ଓଡିଶାଶିକ୍ଷାମେ ୮ରୁ ଓଜେଇଇ ପ୍ରବେଶିକା ପରୀକ୍ଷା ଆରମ୍ଭmahabharatanewsApril 24, 2023April 24, 2023 by mahabharatanewsApril 24, 2023April 24, 20230110 ଭୁବନେଶ୍ୱର: ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ-୨୦୨୩) କମ୍ପୁଟର ବେସିକ ଟେଷ୍ଟ ମୋଡେଲେରେ ହେବ । ଏନେଇ ପରୀକ୍ଷା କାର୍ଯ୍ୟସୂଚି ପ୍ରସ୍ତୁତ କରିଛନ୍ତି ଓଜେଇଇ କର୍ତ୍ତୃପକ୍ଷ । ମେ ୮ରୁ ୧୫ ତାରିଖ ମଧ୍ୟରେ...
ଓଡିଶାଶିକ୍ଷାପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ଆଗୁଆ ଖରା ଛୁଟି ଘୋଷଣା କଲେ ସରକାରmahabharatanewsApril 20, 2023 by mahabharatanewsApril 20, 20230180 ଭୁବନେଶ୍ୱର : ରାଜ୍ୟରେ ତାତି ଅସମ୍ଭାଳ । ଡହ ଡହ ଖରାରେ ଜନଜୀବନ ଅସ୍ତବ୍ୟସ୍ତ । ଏହାକୁ ନଜର ରଖି ମୁଖ୍ୟମନ୍ତ୍ରୀ ନେଇଛନ୍ତି ଇଙ୍ଗ ନିଷ୍ପତ୍ତି । ଆସନ୍ତା କାଲୁଠୁ ରାଜ୍ୟରେ ଗ୍ରୀଷ୍ମକାଳୀନ ଛୁଟି...
ଓଡିଶାଶିକ୍ଷାମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ଗ୍ରାମପଞ୍ଚାୟତ ଜଜଗୋଡା (ତାରଣା) ଗ୍ରାମରେ ସାନ୍ତାଳୀ ଶିକ୍ଷାନୁଷ୍ଠାନ ଉଦଘାଟନmahabharatanewsApril 18, 2023 by mahabharatanewsApril 18, 20230158 ରାଇରଙ୍ଗପୁର:ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ଗ୍ରାମପଞ୍ଚାୟତ ଜଜଗୋଡା (ତାରଣା) ଗ୍ରାମରେ “ପିଲଚୁ ଗାଣା ଅଲ ଇତୁନ ଆଶ୍ଳା” ନାମରେ ଏକ ଅଲଚିକି ସାନ୍ତାଳୀ ଶିକ୍ଷାନୁଷ୍ଠାନ ଆସେକା ସହଯୋଗରେ ପ୍ରତିଷ୍ଠିତ ହୋଇଯାଇଛି।ସାନ୍ତାଳୀ ଭାଷା...
ଓଡିଶାଶିକ୍ଷାଶିକ୍ଷୟତ୍ରୀଙ୍କ ମନମୁଖୀ କାର୍ଯ୍ୟ ଓ ଛାତ୍ରୀ ମାନଙ୍କୁ ମାଡ ମାରିବା ଅଭିଜୋଗmahabharatanewsApril 18, 2023 by mahabharatanewsApril 18, 20230234 ରାଇରଙ୍ଗପୁର: ସ୍କୁଲ ଛାତ୍ରୀ ମାନଙ୍କୁ ମାଡ ମାରିବା ସହିତ ଶିକ୍ଷୟିତ୍ରୀ ଙ୍କ ମନମୁଖୀ କାର୍ୟ୍ୟ କୁ ବିରୋଧ କରି ଆଜି ବିଦ୍ୟାଳୟ ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଲା ପକାଇ ଦେଇଛନ୍ତି ଗ୍ରାମବାସୀ। ଏପରି...
ଓଡିଶାଶିକ୍ଷାଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟ ସରକାର ଆରମ୍ଭ କରିବେ ଅବକାସକାଳୀନ ଶିକ୍ଷା.mahabharatanewsApril 18, 2023 by mahabharatanewsApril 18, 20230172 ଭୁବନେଶ୍ୱର:ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟ ସରକାର ଆରମ୍ଭ କରିବେ ଅବକାସକାଳୀନ ଶିକ୍ଷା । ମେ ମାସ ୪ ରୁ ହେଉଥିବା ଖରା ଛୁଟିରୁ ଏହା ଆରମ୍ଭ କରାଯିବ । ଏଥି ପାଇଁ...
ଓଡିଶାଶିକ୍ଷାCAPF କନଷ୍ଟେବଲ ପାଇଁ ହେବ ଆଞ୍ଚଳିକ ଭାଷାରେ ପରୀକ୍ଷାmahabharatanewsApril 15, 2023 by mahabharatanewsApril 15, 20230191 ଭୁବନେଶ୍ୱର: ଓଡ଼ିଆରେ CAPF କନଷ୍ଟେବଲ ପରୀକ୍ଷା ଦେଇପାରିବେ ପରିକ୍ଷାର୍ଥୀ । ଇଂରାଜୀ ଓ ହିନ୍ଦୀ ସହ ୧୩ଟି ଆଞ୍ଚଳିକ ଭାଷା ମଧ୍ୟରେ ଓଡ଼ିଶା ଭାଷା ରହିବ ବୋଲିଗୃହ ମନ୍ତ୍ରଣାଳୟ ମଞ୍ଜରି କରିଛି । କେନ୍ଦ୍ର...
ଓଡିଶାଶିକ୍ଷାଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା କାଲି ଠାରୁ ସକାଳୁଆ ସ୍କୁଲmahabharatanewsApril 10, 2023 by mahabharatanewsApril 10, 20230143 ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ବଢିବାରେ ଲାଗିଛି । ତେଣୁ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା କାଲିଠାରୁ ସକାଳୁଆ ସ୍କୁଲ ଖେଲା ହେବା ନେଇ ଘୋଷଣା କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର...
ଓଡିଶାଶିକ୍ଷାଚଳିତ ବର୍ଷ କଳାହାଣ୍ଡି ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢାmahabharatanewsApril 6, 2023April 6, 2023 by mahabharatanewsApril 6, 2023April 6, 20230153 କଳାହାଣ୍ଡି : ଭବାନୀପାଟଣା ମେଡିକାଲ କଲେଜକୁ ମିଳିଲା ଅନୁମତି । ଚଳିତ ବର୍ଷରୁ କଳାହାଣ୍ଡି ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢା । ୧୦୦ ଏମବିବିଏସ ସିଟକୁ ଅନୁମୋଦନ ଦେଲା ଏନଏମସି । ଚଳିତ...
ଓଡିଶାଶିକ୍ଷାଅନ୍ଲାଇନ ଓ ଅଫଲାଇନ ହେବ +୨ଖାତା ଦେଖାmahabharatanewsApril 5, 2023April 5, 2023 by mahabharatanewsApril 5, 2023April 5, 20230183 ଭୁବନେଶ୍ୱର: ସରିଛି +୨ ପରୀକ୍ଷା ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ ଖାତାଦେଖା । ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ଖାତା ଦେଖା ହେବ । ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୧୦ରୁ ୨୨ ପର୍ଯ୍ୟନ୍ତ...
ଓଡିଶାଶିକ୍ଷାଶିଶୁ ମନ୍ଦିରରେ ସାମୁହିକ ଭାବେ ମାତୃପିତୃ ପୂଜନ ଦିବସ ପାଳିତ ହୋଇଯାଇଛିmahabharatanewsFebruary 15, 2023 by mahabharatanewsFebruary 15, 20230173 କଳାହାଣ୍ଡି/ଗୋଲାପ ସାହୁ : ଜୟପାଟଣା ଶିଶୁ ମନ୍ଦିର ରେ ସାମୁହିକ ଭାବେ ମାତୃପିତୃ ପୂଜନ ଦିବସ ଅନୁଷ୍ଠିତ ହୋଇଯାଇଛି । ଜୟପାଟଣା ଅଶାରାମଜି ଆଶ୍ରମ ଆୟୋଜିତ ଏହି କାର୍ୟ୍ୟକ୍ରମ ରେ ଶିଶୁ ମନ୍ଦିର ର...