ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ହାତେଇଲେ ଦକ୍ଷିଣ ଆଫ୍ରିକାର ଜୋଜିବିନୀ
(ମହାଭାରତ/ଆଟଲାଣ୍ଟା): ଦକ୍ଷିଣ ଆଫ୍ରିକାର ଜୋଜିବିନୀ ଟୁଞ୍ଜୀ ବ୍ରହ୍ମାଣ୍ଡ ସୁନ୍ଦରୀ-୨୦୧୯ର ମୁକୁଟ ହାତେଇ ନେଇଛନ୍ତି । ଆମେରିକାର ଅଟଲାଣ୍ଟାରେ ରବିବାର ମିସ୍ ୟୁନିଭର୍ସ-୨୦୧୯ର ଅନ୍ତିମ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଭାଗ ନେଇଥିବା ୯୦...
