Category : ଓଡିଶା

ଓଡିଶା

ମୃତ ଦେହ ଉଦ୍ଧାର

mahabharatanews
(ମହାଭାରତ/କଳାହାଣ୍ଡି): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଧାମନପୁର ମଦଭାଟି ନିକଟରୁ ଗୋଟିଏ ମୃତଦେହ ଉଦ୍ଧାର ହୋଇଛି । ମୃତକ କେନ୍ଦୁଗୁଡା ଗାଁର ପ୍ରେମ ମାଝୀ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ...
ଅପରାଧଓଡିଶା

ଜଙ୍ଗଲରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

mahabharatanews
(ମହାଭାରତ/ନବରଙ୍ଗପୁର): ନବରଙ୍ଗପୁର ଜିଲ୍ଲାର ମଇଦଳପୁର ଜଙ୍ଗଲରୁ ଜଣେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଯୁବକଙ୍କ ତଣ୍ଟ ିକାଟି ହତ୍ୟା କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡି ଥାନା...
ଓଡିଶା

୪ ନକଲି ଶିକ୍ଷକ ଗିରଫ

mahabharatanews
(ମହାଭାରତ/କୋରାପୁଟ): ପୁଣି କୋରାପୁଟରେ ଧରାପଡ଼ିଲେ ନକଲି ଶିକ୍ଷକ । କୋରାପୁଟ ଜିଲ୍ଲାରେ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ନଥାଇ ୪ଜଣ ବ୍ୟକ୍ତି ନକଲି ଶିକ୍ଷା ପ୍ରମାଣପତ୍ର ଦେଇ ଶିକ୍ଷକ ଭାବେ ·କିରି କରିଥିବା ଘଟଣା ସାମନାକୁ...
ଓଡିଶା

ପର୍ୟ୍ୟଟନ ବିଭାଗର ମୁଖ୍ୟ ସଚିବଙ୍କ ଦ୍ୱାରା ଇକୋ ରିଟ୍ରିଟ ଉତ୍ସବର ପ୍ରସ୍ତୁତି ତଦାରଖ

mahabharatanews
( ମହାଭାରତ/ଗୋପ): ଗୁଜରାଟର ରାନ ଉତ୍ସବ ଢଙ୍ଗରେ ପ୍ରଥମ ଥର ପାଇଁ ପର୍ୟ୍ୟଟନ କ୍ଷେତ୍ର କୋଣାର୍କର ଚନ୍ଦ୍ରଭାଗା ସାହୁଖଣତା ବେଳାମାର୍ଗ ଠାରେ ଅ ।ସନ୍ତା ଡ଼ିସେମ୍ବର ୧୪ରୁ ଜାନୁଅ ।ରୀ ୧୪ ତାରିଖ ପର୍ୟ୍ୟନ୍ତ...
ଓଡିଶା

ଅଟୋକୁ ଧକ୍କା ଦେଲା ବୋଲେରୋ, ୧ ମୃତ ୧୪ ଆହତ

mahabharatanews
(ମହାଭାରତ, ଦାରିଙ୍ଗିବାଡି): ଦାରିଙ୍ଗିବାଡି ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଅଟୋକୁ ଗୋଟିଏ ବୋଲେରୋ ଧକ୍କା ଦେବା ଫଳରେ ରାସ୍ତାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଅନ୍ୟ...
ଓଡିଶା

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ମୃତ

mahabharatanews
(ମହାଭାରତ/ବାରିପଦା): ବାରିପଦା ସଦର ଥାନା ଅଧୀନ ଜ୍ୟୋତିପୁର ଜଙ୍ଗଲ ରାସ୍ତାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ଇଟାମୁଣ୍ଡିଆ ଗ୍ରାମର ଗୌତମ ମହାନ୍ତ ଓ ଅଜିତ...
ଅପରାଧଓଡିଶା

ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

mahabharatanews
(ମହାଭାରତ, କୋରାପୁଟ): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଜଣେ ସ୍କୁଲ ଛାତ୍ରୀ ଗର୍ଭବତୀ ହୋଇଛନ୍ତି । ବ୍ଲକ ଅନ୍ତର୍ଗତ ବୁର୍ଜା ଆଶ୍ରମ ସ୍କୁଲର ଜଣେ ଦଶମ ଶ୍ରେଣୀ ଛାତ୍ରୀ ୭ ମାସର ଗର୍ଭବତୀ ହୋଇଥିବା...
ଓଡିଶା

ଟ୍ରେନ ଲାଇନରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର

mahabharatanews
(ମହାଭାରତ, କଣ୍ଟାବାଞ୍ଝି): କଣ୍ଟାବାଞ୍ଝି-ରାୟପୁର ଟ୍ରେନ ଲାଇନର ଡାବରୀ ନିକଟରୁ ଶନିବାର ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଶ୍ରମିକ ଜଣକ ଦାଦନ ଖଟିବା ପାଇଁ ତେଲେଙ୍ଗାନାର ପୈ÷ଦାପଲ୍ଲୀ ଯାଇଥିଲେ ବୋଲି ପ୍ରାଥମିକ...
ଓଡିଶା

ଭ୍ରଷ୍ଟ ରାଜନେତାଙ୍କ ପାଇଁ ଦୁଷ୍କର୍ମ ବଢୁଛି: ସ୍ୱାମୀ

mahabharatanews
(ମହାଭାରତ/ନୂଆଦିଲ୍ଲୀ): ଉନ୍ନାଓ ଦୁଷ୍କର୍ମ ପୀଡିତାର ମୃତ୍ୟୁ ପରେ ସାରା ଦେଶରେ ରାଜନୀତି ସରଗରମ ହୋଇଛି । ବିରୋଧୀ ଉତ୍ତର ପ୍ରଦେଶ ସରକାରକୁ ଘେରୁଥିବା ବେଳେ ବିଜେପିର ସାଂସଦ ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି, ଭ୍ରଷ୍ଟ ରାଜନେତାଙ୍କ...
ଓଡିଶା

ମାଓ ବିସ୍ପୋରଣର ଶିକାର ହେଲେ ଯବାନ

mahabharatanews
(ମହାଭାରତ/ରାଞ୍ଚି): ଋାଞ୍ଚି ନିକଟରେ ରବିବାର ଦୁଇ ଜଣ ଯବାନ ଆଇଡି ବିସ୍ପୋରଣର ଶିକାର ହୋଇଛନ୍ତି । ମାଓବାଦୀମାନେ ରାଞ୍ଚି ଠାରୁ ଅଳ୍ପ ଦୂରରେ ଏହି ବିସ୍ଫୋରଣ କରିଛନ୍ତି । ସୂଚନା ଅନୁଯାୟୀ, ଶନିବାର ଝାଡଖଣ୍ଡର...