ଭାରତଵାଣିଜ୍ୟଶିକ୍ଷାସ୍ୱାସ୍ଥ୍ୟଭାରତରେ ଜି-୨୦ ମହାକୁମ୍ଭmahabharatanewsApril 26, 2023 by mahabharatanewsApril 26, 20230418 ଗ୍ରୁପ୍ ଅଫ୍ ଟ୍ୱେଣ୍ଟି କିମ୍ୱା ଜି-୨୦ ଶ୍ୱର ପ୍ରମୁଖ ବିକଶିତ ତଥା ବିକାଶଶୀଳ ଅର୍ଥନୀତିର ଏକ ସଂଗଠନ।ଳିତ ବର୍ଷ ଜି -୨୦ର ସଭାପତି ପଦ ଅଳଙ୍କୃତ କରି ଭାରତ ବିଶ୍ୱ ନେତୃତ୍ୱ ନେବାର ପ୍ରଥମ...
ଵାଣିଜ୍ୟପୁଣି ଥରେ ଏକ ବଡ଼ ଧରଣର କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି ମେଟାmahabharatanewsApril 19, 2023 by mahabharatanewsApril 19, 20230402 ମୁମ୍ବାଇ: ଫେସବୁକର ପ୍ୟାରେଣ୍ଟ୍ କମ୍ପାନୀ ମେଟା ପୁଣି ଥରେ ଏକ ବଡ଼ ଧରଣର କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛନ୍ତି ଜ୍ଝ ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ, ମେଟା ପ୍ଲାଟଫର୍ମ ମ୍ୟାନେଜରଙ୍କୁ ବୁଧବାର ଦିନ ଛୁଟିରେ...
ଭାରତଵାଣିଜ୍ୟଆଜି ମୁମ୍ବାଇରେ ଖୋଲିଲା ଦେଶର ପ୍ରଥମ ଆପଲ୍ ଷ୍ଟୋରmahabharatanewsApril 18, 2023April 18, 2023 by mahabharatanewsApril 18, 2023April 18, 20230465 ମୁମ୍ବାଇ: ଆଜି ମୁମ୍ବାଇରେ ଖୋଲିଛି ଦେଶର ପ୍ରଥମ ଆପଲ ଷ୍ଟୋର। ମୁମ୍ବାଇର ଜିଓ ୱାର୍ଲ୍ଡ ଡ୍ରାଇଭ ମଲରେ ଆପଲର ପ୍ରଥମ ଅଫିସିଆଲ୍ ଷ୍ଟୋର ଖୋଲିଛି। ଗତକାଲି ଆପଲ୍ ସିଇଓ ଟିମ୍ କୁକ୍ ଭାରତରେ ପହଞ୍ଚିଥିଲେ...
ଭାରତଵାଣିଜ୍ୟମେ’ ପହିଲାରୁ ବଦଳିବ GST ନିୟମmahabharatanewsApril 15, 2023 by mahabharatanewsApril 15, 20230251 ନୂଆଦିଲ୍ଲୀ: ଆସନ୍ତା ମେ’ ମାସ ପହିଲାରୁ ଆରମ୍ଭରୁ ବଦଳିବାକୁ ଯାଉଛି ଜିଏସଟିର ନିୟମ । ଜିଏସ୍ଟିଏନ୍ କହିଛି ଯେ ମେ’ ପହିଲାଠାରୁ ଇନଭଏସ୍ ରେଜିଷ୍ଟ୍ରେସନ୍ ପୋର୍ଟାଲ୍ (ଆଇଆରପି)ରେ କୌସି କାରବାରର ରସିଦ ଅପଲୋଡ୍ କରିବା...
ଭାରତଵାଣିଜ୍ୟବଜେଟ ଉପସ୍ଥାପନ : ସବୁ ବର୍ଗର ବ୍ୟକ୍ତିଙ୍କୁ ଖୁସି କରିବାକୁ ଚେଷ୍ଟା କରିପାରନ୍ତି କେନ୍ଦ୍ରସରକାରmahabharatanewsFebruary 1, 2023February 1, 2023 by mahabharatanewsFebruary 1, 2023February 1, 20230299 ନୂଆଦିଲ୍ଲୀ : ଆଜି ଆସିବ ସାଧାରଣ ବଜେଟ | ମୋଦି ସରକାରଙ୍କ ଦ୍ୱତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ | 2024ରେ ସାଧାରଣ ନିର୍ବାଚନ ଥିବାରୁ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ | ସଂସଦରେ...
ଭାରତଵାଣିଜ୍ୟନୂଆ ମାଲିକ ଏଲନ ମସ୍କ ଭାରତରେ ବ୍ଲ୍ୟୁ ସର୍ଭିସ ଲଞ୍ଚ କରିଛନ୍ତିmahabharatanewsNovember 11, 2022 by mahabharatanewsNovember 11, 20220330 ନୂଆଦିଲ୍ଲୀ: ଭାରତରେ ଟ୍ୱିଟରର ନୂଆ ମାଲିକ ଏଲନ ମସ୍କ ଆରମ୍ଭ କରିଛନ୍ତି କମ୍ପାନୀର ଦେୟ ଯୁକ୍ତ ଭେରିଫିକେସନ ବ୍ୟବସ୍ଥା। ଗୁରୁବାର ଠାରୁ କମ୍ପାନୀର ବ୍ଲ୍ୟୁ ସର୍ଭିସ ଭାରତରେ ଲଞ୍ଚ କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି...
ଓଡିଶାଭାରତରାଜନୀତିଵାଣିଜ୍ୟରାଜ୍ୟରେ ୨୫ ହଜାର କୋଟି ନିବେଶ କରିବ ବେଦାନ୍ତmahabharatanewsSeptember 15, 2022 by mahabharatanewsSeptember 15, 20220244 ସ୍ଥାପନା ହେବ ବୃହତ ଆଲୁମିନା ପାର୍କ ମୁମ୍ବାଇ: ରାଜ୍ୟରେ ଅଧିକରୁ ଅଧିକ ପଞ୍ଜିନିବେଶ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଦିନିଆ ମୁମ୍ବାଇ ଗସ୍ତ କରିଥିଲେ। ବୁଧବାର ମୁମ୍ବାଇରେ ପୁଞ୍ଜିପତି ଓ ଶିଳ୍ପପତିଙ୍କ ସହ...
ଓଡିଶାଵାଣିଜ୍ୟସରିଲା ପୁଞ୍ଜିପତିଙ୍କ ସମ୍ମିଳନୀmahabharatanewsSeptember 15, 2022 by mahabharatanewsSeptember 15, 20220264 ମେକ ଇନ ଓଡି଼ଶା କନକ୍ଲେଭ ଲାଗି ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ ମୁମ୍ବାଇ: ରାଜ୍ୟରେ ଅଧିକରୁ ଅଧିକ ପଞ୍ଜିନିବେଶ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଦିନିଆ ମୁମ୍ବାଇ ଗସ୍ତ କରିଥିଲେ। ବୁଧବାର ମୁମ୍ବାଇରେ ପୁଞ୍ଜିପତି...
ଓଡିଶାରାଜନୀତିଵାଣିଜ୍ୟପୁଞ୍ଜିପତିଙ୍କ ସହ ମୁହାଁମୁହିଁ ଆଲୋଚନା କରିବେ ମୁଖମନ୍ତ୍ରୀmahabharatanewsSeptember 14, 2022September 14, 2022 by mahabharatanewsSeptember 14, 2022September 14, 20220275 ନଭେମ୍ବରରେ ହେବ ମେକ ଇନ ଓଡି଼ଶା କନକ୍ଲେଭ ମୁମ୍ବାଇ: ଓଡି଼ଶାରେ ଅଧିକରୁ ଅଧିକ ପୁଞ୍ଜି ନିବେଶ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଦିନିଆ ମୁମ୍ବାଇ ଗସ୍ତ କରିଛନ୍ତି। ସେଠାରେ ପୁଞ୍ଜିପତି ଓ ଶିଳ୍ପପତିମାନଙ୍କ...
ଭାରତଵାଣିଜ୍ୟବିଶ୍ୱ ବଜାରରେ କମୁଛି ଅଶୋଧିତ ତୈଳ ଦରmahabharatanewsSeptember 10, 2022 by mahabharatanewsSeptember 10, 20220178 ଦେଶରେ କମୁନି ପେଟ୍ରୋଲ ଡିଜେଲ ଦର ନୂଆଦିଲ୍ଲୀ: ଗତ ୪ ମାସ ମଧ୍ୟରେ ବିଶ୍ୱ ବଜାରରେ ତୈଳ ଦର ହ୍ରାସ ପାଇବାରେ ଲାଗିଛି। ହେଲେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଖସିବାର ନାଁ...