ଓଡିଶାରାଜନୀତିରଥଯାତ୍ରାକୁ ନେଇ କୌଣସି ବୟାନ ଦେବାକୁ ବିଜେଡିର ବାରଣmahabharatanewsJune 18, 2020 by mahabharatanewsJune 18, 20200291 ଭୁବନେଶ୍ୱର: ସୁପ୍ରିମ କୋର୍ଟ ଚଳିତ ବର୍ଷ ରଥଯାତ୍ରା ଉପରେ ରୋକ ଲଗାଇବା ପରେ ବିଜେଡି ହେଡ କ୍ୱାଟରରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ରଥଯାତ୍ରାକୁ ନେଇ କୋର୍ଟଙ୍କ ନିର୍ଦ୍ଦେଶ ଉପରେ ଦଳ ତରଫରୁ...
ରାଜନୀତିସିଦ୍ଧୁ ଆପରେ ସାମିଲ ହୋଇ ପାରନ୍ତିmahabharatanewsJune 5, 2020 by mahabharatanewsJune 5, 20200325 ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁ ଆମ ଆଦମୀ ପାର୍ଟିରେ ସାମିଲ ହେବାକୁ ନେଇ ଚର୍ଚ୍ଚା ହେଉଛି । ସେ ବର୍ତ୍ତମାନ କଂଗ୍ରେସରେ ଥିଲେ ମଧ୍ୟ...
ରାଜନୀତିପଦ୍ମ ଛାଡିଲେ ଜଗନ୍ନାଥ: ବିକଳ୍ପ!mahabharatanewsJune 2, 2020June 2, 2020 by mahabharatanewsJune 2, 2020June 2, 20200295 ଭୁବନେଶ୍ୱର: ବାବୁ ସିଂହ ବିଜେପି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ହେବାର ମାତ୍ର କିଛି ସମୟ ମଧ୍ୟରେ ମଧ୍ୟମ ଭୁବନେଶ୍ୱରର ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିବା ଜଗନ୍ନାଥ ପ୍ରଧାନ ପଦ୍ମ ଛାଡି ଦେଲେ ।...
ରାଜନୀତିକର୍ମଚାରୀ ଘରୁ କାମ କରିବାକୁ ଟ୍ୱିଟର ଦେଲା ଅନୁମତିmahabharatanewsMay 13, 2020September 25, 2021 by mahabharatanewsMay 13, 2020September 25, 20210380 ନୂଆଦିଲ୍ଲୀ: କରୋନା ଭାଇରସ୍ ପାଇଁ କର୍ମଜୀବୀମାନଙ୍କର କାମ କରିବାର ଶୈଳୀ ବଦଳି ଯାଇଛି । ଅନେକ ଅଫିସ୍ରେ ତାଲା ଝୁଲୁଛି ତ ଅନେକର କର୍ମଚାରୀମାନଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ମିଳିଛି । କରେ।।ନାକୁ...
ରାଜନୀତିପ୍ରବାସୀ ଶ୍ରମିକଙ୍କ ରେଳ ଭଡ଼ା ଦେବ କଂଗ୍ରେସmahabharatanewsMay 4, 2020 by mahabharatanewsMay 4, 20200320 (ମମତା ସାମଲ ): ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କୁ ସାହାଯ୍ୟ କରିବ କଂଗ୍ରେସ। ଘରକୁ ଫେରୁଥିବା ସମସ୍ତ ଶ୍ରମିକଙ୍କ ରେଳ ଭଡ଼ା ଦେବ କଂଗ୍ରେସ। ଶ୍ରମିକଙ୍କୁ ସାହାଯ୍ୟ କରିବାକୁ ନେଇ ଘୋଷଣା କରିଛନ୍ତି...
ରାଜନୀତିପ୍ରତି ପରିବାରକୁ ସାଢେ ୭ ହଜାର ସହାୟତା ଦେବାକୁ ପରାମର୍ଶmahabharatanewsApril 23, 2020 by mahabharatanewsApril 23, 20200288 ନୂଆଦିଲ୍ଲୀ: ଆଜି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି, ଦେଶରେ ୩ ସପ୍ତାହ ମଧ୍ୟରେ କରୋନା ସଂକ୍ରମଣ ଉଦ୍ବେଗଜନକଭାବେ କାୟା ବିସ୍ତାର କରି ଚାଲିଛି । ଏଥିସହ ଅଧିକ “ଟେଷ୍ଟ୍ କିଟ୍’ ପାଇଁ...
ରାଜନୀତିସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ: ‘‘ମିଳିମିଶି ଲଢ଼ିବା, କରୋନାକୁ ହରାଇ”mahabharatanewsApril 2, 2020 by mahabharatanewsApril 2, 20200244 (ମମତା ସାମଲ ): କରୋନା ମୁକାବିଲା ପାଇଁ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି। କେଉଁ ରାଜ୍ୟର କ’ଣ ସ୍ଥିତି ଅଛି ତାହା...
ରାଜନୀତିକରୋନା ମୁକାବିଲା ପାଇଁ ୨କୋଟି ୩ଲକ୍ଷ ଟଙ୍କାର ସହାୟତାmahabharatanewsApril 1, 2020 by mahabharatanewsApril 1, 20200284 (ଶୁଭସ୍ମିତା ଦାଶ): କରୋନା ମୁକାବିଲା ପାଇଁ ୨କୋଟି ୩ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି ଆସିକା ଏମ୍ପି ପ୍ରମିଳା ବିଷୋୟୀ । ଏମ୍ପି ବିଷୋୟୀ ୩ଲକ୍ଷ ଟଙ୍କାର ଏକ ଚେକ୍ ମୁଖ୍ୟନ୍ତ୍ରୀଙ୍କ ରିଲିଫ ଫଣ୍ଡ...
ରାଜନୀତିବିଜୁ ବାବୁଙ୍କ ଜୟନ୍ତୀରେ ବବିଙ୍କୁ ଭେଟିmahabharatanewsMarch 5, 2020 by mahabharatanewsMarch 5, 20200371 (ଆଦର୍ଶ ରାଉତ)ଭୁବନେଶ୍ୱର: କର୍ମ ହିଁ ଭଗବାନ। ଏହି ନୀତି ଯାଜପୁର ବିଧାୟକ ତଥା ବିଧାୟକ ଦଳର ସଭାପତି ପ୍ରଣବ ପ୍ରକାଶ ଦାସଙ୍କ କ୍ଷେତ୍ରରେ ପୂର୍ଣ୍ଣ ରୂପେ ପ୍ରତିଫଳିତ ହେଉଥିବା ଦେଖିବାକୁ ମିଳିଛି । ଦଳର...
ରାଜନୀତିମଧ୍ୟପ୍ରଦେଶରେ ବିଜେପି ଘୋଡା ବେପାର ଚଳାଇଛି: ଦିଗବିଜୟ ସିଂହmahabharatanewsMarch 3, 2020 by mahabharatanewsMarch 3, 20200252 (ନୂଆଦିଲ୍ଲୀ): ମଧ୍ୟପ୍ରଦେଶରେ ବିଜେପି ଘୋଡା ବେପାର କରି ବିରୋଧୀ ନେତାଙ୍କୁ ଦିଲ୍ଲୀ ଆଣୁଛି । ଏଭଳି ଅଭିଯୋଗ ଆଣିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ । ଆଗକୁ...