Category : ରାଜନୀତି

ରାଜନୀତି

ପୁଣି ଶାଶୁ ଘର ଲୋକଙ୍କ ବିରୋଧରେ ଅଭିଯୋଗ ଆଣିଲେ ଐଶ୍ୱର୍ଯ୍ୟା

mahabharatanews
(ପାଟନା): ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ଲାଲୁପ୍ରସାଦ ଯାଦବଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟ ରବିବାର ସନ୍ଧ୍ୟାରେ ତାଙ୍କ ଶାଶୁ ତଥା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ରାବଡି ଦେବୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ।...
ରାଜନୀତି

ଅ।ଜମଙ୍କ ପୁଅଙ୍କ ବିଧାୟକ ପଦ ରଦ୍ଦ

mahabharatanews
ଆଲହାବାଦ: ଜାଲ୍ ସାର୍ଟିଫିକେଟ ଦାଖଲ କରି ର୍ନିବାଚନ ଜିତିଥିବା ଅଭିଯୋଗରେ ଅ।ହ୍ଲାବାଦ ହାଇକୋର୍ଟ ଉତ୍ତର ପ୍ରଦେଶ ସୁଅର ବିଧାନସଭାର ବିଧାୟକ ଅବଦୁଲ୍ଲା ଅ।ଜମ ଖାନଙ୍କ ପଦବୀ ରଦ୍ଦ କରିଛନ୍ତି । ଅବଦୁଲ୍ଲା ହେଉଛନ୍ତି ଉତ୍ତର...
ରାଜନୀତି

ରାମ ମନ୍ଦିର ନିର୍ମାଣ ପାଇଁ ସାହାଯ୍ୟ ମାଗିଲେ ଯୋଗୀ

mahabharatanews
(ମହାଭାରତ, ରାଞ୍ଚି): ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଲୋକଙ୍କୁ ସହାୟତା କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଗତ ଶୁକ୍ରବାର ଝାଡଖଣ୍ଡରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ...
ରାଜନୀତି

ବିଜେପି ଦେଶର ସମ୍ବିଧାନ ପାଇଁ ବିପଦ: ପ୍ରିୟଙ୍କା

mahabharatanews
(ନୂଆଦିଲ୍ଲୀ): ଦେଶରେ ଆର୍ଥିକ ମାନ୍ଦାବସ୍ଥା, ବେକାରୀ ସମସ୍ୟା, ମହିଳା ସୁରକ୍ଷା ଏବଂ ଚାଷୀ ସମସ୍ୟାକୁ ନେଇ ମୋଦି ସରକାରକୁ ଘେରିବା ଲାଗି କଂଗ୍ରେସ ପକ୍ଷରୁ ନୂଆଦିଲ୍ଲୀର ରାମଲୀଳା ମଇଦାନରେ ଭାରତ ବଞ୍ଚାଅ ରାଲି ଆୟୋଜିତ...
ରାଜନୀତି

ରାହୁଲଙ୍କ ମନ୍ତବ୍ୟକୁ ନେଇ ସଂସଦରେ ହଙ୍ଗାମା

mahabharatanews
ନୂଅ।ଦିଲ୍ଲୀ: ଆଜି ସଂସଦରେ କଂଗ୍ରେସ ସାଂସଦ ରାହୁଲଙ୍କ ମନ୍ତବ୍ୟକୁ ନେଇ ଦେଖା ଦେଇଛି ହଙ୍ଗାମା । ରାହୁଲ ଗାନ୍ଧୀଙ୍କ ରେପ୍ ଇନ୍ ଇଣ୍ଡିଆ ମନ୍ତବ୍ୟକୁ ନେଇ ଶୁକ୍ରବାର ସଂସଦରେ ହଙ୍ଗାମା ହୋଇଛି । ସଂସଦର...
ରାଜନୀତି

ନିର୍ବାଚନରେ ବିଜୟ ପରେ ମୋଦିଙ୍କ ବୋରିଶଙ୍କୁ ଶୁଭେଚ୍ଛା

mahabharatanews
ନୂଆଦିଲ୍ଲୀ: ବିପୁଳ ସଂଖ୍ୟାଗରିଷ୍ଠତା ସହ ଇଂଲଣ୍ଡର ସାଧାରଣ ର୍ନିବାଚନରେ ବିଜୟୀ ହୋଇଛନ୍ତି ବୋରିସ ଜନ୍ସନ । ଶୁକ୍ରବାର ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।...
ରାଜନୀତି

ମହାରଥୀଙ୍କ ଜନଶୁଣାଣି ଶିବିର

mahabharatanews
ଭୁବନେଶ୍ୱର, ଗୋପ: ପୁରୀ ଜିଲ୍ଲା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦ୍ୱାରା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ବ୍ଳକର ବିଭିନ୍ନ ପାଞ୍ଚାୟତରୁ ଅ।ସିଥିବା ଲୋକମାନଙ୍କ ଠାରୁ ଅଭିଯୋଗ ଶୁଣିବା ସହ ତୁରନ୍ତ...
Uncategorizedଅପରାଧରାଜନୀତି

ଦୁଷ୍କର୍ମ: ମାମଲାର ତୁରନ୍ତ ଶୁଣାଣି ପାଇଁ ୨୧୮ ଫାଷ୍ଟଟ୍ରାକ କୋର୍ଟ ଗଠନକୁ ଯୋଗୀଙ୍କ ମଞ୍ଜୁରୀ

mahabharatanews
(ମହାଭାରତ/ଉନ୍ନାଓ): ଉନ୍ନାଓ ଗଣଦୁଷ୍କର୍ମ-ହତ୍ୟା ଘଟଣା ପରେ ପୀଡିତା ପରିବାରକୁ ତୁରନ୍ତ ନ୍ୟାୟ ଦେବାକୁ ୟୁପି ସରକାର ରାଜ୍ୟରେ ୨୧୮ଟି ଫାଷ୍ଟଟ୍ରାକ୍ କୋର୍ଟ ଗଠନ କରିବାକୁ ମଞ୍ଜୁରୀ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଅ ।ଦିତ୍ୟନାଥଙ୍କ...
ଓଡିଶାରାଜନୀତି

ଚିଦାମ୍ବରମଙ୍କୁ ସର୍ତ୍ତମୂଳକ ଜାମିନ

mahabharatanews
(ମହାଭାରତ/ନୂଆଦିଲ୍ଲୀ): ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ବୁଧବାର ସୁପ୍ରିମକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି । ୧୦୭ ଦିନ ତିହାର ଜେଲରେ ରହିବା...
ଅପରାଧରାଜନୀତି

ସ୍ୱତନ୍ତ୍ର ଅଦାଲତରେ ତ୍ୱରିତ ବିଚାର ଓ ବଳାତ୍କାରୀଙ୍କୁ ଫାଶୀ ଦିଆଯାଉ : ରାଜ୍ୟ କଂଗ୍ରେସ

mahabharatanews
       (ଆଦର୍ଶ ରାଉତ)ଭୁବନେଶ୍ୱର: ପୁରୀ ସହରରେ ଜଣେ ଯୁବତୀକୁ କନେଷ୍ଟବଳ ଜିତେନ୍ଦ୍ର ସେଠୀ ଓ ତାର ସାଥିମାନେ ନିମାପଡ଼ାରୁ ଯୋର ଜବରଦସ୍ତି ଗାଡ଼ିରୁ ଉଠାଇନେଇ ପୁରୀଠାରେ ଗଣବଳାତ୍କାର କରିବା ନବୀନ ବାବୁଙ୍କ...