Category : ଅପରାଧ

ଅପରାଧ

ଦୁଷ୍କର୍ମରେ ବିଫଳ ହେବା ପରେ ଯୁବତୀଙ୍କୁ ପୋଡି ମାରିବାକୁ ଉଦ୍ୟମ

mahabharatanews
(ମହାଭାରତ/ପାଟନା) : ହ୍ରାଇଦ୍ରାବାଦର ଦିଶାଙ୍କ ପରେ ଉତ୍ତର ପ୍ରଦେଶର ଉନ୍ନାଓ ପୀଡିତାଙ୍କୁ ଦୁଷ୍କର୍ମ ପରେ ପୋଡି ଦେବା ଘଟଣାର ତାତି ଥମି ନ ଥିବା ବେଳେ ଏବେ ବିହାରରେ ଜଣେ ଯୁବତୀଙ୍କୁ ପୋଡି ହତ୍ୟା...
ଅପରାଧଓଡିଶା

ଡିଇଓଙ୍କ କ୍ୱାର୍ଟରୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର

mahabharatanews
(ମହାଭାରତ, କୋରାପୁଟ): କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କ କ୍ୱାର୍ଟରରେ ଜଣେ ଶିକ୍ଷକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ପୋଲିସ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ...
ଅପରାଧ

ବିବାହିତ ମହିଳା ଗଣ ଦୁର୍ଷ୍କମର ଶିକାର

mahabharatanews
(ମହାଭାରତ/ସମ୍ବଲପୁର): ସମ୍ବଲପୁର ଜିଲା ହୀରାକୁଦ ଅଞ୍ଚଳର ଜଣେ ବିବାହିତ ମହିଳା ଶନିବାର ଦିନ କୌଣସି ଏକ କାମରେ ସମ୍ବଲପୁର ସହରକୁ ଆସିଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ଏହା ମାମଲାରେ ପୁଲିସ ୫...
ଅପରାଧଓଡିଶା

ଦୁଗ୍ଧ ଶୀତଳ ଭଣ୍ଡାର ଉପରେ ସଂଘବଦ୍ଧ ଆକ୍ରମଣ ଅଭିଯୋଗ

mahabharatanews
(ମହାଭାରତ/ପାରାଦୀପ): କୁଜଙ୍ଗ ଥାନା ଅନ୍ତର୍ଗତ ବାଲିଅ । ପଞ୍ଚାୟତର ପାନପଲି ଗ୍ରାମରେ ଥିବା ମହିଳା ଦୁଗ୍ଧ ସମବାୟ ସମିତିର ଦୁଗ୍ଧ ଶୀତଳ ଭଣ୍ଡାର ଉପରେ ସଙ୍ଘବଦ୍ଧ ଅ ।କ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।...
ଅପରାଧ

ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

mahabharatanews
(ମହାଭାରତ, କାଶୀପୁର): ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଦୋରାଗୁଡା ଥାନା ଅନ୍ତର୍ଗତ ଡଙ୍ଗାସିଲ ଥାନା ଅଧୀନ ଏକ ଗାଁର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଘରେ କେହି...
ଅପରାଧଓଡିଶା

ଜଙ୍ଗଲରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

mahabharatanews
(ମହାଭାରତ/ନବରଙ୍ଗପୁର): ନବରଙ୍ଗପୁର ଜିଲ୍ଲାର ମଇଦଳପୁର ଜଙ୍ଗଲରୁ ଜଣେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଯୁବକଙ୍କ ତଣ୍ଟ ିକାଟି ହତ୍ୟା କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡି ଥାନା...
ଅପରାଧ

ଅପହୃତା ଅଷ୍ଟମ ଶ୍ରେଣୀ ଛାତ୍ରୀ ତାମିଲନାଡୁରୁ ଉଦ୍ଧାର

mahabharatanews
(ମହାଭାରତ/ମୟୂରଭଞ୍ଜ): ଜିଲ୍ଲାର ବଡସାହି ଥାନା ଇଲାକାରୁ ଅପହୃତା ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ତାମିଲନାଡୁରୁ ଉଦ୍ଧାର କରିଛି ମୟୂରଭଞ୍ଜ ପୁଲିସ । ପୁଲିସ ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଅମିତ ସେନାପତିକୁ ମଧ୍ୟ ପୁଲିସ ଗିରଫ...
ଅପରାଧଓଡିଶା

ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

mahabharatanews
(ମହାଭାରତ, କୋରାପୁଟ): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଜଣେ ସ୍କୁଲ ଛାତ୍ରୀ ଗର୍ଭବତୀ ହୋଇଛନ୍ତି । ବ୍ଲକ ଅନ୍ତର୍ଗତ ବୁର୍ଜା ଆଶ୍ରମ ସ୍କୁଲର ଜଣେ ଦଶମ ଶ୍ରେଣୀ ଛାତ୍ରୀ ୭ ମାସର ଗର୍ଭବତୀ ହୋଇଥିବା...
ଅପରାଧ

ଅଶ୍ଲୀଳ ଭିଡିଓ ଭାଇରାଲ ଧମକ ଦେଇ ଯୁବକ ଗିରଫ

mahabharatanews
(ମହାଭାରତ, ଭଦ୍ରକ): ଭଦ୍ରକର ଗ୍ରାମାଞ୍ଚଳ ଥାନା ରାହାଞ୍ଜ ଅଞ୍ଚଳରେ ଯୁବତୀଙ୍କୁ ବ୍ଲାକମେଲିଂ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି । ସୂଚନା ଅନୁଯାୟୀ, ଯ୍ୁବକ ଜଣକ ୪ ବର୍ଷ ଧରି ଜଣେ...
ଅପରାଧ

ଚୋରା କାଠ ବୋଝେଇ ପିକ୍ଅପ୍ ଭ୍ୟାନ ଜବତ, ୩ ଗିରଫ

mahabharatanews
(ମହାଭାରତ, ମୟୁରଭଞ୍ଜ): ବାଙ୍ଗିରିପୋଷି ବନବିଭାଗ ଏକ କାଠ ବୋଝେଇ ପିକ୍ଅପ୍ ଭ୍ୟାନକୁ ଜବତ କରିଛି । ଶୁକ୍ରବାର ବିଳମ୍ବିତ ରାତିରେ କୌଣସି ଏକ ସୂତ୍ରରୁ ଖବର ପାଇ ଝାରପୋଖରିଆ ଥାନା ଅଧିନ ସୀମାନ୍ତ କଲେଜ...