Category : ଓଡିଶା

ଓଡିଶା

ଆମର ଝିଅ ଆମର ସ୍ୱାଭିମାନ କାର୍ଯ୍ୟକ୍ରମ

mahabharatanews
(ମହାଭାରତ/ବରଗଡ): ବରଗଡ ଜିଲ୍ଲା ବରପାଲି ସ୍ୱେଛାସେବୀ ଅନୁଷ୍ଠାନ ହେଲପିଙ୍ଗ ହାର୍ଟସ ତରଫରୁ ଆରମ୍ଭ କରାଯାଇଛି ଏକ ନୂଆ କାର୍ଯ୍ୟକ୍ରମ । ଆମର ଝିଅ ଅ ।ମର ସ୍ୱାଭିମାନ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ...
ଓଡିଶା

ଟ୍ରକ ଦୁର୍ଘଟଣାରେ ଡ୍ରାଇଭର ମୃତ

mahabharatanews
(ମହାଭାରତ, ଅନୁଗୁଳ): ଅନୁଗୁଳ ବଅଁରପାଳ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଗୋଟିଏ ଟ୍ରକ ଅନ୍ୟ ଏକ ଟ୍ରକକୁ ଧକ୍କା ଦେଇଛି । ଫଳରେ ଏଥିରେ ଜଣେ ଟ୍ରକ ଡ୍ରାଇଭରଙ୍କର...
ଅପରାଧଓଡିଶା

ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

mahabharatanews
(ମହାଭାରତ, ଚୌଦ୍ୱାର): ଚୌଦ୍ୱାର ସର୍କଲ ଜେଲରେ ଜଣେ ବିଚାରାଧୀନ କଏଦୀଙ୍କର ମୃତ୍ୟୁ ହୋଇଛି । ସେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଅନ୍ତର୍ଗତ ମାଳି ସାହିର ବାସିନ୍ଦା ଓ ଗତ ଜୁନ ମାସ ୨୦...
ଓଡିଶା

ଅ।ନ୍ତଃଜାତି ଦମ୍ପତିଙ୍କୁ ଅ ।ର୍ଥିକ ସହାୟତା ପ୍ରଦାନ

mahabharatanews
(ମହାଭାରତ/ଗୋପ): ଅ।ନ୍ତଃଜାତି ବିବାହ କରିଥିବା ଦମ୍ପତିମାନଙ୍କୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ମୋଟ ୪୪ ଜଣ ଦମ୍ପତିଙ୍କୁ ଏହି ଅ...
ଓଡିଶା

ଶାନ୍ତିପୂର୍ଣ୍ଣଭାବେ ଲିଙ୍ଗରାଜ ମନ୍ଦିର ନିକଟବର୍ତ୍ତୀ ଜବରଦଖଲ ଉଚ୍ଛେଦ

mahabharatanews
(ମହାଭାରତ/ଭୁବନେଶ୍ୱର): ଆଜି ଭୁବନେଶ୍ୱରସ୍ଥିତ ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ କାମ ଅ ।ରମ୍ଭ ହୋଇଛି । ଅ ।ଜି ପୂର୍ବାହ୍ନ ୧୧ଟା ସମୟରେ ମନ୍ଦିରର ପ୍ରବେଶ ଦ୍ୱାନ ନିକଟରେ ଥିବା...
ଓଡିଶା

ଡିଜିପି ଦାୟିତ୍ୱ ନେଲେ ଅଭୟ

mahabharatanews
(ମହାଭାରତ/କଟକ): କଟକ ପୁଲିସ ମୁଖ୍ୟାଳୟରେ ନୂଆ ପୋଲିସ ଡିଜି ଭାବେ ଅଭୟ ଆଜି ବିଧିବଦ୍ଧଭାବେ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି କଟକ ମୁଖ୍ୟାଳୟରେ ମଧ୍ୟବର୍ତ୍ତିକାଳୀନ ଡିଜିପି ଭାବେ କାର୍ଯ୍ୟ କରୁଥିବା ସତ୍ୟଜିତ...
ଓଡିଶା

ଆସନ୍ତା ମାର୍ଚ୍ଚ ୩୧ରୁ କର୍ମଚାରୀଙ୍କୁ ମିଳିବ ଚୂଡାନ୍ତ ପେନସନ

mahabharatanews
(ମହାଭାରତ/ଭୁବନେଶ୍ୱର): ରାଜ୍ୟ ସରକାର ଅବସରପ୍ରାପ୍ତ କର୍ମ·ରୀଙ୍କୁ ଚୂଡ଼ାନ୍ତ ଅବା ଧାର୍ଯ୍ୟ ପେନସେନ୍ ପ୍ରଦାନ କରିବେ । ଆସନ୍ତା ବର୍ଷ ମାର୍ଚ୍ଚ ୩୧ ତାରିଖ ପରଠାରୁ ଏହି ପେନସନ ପ୍ଲାନ ଲାଗୁ ହେବ । ପେନସନ୍...
ଓଡିଶା

ମାର୍ଚ୍ଚ ୩୧ ସୁଦ୍ଧା ଖଣି ନିଲାମ କାର୍ଯ୍ୟ ଶେଷ ହେବ

mahabharatanews
(ମହାଭାରତ/ଭୁବନେଶ୍ୱର): ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟର ଖଣି ନିଲାମ କାର୍ଯ୍ୟ ଶେଷ ହେବ । ଏନେଇ ରାଜ୍ୟ ଖଣି ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୂଚନା ଦେଇଛନ୍ତି । ଖଣିର ଲିଜ ଅବଧି...
ଓଡିଶା

ଆଜି ସୁଦ୍ଧା ୫୮,୨୪୯ ଚାଷୀଙ୍କଠାରୁ ୩୯୬୫୪୬୫ କ୍ୱିଣ୍ଟାଲ ଧାନ ସଂଗ୍ରହ

mahabharatanews
(ହର ପ୍ରସାଦ ବିଶୋଇ/ମହାଭାରତ): ଚଳିତ ଖରି‘ ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଦ୍ୱାରା ଆଜି ସୁଦ୍ଧା ୫୮ ହଜାର ୨୯୪ ଜଣ ଚାଷୀଙ୍କଠାରୁ ଧାନ ସଂଗ୍ରହ କେନ୍ଦ୍ର ମାଧ୍ୟମରେ ମୋଟ ୩୯ ଲକ୍ଷ...
ଓଡିଶା

୧୧ ବର୍ଷ ପରେ ମଧ୍ୟ ପାତାଳି କ୍ଷେତ୍ରର ବିକାଶ ହୋଇପାରୁ ନାହିଁ

mahabharatanews
(ମହାଭାରତ/ସୁବର୍ଣ୍ଣପୁର): ସୁବର୍ଣ୍ଣପୁର ଜିଲ୍ଲା ଠାରୁ ମାତ୍ର ୩୦-୩୫ କିଲୋମିଟର ଦୂରତାରେ ଥିବା ଉଲୁଣ୍ଡା ବ୍ଳକର କୋଟସମଲେଇ ଗ୍ରାମ ନିକଟରେ ଥିବା ପାତଳୀ ଶ୍ରୀକ୍ଷେତ୍ରକୁ ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ର ଭାବେ ଘୋଷିତ କରିଛନ୍ତି ।...