Category : ଶିକ୍ଷା

ଶିକ୍ଷା

ଜୁଲାଇ ୧୫ରେ ଆସିବ ସିବିଏସସି ଦଶମ, ଦ୍ୱାଦଶ ଫଳାଫଳ

mahabharatanews
ନୂଆଦିଲ୍ଲୀ: ଦଶମ ଏବଂ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ ଜୁଲାଇ ୧୫ ସୁଦ୍ଧା ଘୋଷଣା କରାଯିବାକୁ ନେଇ ଆଜି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଘୋଷଣା କରିଛି । କୋଭିଡ୍-୧୯ ସ୍ଥିତି...
ଶିକ୍ଷା

ଦଶମ, ଦ୍ୱାଦଶ ଅବଶିଷ୍ଟ ପରୀକ୍ଷା ବାତିଲ

mahabharatanews
ନୂଆଦିଲ୍ଲୀ: ସିବିଏସଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଅବଶିଷ୍ଟ ପରୀକ୍ଷାକୁ ବାତିଲ କରାଯାଇଛି । ଆଜି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଏବଂ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷାକୁ ବାତିଲ କରାଯିବ ବୋଲି...
ଶିକ୍ଷା

କେଜିଏମୟୁ ପକ୍ଷରୁ ଜନ ସ୍ୱାସ୍ଥ୍ୟ ସଚେତନତା ପାଇଁ ରେଡିଓ ସେବା ଆରମ୍ଭ

mahabharatanews
ଲକ୍ଷେ୍ନø: ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଓ ତାର ଉପଚାର ନେଇ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ ଲକ୍ଷେ୍ନø ସ୍ଥିତ କିଙ୍ଗ ଜର୍ଜ ମେଡିକାଲ ୟୁନିଭର୍ସିଟି ପକ୍ଷରୁ ଏକ କମୁନିଟି ରେଡିଓ ସେବା ଆରମ୍ଭ ହୋଇଛି...
ଓଡିଶାଶିକ୍ଷା

ଜୁନ ୮ରୁ  ଜୁଲାଇ ୧୫ ତାରିଖ ଯାଏଁ ବିଦ୍ୟାଳୟ ନାମଲେଖା 

mahabharatanews
ଭୁବନେଶ୍ୱର: ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ଆସନ୍ତା ସୋମବାରଠାରୁ ବିଦ୍ୟାଳୟରେ ନାମ ଆରମ୍ଭ ହୋଇ ଜାରି ରହିବ । ପ୍ରଥମରୁ ହାଇସ୍କୁଲ ପର୍ୟ୍ୟନ୍ତ ସମସ୍ତ ସରକାରୀ ବିଦ୍ୟାଳୟୠୁଡିକରେ ନାମ ଲେଖା ହେବାକୁ ଥିବାବେଳେ ଯେଉଁ...
ଶିକ୍ଷା

ଅକ୍ଟୋବର ୪ରେ ହେବ ସିଭିଲ ସର୍ଭିସ, ଆଇଏଫଏସ ପ୍ରିଲିମିନାରୀ ପରୀକ୍ଷା

mahabharatanews
ନୂଆଦିଲ୍ଲୀ : ଦେଶରେ ଲକଡାଉନ ଚାଲିଥିବାରୁ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି) ପରୀକ୍ଷା ସ୍ଥଗିତ ରଖାଯାଇଥିଲା । ତେବେ ପୁଣି ଥରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା ହୋଇଛି ।...
ଶିକ୍ଷା

ମେ ୩୧ରେ ଓପିଏସସି ସ୍କିଲ ଟେଷ୍ଟ

mahabharatanews
ଭୁବନେଶ୍ୱର: ଜୁନିଅର ଆସିଷ୍ଟାଣ୍ଟ ପଦବୀର ନିଯୁକ୍ତି ପାଇଁ ସ୍କିଲ ଟେଷ୍ଟ ତାରିଖ ଓ ବିବରଣୀ ପ୍ରକାଶ ପାଇଛି । ଚଳିତ ମାସ ୩୧କୁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଓପିଏସ୍‌ସି ନିଜ ୱେବ୍‌ସାଇଟ୍‌ରେ...
ଶିକ୍ଷା

ସ୍ଥଗିତ ରହିଲା ମାଟ୍ରିକ ଖାତା ଦେଖା

mahabharatanews
ଭୁବନେଶ୍ବର: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ପିଲାଙ୍କ ଭାଗ୍ୟ ଅନିଶ୍ଚିତତା ମଧ୍ୟରେ ଗତି କରୁଛି ଯେମିତି । ଖାତା ଦେଖା ଆରମ୍ଭ ହେବା ସମୟରେ ହିଁ କରୋନା ପାଇଁ ଲକଡାଉନ ହେଲା ।...
ଶିକ୍ଷା

ଆରମ୍ଭ ହେଲା ସିବିଏସଇ ଖାତା ମୂଲ୍ୟାୟନ

mahabharatanews
ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦ୍ବାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀର ଯେଉଁ ପରୀକ୍ଷା ଶେଷ ହୋଇଛି ସେଗୁଡ଼ିକର ଖାତା ମୂଲ୍ୟାୟନ ଆଜିଠାରୁ ଆରମ୍ଭ ହୋଇଛି। ପରୀକ୍ଷକମାନେ ନିଜ ଘରେ...
ଶିକ୍ଷା

ହ୍ୱାଟ୍ସଆପ୍ ମାଧ୍ୟମରେ ହେବ ସ୍କୁଲ ଆଡ଼ମିସନ

mahabharatanews
(ମମତା ସାମଲ ): କରୋନା ଯୋଗୁଁ ଦେଶରେ ୧୯୮୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୯ ହଜାରରୁ ଅଧିକ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଏହାର ମୁକାବିଲା କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପମାନ...
ଶିକ୍ଷା

ଆସନ୍ତା ୨୦ରୁ ମାଟ୍ରିକ ଖାତା ଦେଖା ଆରମ୍ଭ

mahabharatanews
(ରିପୋଟର୍ସ ଟୁଡେ/ଭୁବନେଶ୍ୱର(ମହାଭାରତ): ଆସନ୍ତା ମେଁ ୨୦ ରୁ ମ୍ୟାଟ୍ରିକ ଖାତା ଦେଖା ଆରମ୍ଭ ହେବ । ରାଜ୍ୟରେ ୬୦ଟି କେନ୍ଦ୍ରରେ ଖାତା ଦେଖା ହେବ । ମେଁ ୧୯ ସୁଧା ସବୁ କେନ୍ଦ୍ରରେ ପହଞ୍ଚିବେ...