ଅପରାଧମହିଳାଙ୍କୁ ବ୍ଲେଡରେ ହତ୍ୟା, ଅଭିଯୁକ୍ତ ଗିରଫmahabharatanewsDecember 8, 2019 by mahabharatanewsDecember 8, 20190309 (ମହାଭାରତ, ହିଞ୍ଜିଳି): ଗତ ବୁଧବାର ବଡଗଡ ଥାନା ବାରସିଙ୍ଗି ଗାଁରେ ହୋଇଥିବା ହତ୍ୟା ଘଟଣାର ଖୁଲାସା କରିଛି ପୋଲିସ । ଟଙ୍କା ଦେଣନେଣକୁ ନେଇ ଅଭିଯୁକ୍ତ ଜଣେ ମହିଳାଙ୍କୁ ବ୍ଲେଡରେ ଆକ୍ରମଣ କରି ହତ୍ୟା...
ଅପରାଧନାବାଳିକାଙ୍କୁ ବୃଦ୍ଧଙ୍କ ଦୁଷ୍କର୍ମ ଅଭିଯୋଗmahabharatanewsDecember 8, 2019 by mahabharatanewsDecember 8, 20190317 (ମହାଭାରତ, ପାରାଦୀପ): ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ନୋଳିଆ ସାହିରେ ଜଣେ ୧୪ ବର୍ଷିୟା ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏହି ଘଟଣାରେ ଜଣେ ୭୫ ବର୍ଷର ବୃଦ୍ଧଙ୍କୁ ପୋଲିସ ଗିରଫ କରିଛି ।...
ଅପରାଧଅସଦାଚାର ଅଭିଯୋଗ: ଉନ୍ନାଓ ପୁଲିସ କହିଲା ଦୁଷ୍କର୍ମ ହେଲେ ଦେଖିବୁmahabharatanewsDecember 7, 2019 by mahabharatanewsDecember 7, 20190351 (ଉନ୍ନାଓ/ମହାଭାରତ): ଉନ୍ନାଓରେ ଜଣେ ଦୁଷ୍କର୍ମ ପୀଡିତାକୁ ଜଳାଇ ମାରି ଦିଆଯାଇଥିବା ବେଳେ ଅନ୍ୟ ଜଣେ ପୀଡିତା ଏବେ ସେହି ଭୟରେ ଦିନ କାଟୁଛି । ଦୁଷ୍କର୍ମରୁ କୌଣସି ପ୍ରକାରେ ବଞô୍ଚଯାଇଥିବା ମହିଳା ପୁଲିସ ନିକଟରେ...
ଅପରାଧଓଡିଶାଫାଷ୍ଟଟ୍ରାକ୍ କୋର୍ଟରେ ବିଚାର ହେବ ଉନ୍ନାଓ ପୀଡିତାଙ୍କ ମାମଲା: ଯୋଗୀmahabharatanewsDecember 7, 2019 by mahabharatanewsDecember 7, 20190292 (ଉନ୍ନାଓ /ମହାଭାରତ): ଦୀର୍ଘ ୪୪ ଘଣ୍ଟା ଜୀବନ ସହ ସଂଘର୍ଷ କରିବା ପରେ ଉନ୍ନାଓ ଦୁଷ୍କର୍ମ ପୀଡିତା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପ୍ରଥମେ ହାଇଦ୍ରାବାଦର ପ୍ରାଣୀ ଚିକିତ୍ସିକା ଏବଂ ଏବେ ଉନ୍ନାଓ...
ଅପରାଧସୁପ୍ରିମକୋର୍ଟରେ ହାଇଦ୍ରାବାଦ ଏନକାଉଣ୍ଟର ମାମଲାmahabharatanewsDecember 7, 2019 by mahabharatanewsDecember 7, 20190277 (ନୂଆଦିଲ୍ଲୀ/ମହାଭାରତ): ହାଇଦ୍ରାବାଦ ପ୍ରାଣୀ ଚିକିତ୍ସିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କୁ ହାଇଦ୍ରାବାଦ ପୋଲିସ ଏନକାଉଣ୍ଟର କରିବା ଘଟଣା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଏହି ଘଟଣା ପାଇଁ ପୋଲିସ ବିରୋଧରେ ୨...
ଅପରାଧଆତଙ୍କବାଦୀ ପଣ୍ଡିଂ ମାମଲା: ହାଫିସ ବିରୋଧରେ ଦୋଷ ସାବ୍ୟସ୍ତ ହେଲା ନାହିଁmahabharatanewsDecember 7, 2019 by mahabharatanewsDecember 7, 20190435 (ଇସଲାମବାଦ/ମହାଭାରତ): ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ଓ ପ୍ରତିବନ୍ଧିତ ସଂଗଠନ ଜାମତ ଉଦ ଦାବାର ମୁଖିଆ ହାଫିଜ ସଇଦକୁ ଲାହୋରର ଆତଙ୍କବାଦୀ ରୋଧୀ କୋର୍ଟରେ ଆତଙ୍କବାଦୀ ଫଣ୍ଡିଂ ମାମଲାରେ ଉପସ୍ଥିତ କରାଯାଇଥିଲା ।...
ଅପରାଧଉନ୍ନାଓ ଘଟଣାକୁ ବିରୋଧ କରି ଝିଅକୁ ଜାଳିବାକୁ ମହିଳାଙ୍କ ଉଦ୍ୟମmahabharatanewsDecember 7, 2019 by mahabharatanewsDecember 7, 20190275 (ନୂଆଦିଲ୍ଲୀ/ମହାଭାରତ): ଉନ୍ନାଓ ଗଣବଳାତ୍କାର ଓ ହତ୍ୟା ଘଟଣାକୁ ବିରୋଧ କରୁଥିବା ଜଣେ ମହିଳା ଶନିବାର ଦିନ ସଫଦରଜଙ୍ଗ ଡାକ୍ତରଖାନା ସାମ୍ନାରେ ନିଜ ୬ ବର୍ଷର ଝିଅ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଚେଷ୍ଟା...
ଅପରାଧଜାମିନରେ ଆସି ନାବାଳିକାଙ୍କୁ ପୁଣି ଦୁଷ୍କର୍ମ ଉଦ୍ୟମ, ୨ ଅଭିଯୁକ୍ତ ଫେରାରmahabharatanewsDecember 7, 2019 by mahabharatanewsDecember 7, 20190332 (ମହାଭାରତ, ଚାନ୍ଦବାଲି): ଜାମିନରେ ଆସିବା ପରେ ପୁଣି ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଦୁଇ ଅଭିଯୁକ୍ତ ଫେରାର ହୋଇଥିବା ଚାନ୍ଦବାଲିରେ ଚର୍ଚ୍ଚାର ବିଷୟ ହୋଇଛି । ଦୁଇ ଅଭିଯୁକ୍ତ ପୀଡିତାଙ୍କ ପରିବାର ଉପରେ ଆକ୍ରମଣ...
ଅପରାଧଓଡିଶାଛାତ୍ରଙ୍କୁ ମାଡ଼ ମାରି ଅଡ଼ୁଅ।ରେ ଶିକ୍ଷକmahabharatanewsDecember 7, 2019 by mahabharatanewsDecember 7, 20190341 (ମହାଭାରତ/ଜଳେଶ୍ୱର): ଜଣେ ଶିକ୍ଷକ ଛାତ୍ରକୁ ମାଡ ମ।।ରିବା ଘଟଣାକୁ ନେଇ ଥାନାରେ ମାମଲା ପହଁଚିଛି । ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍ ମଥାନୀ ପଞ୍ଚାୟତର ତିଗିରିଆ ହାଇସ୍କୁଲରେ । ସାଇକେଲରେ...
ଅପରାଧଓଡିଶାରାସ୍ତାରୁ ଉଠେଇ ନେଇ ମହିଳାଙ୍କୁ ଦୁଷ୍କର୍ମ ,ଅଭିଯୁକ୍ତ ଗିରଫmahabharatanewsDecember 7, 2019 by mahabharatanewsDecember 7, 20190320 (ସତ୍ୟନାରାୟଣ ପାଲ)ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାର ପିଛା ଛାଡ଼ୁନି ଦୁଷ୍କର୍ମ ଭଳି ଲଜ୍ୟାଜନକ ଘଟଣା। ଝାରପୋଖରିଆ ଥାନା ନିକଟ ଘିଆଯୋଡି ଗ୍ରାମର କିଚକେଶ୍ୱରୀ ଦେହୁରୀ(୩୩ବର୍ଷ)ଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରିଛି ପୋଲିସ। ଗତକାଲି ରାତିରେ ମହିଳାଙ୍କ...