ଓଡିଶାକୋଣାର୍କ ଉତ୍ସବର ୨ୟ ଦିବସରେ ଇଣ୍ତୋନେସିଆ ବାଲିନିଜ ନୃତ୍ୟmahabharatanewsDecember 3, 2019 by mahabharatanewsDecember 3, 20190334 (ଜୟନ୍ତ କୁମାର ସେଠୀ)ଗୋପ: ମୁକ୍ତ ଅ।କାଶ ରଙ୍ଗ ମଂଚରେ ଅ।ୟୋଜିତ କୋଣାର୍କ ଉତ୍ସବ ୨୦୧୯ର ୨ୟ ସଂଧ୍ୟାରେ ପ୍ରଥମ ଉପସ୍ଥାପନା ଥିଲା ଇଣ୍ଡୋନେସିଅ।ରୁ ଅ।ସିଥିବା କଳାକାରଙ୍କ ଦ୍ଵାରା ରାମାୟଣ ମହାକାବ୍ୟ ଅଧାରିତ ସୀତା ହରଣ...
ଓଡିଶାମୟୁରଭଞ୍ଜ ଅଧ୍ୟାପିକା ଆତ୍ମହତ୍ୟା ଘଟଣାର ତଦନ୍ତ ପାଇଁ ପହଞ୍ଚିଲେ ମହିଳା କମିଶନmahabharatanewsDecember 3, 2019 by mahabharatanewsDecember 3, 20190297 (ସତ୍ୟନାରାୟଣ ପାଲ)ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପିକାଙ୍କ ଆତ୍ମହତ୍ୟା ମାମଲାକୁ ନେଇ ସାରା ରାଜ୍ୟରେ ବିକ୍ଷୋଭ ଲାଗି ରହିଛି। ଏହାରି ମଧ୍ୟରେ ମଙ୍ଗଳବାର ରାଜ୍ୟ ମହିଳା କମିଶନ ଡକ୍ଟର...
ଓଡିଶାରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା କାର୍ୟ୍ୟାଳୟ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସmahabharatanewsDecember 3, 2019 by mahabharatanewsDecember 3, 20190286 (ସତ୍ୟନାରାୟଣ ପାଲ)ରାଇରଙ୍ଗପୁର: ଡିସେମ୍ବର ୩ ବିଶ୍ୱ ଭିନ୍ନକ୍ଷମ ଦିବସ । ଏହି ଅବସରରେ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା କାର୍ୟ୍ୟାଳୟ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିନେଇ ଦିବ୍ୟାଙ୍ଗ ମାନଙ୍କ...
ଓଡିଶାସ୍କୁଲ ମରାମତିକୁ ନେଇ ଉତ୍ତେଜନାmahabharatanewsDecember 3, 2019 by mahabharatanewsDecember 3, 20190315 (ଅଜିତ ସାହୁ/ଜଳେଶ୍ୱର)ମହାଭାରତ: ପ୍ରତ୍ୟେକ ସ୍କୁଲର ରକ୍ଷାଣାବେକ୍ଷଣ ,ତଦାରଖ ପାଇଁ ପ୍ରତି ସ୍କୁଲ ରେ ପରିଚାଳନା କମିଟି ଗଠନ କରିଛନ୍ତି। ହେଲେ ପରିଚାଳନା କମିଟି କିମ୍ବା ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ଅଗୋଚରରେ ସ୍କୁଲ ରେ ମରାମତି...
ଓଡିଶାବିକ୍ରମ ଲ୍ୟାଣ୍ଡର ଭଗ୍ନାବଶେଷmahabharatanewsDecember 3, 2019December 3, 2019 by mahabharatanewsDecember 3, 2019December 3, 20190386 (ୱାଶିଂଟନ/ମହାଭାରତ): ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରି ନ ପାରି ଚନ୍୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଖସି ପଡିଥିଲା । ଏବେ ଏହାର ଭଗ୍ନାବଶେଷ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା)କୁ ମିଳିଛି । ଚନ୍ଦ୍ରପୃଷ୍ଠରେ କ୍ରାସ...
ଓଡିଶାମଧ୍ୟାହ୍ନ ଭୋଜନରେ ନିମ୍ନମାନର ଖାଦ୍ୟ ଦେଇ ଅର୍ଥ ହଡପ ଅଭିଯୋଗmahabharatanewsDecember 3, 2019 by mahabharatanewsDecember 3, 20190399 (ମହାଭାରତ/କନ୍ଧମାଳ): କନ୍ଧମାଳ ଜିଲ୍ଲାର ପ୍ରତ୍ୟକ ବିଦ୍ୟାଳୟରେ ସରକାର ଯୋଗାଇ ଦେଇଛନ୍ତି ମଧ୍ୟ୍ୟହ୍ନ ଭୋଜନ । କିନ୍ତୁ କିଛି ଲୋଭି ପ୍ରଧାନ ଶିକ୍ଷକ ପିଲାଙ୍କ ପେଟରୁ ଦାନା କାଟି ବଳକା ଅର୍ଥକୁ ନିଜର ପକେଟ ଗରମ...
ଅପରାଧଓଡିଶା୧୬ ହଜାର କଫ୍ ସିରପ୍ ବୋତଲ ଜବତmahabharatanewsDecember 3, 2019 by mahabharatanewsDecember 3, 20190333 (ମହାଭାରତ, ବଲାଙ୍ଗୀର): ବଲାଙ୍ଗୀରର ଯୁବବର୍ଗ କଫ ସିରପ୍କୁ ନିଶାର ବିକଳ୍ପ ଭାବେ ବ୍ୟବହାର କରୁଛନ୍ତି । ଏହାର ଫାଇଦା ନେଉଛନ୍ତି ଚୋରା ବେପାରବୀ । ବାରମ୍ବାର ଗିରଫ ହେବା ପରେ ମଧ୍ୟ ଜାମିନରେ ଆସି...
ଓଡିଶାଚାଷୀ ନେତା କୁଞ୍ଜ ବିହାରୀ ବାରିକଙ୍କ ଶ୍ରଦ୍ଧାଞ୍ଜଳି ସଭାmahabharatanewsDecember 3, 2019 by mahabharatanewsDecember 3, 20190344 (ବରଗଡ /ମହାଭାରତ) : ବରଗଡ ଜିଲ୍ଲା ବରପାଲି ଗଙ୍ଗାଧର ସ୍ମୁତି ଭବନ ଠାରେ ବିଶିଷ୍ଠ ଚାଷୀ ନେତା କୁଞ୍ଜବିହାରି ବାରିକଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ହୁସି ମେହେରଙ୍କ ସଭାପତିତ୍ୱରେ...
ଓଡିଶାରାସ୍ତା ତଳକୁ ଓଲଟି ପଡିଲା ଆମ୍ବୁଲାନ୍ସmahabharatanewsDecember 3, 2019 by mahabharatanewsDecember 3, 20190339 (ମହାଭାରତ, ସୋନପୁର): ସୋନପୁର-ବଲାଙ୍ଗୀର ରାସ୍ତାର ଖାରୀ ନିକଟରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆମ୍ବୁଲାନ୍ସଟି ରାସ୍ତା ତଳକୁ ଓଲଟି ପଡିଛି । ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି । ସୂଚନା...
ଓଡିଶାପୋଲ ତଳକୁ ବାଇକ ଖସି ୨ ମୃତmahabharatanewsDecember 3, 2019 by mahabharatanewsDecember 3, 20190363 (ମହାଭାରତ, ରେଢାଖୋଲ): ରେଢାଖୋଲ ଥାନା ଅନ୍ତର୍ଗତ ଲଇଣ୍ଡାମାଲ ପୋଲ ତଳକୁ ଏକ ବାଇକ ଖସି ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଦ୍ୱୟ ବୀରମହାରାଜପୁର ଥାନା ବାଘବର ପଞ୍ଚାୟତର ଫୁଲଚରା ଗାଁର ବାସିନ୍ଦା...