Category : ଓଡିଶା

ଓଡିଶା

ପକ୍କା ଘର କେଳେଙ୍କାରୀ,ହାତେଇଛନ୍ତି ସରକାରୀ ଯୋଜନା

mahabharatanews
(ଗୋପ/ମହାଭାରତ): ସରକାର ଗରିବଙ୍କ ସୁବିଧା ପାଇଁଁଁ ନାନା ଉନ୍ନୟନମୂଳ(କ ଯୋଜନା କରିିଥିବା ବେଳେ କିନ୍ତୁ ଏହାର ସୁଫଳ ପ୍ରକୃତ ହିତାଧିକାରୀ ପାଇବାରୁ ବଞ୍ôଚତ ରହିଛନ୍ତି । ଏକାଧିକ ଅଯୋଗ୍ୟ ହିତାଧିକାରୀ ଗୋଟିଏ ଲେଖା ଯୋଜନାରୁ...
ଓଡିଶା

ଖଳାରେ ନିଆଁ ଲାଗି ୭ ଲକ୍ଷ ଟଙ୍କାର ଧାନ ପୋଡି ପାଉଁଶ

mahabharatanews
(ମହାଭାରତ, ବୌଦ୍ଧ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ଖଟଖଟିଆ ପଞ୍ଚାୟତ ସିନ୍ଦୁରପୁର ଗାଁରେ ଜଣେ ବ୍ୟକ୍ତିଙ୍କ ଧାନ ଖଳାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଫଳରେ ୭ ଲକ୍ଷ ଟଙ୍କାର ଧାନ ପୋଡି ପାଉଁଶ ହୋଇଛି...
ଓଡିଶା

ନିଆଁ ଲାଗି ଗାଈ ବାଛୁରୀ ଅ।ହାତ

mahabharatanews
(ମହାଭାରତ/ଗୋପ:) ନିଆଁ ଲାଗି ଗାଈ ବାଛୁରୀ ଆହତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ରାଇଖଣ୍ଡି ପଞ୍ଚାୟତର ସୁଆଁଲ ଗ୍ରାମରେ । ସୁଆଁଲ ଗ୍ରାମର ହାଡ଼ୁ...
ଓଡିଶା

ଅସନ୍ତୋଷ ପରେ ବନ୍ଦ ହେଲା ଉଚ୍ଛେଦ

mahabharatanews
(ମହାଭାରତ/ଭୁବନେଶ୍ୱର): ଲିଙ୍ଗରାଜ ମନ୍ଦିର ନିକଟରୁ ଜବରଦଖଲ ଉଚ୍ଛେଦକୁ ନେଇ ଆଜି ଅସନ୍ତୋଷ ଦେଖା ଦେଇଥିଲା । ଫଳରେ ପ୍ରଶାସନ ଉଚ୍ଛେଦ କାର୍ଯ୍ୟ ବନ୍ଦ କରିଥିଲା । ମନ୍ଦିରର ପ୍ରଶାସକଙ୍କ ଅନୁଯାୟୀ ଆସନ୍ତାକାଲି ପୂର୍ବାହ୍ନ ୧୧ଟା...
ଓଡିଶା

୧୪, ୧୫, ୧୬ରେ ବିଜେପି ଜିଲ୍ଲା ସଭାପତି ନିର୍ବାଚନ

mahabharatanews
(ମହାଭାରତ/ଭୁବନେଶ୍ୱର): ବିଜେପି ପକ୍ଷରୁ ଗତ ଜୁଲାଇ ୬ ତାରିଖରୁ ଆରମ୍ଭ ହୋଇଥିବା ସଙ୍ଗଠନ ପର୍ବ -୨୦୧୯ ଡିସେମ୍ବର ମାସରେ ସମାପ୍ତି ହେବ । ଏଯାବତ ରାଜ୍ୟରେ ୩୭ହଜାର ବୁଥରୁ ୨୪ ହଜାର ୫ଶହ ୩୫...
ଓଡିଶା

ବିଜେଡି ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ

mahabharatanews
(ମହାଭାରତ/ଭୁବନେଶ୍ୱର): ବିଜେଡି ସାଙ୍ଗଠନିକ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଇତି ମଧ୍ୟରେ ଦଳ ପକ୍ଷରୁ ରାଜ୍ୟର ୩୩ ଟି ସାଙ୍ଗଠନିକ ଜିଲ୍ଲା ପାଇଁ ନିର୍ବାଚନ ଅଧିକାରୀମାନଙ୍କୁ ନିଯୁକ୍ତି ଦିଅ ।ଯାଇଛି ।...
ଓଡିଶା

ବ୍ୟଞ୍ଜନ ଦ୍ୱାଦଶୀ ବେଶ ଗୌଡୀୟ ମଠରେ ଅନୁଷ୍ଠିତ

mahabharatanews
(ମହାଭାରତ/ଗୋପ): ପ୍ରଭୂ ଶ୍ରୀକୃଷ୍ଣଙ୍କୁ ମା ଯଶୋଦା ବହୁ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇବାକୁ ଦେଇଥିଲେ । ଆଉ ଏହାକୁ ପୁରୀରେ ଥିବା ଗୌଡୀୟ ମଠରେ ଧୁମ ଧାମରେ ପାଳନ କରାଯାଇଛି । ପ୍ରଭୁ...
ଓଡିଶା

ସରକାରଙ୍କ ନିର୍ଦ୍ଦେଶକୁ ମାନୁ ନାହାନ୍ତି କର୍ମଚାରୀ

mahabharatanews
(ସରୋଜ କୁମାର ରାଉତ)ଭୁବନେଶ୍ୱର: ୨୦୧୮ ଅକ୍ଟୋବର ୧୫ ସୁଦ୍ଧା ରାଜଧାନୀର ସମସ୍ତ ପ୍ରତିଷ୍ଠାନର ନାମଫଳକ ଓଡ଼ିଆରେ ଲେଖା ହେବ। ସେପ୍ଟେମ୍ବର, ୨୦୧୮ରେ ତତ୍କାଳୀନ ଉନ୍ନୟନ କମିସନର ଆର୍.ବାଲକ୍ରିଷ୍ଣନ ଏପରି ନିର୍ଦ୍ଦେଶନାମା ଜାରି କରିଥିଲେ। ଏପରିକି...
ଓଡିଶା

ବିଦ୍ୟୁତ ଆଘାତରେ ଜଣେ ମୃତ

mahabharatanews
(ମହାଭାରତ/ସାଲେପୁର): କଟକ ·ନ୍ଦବାଲି ରାସ୍ତାର ଜନିହାଛକ ନିକଟରେ ଥିବା ଡ଼ଲଫିନ ବାର ଛାତ ଉପରେ ଥିବା ୩୩ କେବି ଇଲେକ୍ଟ୍ରିକ ତାର ସଂସ୍ପର୍ଶରେ ଆସି କୋଲନପୁର ଗ୍ରାମର ଜଣେ ଯୁବକ ମୃତ୍ୟୁବରଣ କରିଛନ୍ତି ।...
ଓଡିଶା

ରାଇରଙ୍ଗପୁର ଉପଖଣ୍ଡ ସ୍ତରୀୟ ଯୁଗ୍ମ ପ୍ରଶାସନିକ ଜନଶୁଣାଣି

mahabharatanews
(ମହାଭାରତ/ରାଇରଙ୍ଗପୁର): ରାଇରଙ୍ଗପୁର-ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡ ସଦର ମହକୁମାରେ ଥିବା ରାଇରଙ୍ଗପୁର ଉପଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଉପଖଣ୍ଡ ସ୍ତରୀୟ ଯୁଗ୍ମ ପ୍ରଶାସନିକ ଜନଶୁଣାଣୀ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ବିନୀତ...