବ ଗାଡି କାଗଜ ପତ୍ର ଓକେ ଅଛି କି ନାହଁ କାହିଁକି...
ଓଡିଶାପର୍ବ ପର୍ବାଣିଭାରତଯୋଗାଯୋଗ

ଇଂରାଜୀ ନବବର୍ଷ ପାଇଁ ପୁରୀ ସହର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି

mahabharatanews
ଇଂରାଜୀ ନବବର୍ଷ ପାଇଁ ଆଉ ଦିନ କେଇଟା ବାକି ରହିଥିବା ବେଳେ ସବୁଠି ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । ନୂଆ ବର୍ଷରେ ଜଗା ଦୁଆରୁ ବର୍ଷର ଆରମ୍ଭ କରିବା ପାଇଁ ପ୍ରତିବର୍ଷ ପୁରୀରେ...
bharatଦେଶ ବିଦେଶଯୋଗାଯୋଗ

ଏବେ ନା ଲେଖି ପାରିବେ ନା କମେଣ୍ଟ କରି ପାରିବେ କେବଳ ରିଲ୍ ଦେଖିପାରିବେ ସେନା

mahabharatanews
ଯବାନ ମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ନୂତନ ନୀତି ସଂଶୋଧନ ହୋଇଛି । ଏହି ନୂତନ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଅନୁଯାୟୀ, ସେନା ସୈନିକ ଏବଂ ଅଧିକାରୀମାନେ କେବଳ ନଜର ରଖିବା ଏବଂ...
Accidentଓଡିଶାଯୋଗାଯୋଗ

ପଲ୍ୟୁସନ୍ ସାର୍ଟିଫିକେଟ୍ ଓ ପ୍ରମାଣପତ୍ର ନେଇ ଉପୁଜିଥିବା ଅସନ୍ତୋଷ ମଧ୍ୟରେ ସରକାରଙ୍କ ବଡ ଘୋଷଣା

mahabharatanews
ଦୁଇ ଦିନ ପୂର୍ବରୁ ରାଜ୍ୟରେ ପଲ୍ୟୁସନ ସାର୍ଟିଫ୍‌କଟେ୍ ଓ ଗାଡି କାଗଜ ପତ୍ରକୁ ନେଇ ସରକାରଙ୍କ ପକ୍ଷରୁ ଯେଉଁ ଘୋଷଣା କରାଯାଇଥିଲା ସେଥିରେ ଏବେ ବଡ ଧରଣର ପରିବର୍ତ୍ତନ କରିଛନ୍ତି ମନ୍ତ୍ରୀ । ସମସ୍ତ...
Accidentଓଡିଶାଯୋଗାଯୋଗ

ପଲ୍ୟୁସନ୍ ସାର୍ଟିଫିକଟେ୍ ପାଇଁ ଲୋକଙ୍କ ପ୍ରବଳ ଭିଡ

mahabharatanews
ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଁ ପଲ୍ୟୁସନ୍ ସେଣ୍ଟର ଗୁଡିକରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ନିକଟରେ ପଲ୍ୟୁସନ୍ ସାର୍ଟିଫିକେଟ ନଥିଲେ ତେଲ ନମିଳିବା ନେଇ ସରକାରଙ୍କ ନିର୍ଦ୍ଦେଶ ପରେ ଏବେ ପଲ୍ୟୁସନ୍ ଟେଷ୍ଟିଂ...
bharatଦେଶ ବିଦେଶପ୍ରଯୁକ୍ତିଭାରତଯୋଗାଯୋଗଵାଣିଜ୍ୟ

ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳକୁ ନେଇ ଯିବା ସମୟରେ ମଝି ଆକାଶରେ ଅଚଳ ହୋଇଗଲା ବିମାନର ଗୋଟିଏ ଇଞ୍ଜିନ୍

mahabharatanews
ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳକୁ ନେଇ ଯିବା ସମୟରେ ମଝି ଆକାଶରେ ଅଚଳ ହୋଇଗଲା ବିମାନର ଗୋଟିଏ ଇଞ୍ଜିନ୍ । ପ୍ଲେନ୍ ସାରା ଖେଳିଗଲା ଭୟର ବାତାବରଣ । ସୂଚନା ଅନୁଯାୟୀ ଏୟାର ଇଣ୍ଡିଆର ବିମାନ...
ଓଡିଶାଯୋଗାଯୋଗଵାଣିଜ୍ୟ

ରାଜ୍ୟରେ ଦୀର୍ଘ ବର୍ଷ ଧରି ଉଠିଥିବା ଦ୍ୱନ୍ଦ ଦୂର କଲେ ସରକାର

mahabharatanews
ଏଥର ସହଜ ହେବ ଆପାର୍ଟମେଣ୍ଟ କମନ ଏରିଆ ପଞ୍ଜିକରଣ । ଆଗରୁ ଆପାର୍ଟମେଣ୍ଟର କମନ ଏରିଆ ବା ସର୍ବସାଧାରଣ ଅଞ୍ଚଳ ପଞ୍ଜିକରଣକୁ ନେଇ ଦ୍ୱନ୍ଦ୍ୱ ଉପୁଜୁଥିବାବେଳେ ଏବେ ଏ ଦ୍ୱନ୍ଦ ଦୂର ହୋଇଛି ।...
ଓଡିଶାବିଶେଷଯୋଗାଯୋଗ

ଅଞ୍ଜଳୀର ପରିବାରକୁ ସାହାଯ୍ୟ କଲେ ଶାହାରୁଖ

mahabharatanews
ନୂଆ ଦିଲ୍ଲୀ : ନିଜ ଫିଲ୍ମିକୁ ନେଇ ଶାହାରୁଖ ସବୁବେଳେ ଚର୍ଚ୍ଚାରେ । ଶାହାରୁଖ ତାଙ୍କ ଦ୍ୱରା ପରିଚାଳିତ ଏନଜିଓ ମୀର ଫାଉଣ୍ଡେସନ ତରଫରୁ ଅଞ୍ଜଳୀ ସିଂଙ୍କ ପରିବାରକୁ ସହାୟତା ପ୍ରଦାନ କରିଛନ୍ତି ।...
ଓଡିଶାଯୋଗାଯୋଗ

ଓଡ଼ିଆ ଭାଷା ସାହିତ୍ୟ ସମିତି, ଓଡ଼ିଶାର ଦ୍ଵାଦଶ ସ୍ଵନକ୍ଷତ୍ର ଦିବସ ସମାରୋହ

mahabharatanews
ଗଞ୍ଜାମ /ରଜନୀକାନ୍ତ ପାତ୍ର : “ମାଆ, ମାଟି ଓ ମାତୃଭାଷାର ବିକଳ୍ପ ନାହିଁ। ଏହା ମଣିଷ ଜୀବନର ଏକ ଅବିଭାଜ୍ୟ ଏବଂ ଅଭିନ୍ନ ଅଙ୍ଗ । ” ଓଡ଼ିଆ ଭାଷା ସାହିତ୍ୟ ସମିତି ଓଡ଼ିଶାର...