ଭାରତଵାଣିଜ୍ୟବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହେଲା ଭାରତmahabharatanewsSeptember 3, 2022 by mahabharatanewsSeptember 3, 20220197 ଆମେରିକା ଚୀନ ଜାପାନ ଓ ଜର୍ମାନୀ ପରେ ହେଉଛି ବିଶ୍ୱର ବୃହତ୍ତମ ଅର୍ଥନୀତି ନୂଆଦିଲ୍ଲୀ: ଭାରତ ବର୍ତ୍ତମାନ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି। ଆମେରିକା, ଚିନ ଜାପାନ ଜର୍ମାନୀ ପରେ ଭାରତ...
ଓଡିଶାଭାରତଵାଣିଜ୍ୟକମିଲା ବ୍ୟବସାୟିକ ସିଲିଣ୍ଡରର ଦରmahabharatanewsSeptember 1, 2022 by mahabharatanewsSeptember 1, 20220215 ସିଲିଣ୍ଡର ପିଛା ୯୧ ଟଙ୍କା ୫୦ ପଇସାକୁ ହ୍ରାସ ନୂଆଦିଲ୍ଲୀ: ଦେଶରେ ମହଙ୍ଗା ମାଡକୁ ନେଇ ଲୋକମାନେ ଚିନ୍ତାରେ ରହିଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀର ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଲୋକମାନେ...
ଓଡିଶାରାଜନୀତିଵାଣିଜ୍ୟପୁଞ୍ଜିପତିଙ୍କୁ ଭେଟିଲେ ମୁଖ୍ୟ ସଚିବmahabharatanewsAugust 31, 2022August 31, 2022 by mahabharatanewsAugust 31, 2022August 31, 20220191 ରାଜ୍ୟରେ ପୁଞ୍ଜିନିବେଶ ଲାଗି କଲେ ଆହ୍ୱାନ ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ମାସରେ ଓଡି଼ଶା ସରକାରଙ୍କ ପକ୍ଷରୁ ରାଜ୍ୟରେ ପୁଞ୍ଜି ନିବେଶ ଲାଗି ମେକ ଇନ ଓଡି଼ଶା କନକ୍ଲେଭ କରିବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ନୂଆଦିଲ୍ଲୀରେ...
ଭାରତଵାଣିଜ୍ୟବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀmahabharatanewsAugust 30, 2022 by mahabharatanewsAugust 30, 20220271 ନୂଆଦିଲ୍ଲୀ: ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ହୋଇପାରିଛନ୍ତି। ଏହା ପ୍ରଥମ ଥର ପାଇଁ ଜଣେ ଏସୀୟ ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସର ଟପ-୩କୁ ଭାଙ୍ଗିଛି। ଯାହାର ସମ୍ପତ୍ତି ୧୩୭.୪...
ବିଶ୍ୱଭାରତଵାଣିଜ୍ୟପାକିସ୍ତାନରେ ଟମାଟୋ ଦର ୫ ଶହ ପିଆଜ ଦର ୪ ଶହmahabharatanewsAugust 29, 2022 by mahabharatanewsAugust 29, 20220280 ଫାଇଦାରେ ରହିପାରନ୍ତି ଭାରତୀୟ କୃଷକ ନୂଆଦିଲ୍ଲୀ: ଲାହୋର ଏବଂ ପାକିସ୍ତାନର ପଞ୍ଜାବ ପ୍ରଦେଶର ଅନ୍ୟାନ୍ୟ ଅଞ୍ଚଳରେ ଭୟଙ୍କର ବନ୍ୟା ଯୋଗୁ ପନିପରିବା ଓ ଫଳର ମୂଲ୍ୟ ଆକାଶଛୁଆଁ ହୋଇଛି। ଲାହୋର ବଜାରରେ ଟମାଟୋ ଏବଂ...
ଭାରତଵାଣିଜ୍ୟସେପ୍ଟେମ୍ବର ଶେଷ ସୁଦ୍ଧା ୧୫୦ରୁ ଊର୍ଦ୍ଧ ଉଡାଣ ଭରିବ ଆକାଶ ଏୟାରmahabharatanewsAugust 26, 2022 by mahabharatanewsAugust 26, 20220270 ବାଙ୍ଗାଲୋର – ମୁମ୍ବାଇ ରୁଟରେ ବିମାନ ସେବା ଆରମ୍ଭ ନୂଆଦିଲ୍ଲୀ: ଶୁକ୍ରବାର ଆକାଶ ଏୟାର ପକ୍ଷରୁ ବେଙ୍ଗାଲୁରୁ – ମୁମ୍ବାଇ ରୁଟରେ ବିମାନସେବା ଆରମ୍ଭ ହୋଇଛି। ତେବେ ସେପ୍ଟେମ୍ବର ଶେଷ ସୁଦ୍ଧା ୧୫୦ ରୁ...
ଭାରତଵାଣିଜ୍ୟକମିବ କି ପାର୍ଲେ ଜି ବିସ୍କୁଟର ଦରmahabharatanewsAugust 20, 2022 by mahabharatanewsAugust 20, 20220221 ୨୦୨୦ ଲକଡାଉନରେ ସର୍ବାଧିକ ବିକ୍ରି ହୋଇଥିଲା ନୂଆଦିଲ୍ଲୀ: ପାର୍ଲେ-ଜି ବିସ୍କୁଟ ହେଉଛି କୋଟି କୋଟି ଭାରତୀୟଙ୍କ ପ୍ରିୟ ବିସ୍କୁଟ। ଏହାର ୫ ଟଙ୍କିଆ ପ୍ୟାକେଟ ସର୍ବାଧିକ ବିକ୍ରି ହୋଇଥାଏ। କରୋନା ମହାମାରୀ ଅର୍ଥାତ ୨୦୨୦...
ଵାଣିଜ୍ୟଅମୁଲ ଓ ମଦର ଡାଏରୀ କ୍ଷୀରର ମୂଲ୍ୟ ଦୁଇ ଟଙ୍କା ବୃଦ୍ଧିmahabharatanewsAugust 16, 2022August 16, 2022 by mahabharatanewsAugust 16, 2022August 16, 20220211 ନୂଆଦିଲ୍ଲୀ: ଅମୁଲ ଏବଂ ମଦର ଡାଏରୀ କ୍ଷୀରର ମୂଲ୍ୟ ୨ ଟଙ୍କା ବୃଦ୍ଧି ପାଇଛି। ଚଳିତ ବର୍ଷରେ କମ୍ପାନୀ ଗୁଡିକ ଦ୍ୱିତୀୟ ଥର ଲାଗି କ୍ଷୀର ଉପରେ ମୂଲ୍ୟ ବୃଦ୍ଧି କରିଛନ୍ତି। ଏହା ୧୭...
ଭାରତଵାଣିଜ୍ୟଘରଭଡା ଉପରେ ଦେବାକୁ ପଡିବ ୧୮ ପ୍ରତିଶତ ଜିଏସଟିmahabharatanewsAugust 12, 2022August 12, 2022 by mahabharatanewsAugust 12, 2022August 12, 20220200 ନୂଆଦିଲ୍ଲୀ: ଜୁଲାଇ ୧୮ରୁ ଲାଗୁ ହୋଇଥିବା ନୂଆ ଜିଏସଟି ନିୟମ ଅନୁଯାୟୀ ଭଡାଟିଆମାନେ ଆବାସିକ ଭଡା ପାଇଁ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡିବ। ତଥାପି ସରକାର ସ୍ପଷ୍ଟ କରିଛନ୍ତି ଯେ ଆବାସିକ ୟୁନିଟରେ...
ଵାଣିଜ୍ୟସ୍ୱାସ୍ଥ୍ୟ୨୦୨୩ରୁ ଜନସନ ଏଣ୍ଡ ଜନସନ ପାଉଡର ବିକ୍ରି ବନ୍ଦ ହେବmahabharatanewsAugust 12, 2022 by mahabharatanewsAugust 12, 20220143 ନୂଆଦିଲ୍ଲୀ: ୨୦୨୩ରୁ ଭାରତରେ ଜନସନ ଏଣ୍ଡ ଜନସନ ଶିଶୁ ପାଉଡର ବିକ୍ରି ବନ୍ଦ କରାଯିବ ବୋଲି ଔଷଧ ନିର୍ମାତାମାନେ କହିଛନ୍ତି। ତେବେ ଆମେରିକାରେ ଏହାର ବିକ୍ରି ଦୁଇ ବର୍ଷରୁ ଅଧିକ ସମୟ ଧରି ବନ୍ଦ...