ଓଡିଶାଖେଳଭାରତବାରବାଟୀ ଅଭିମୁଖେ ବାହାରିଲେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍ର ଖେଳାଳିmahabharatanewsJune 12, 2022 by mahabharatanewsJune 12, 20220155 ଭୁବନେଶ୍ୱର: ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ଲାଗି ଦୁଇଟି ଟିମର ଖେଳାଳିମାନେ ସ୍ୱତନ୍ତ୍ର ବସ୍ ଯୋଗେ କଡା ସୁରକ୍ଷା ମଧ୍ୟରେ ହୋଟେଲ ମେଫେୟାରରୁ ବାହାରିଛନ୍ତି । ତେବେ ଖେଳାଳିଙ୍କ ବସ ଯେଉଁ ରୁଟ୍ ଦେଇ ଯିବ...
ଓଡିଶାଖେଳଆଜି ନବୀନଙ୍କୁ ଭେଟିବେ ସୌରଭ ଦାଦା mahabharatanewsJune 12, 2022 by mahabharatanewsJune 12, 20220215 ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ସୌରଭ ଗାଙ୍ଗୁଲି । ଅପରାହ୍ନ ୨ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅପରାହ୍ନ ୫ଟାରେ ସାକ୍ଷାତ...
ଓଡିଶାଖେଳଶ୍ରୀନାଥଙ୍କୁ ଭେଟିବାକୁ ମେ ଫେୟାର ହୋଟେଲ ପହଞ୍ଚିଥିଲେ ଓଡ଼ିଆ ଫ୍ୟାନ୍ସ ଦୀପକmahabharatanewsJune 11, 2022 by mahabharatanewsJune 11, 20220159 ଭୁବନେଶ୍ୱର: ଆଜି ଶ୍ରୀନାଥଙ୍କୁ ଭେଟିବାକୁ ମେ ଫେୟାର ହୋଟେଲ ପହଞ୍ଚିଥିଲେ ଓଡ଼ିଆ ଫ୍ୟାନ୍ସ ଦୀପକ ଓଝା । ଆଉ ସାଙ୍ଗରେ ନେଇଥିଲେ ରସଗୋଲା ଓ ଛେନାପୋଡ଼ । ସେହି ଓଡ଼ିଆ ଫ୍ୟାନ୍ସଙ୍କ ହାତରୁ ଗୁଡ଼...
ଓଡିଶାଖେଳଭାରତବାରବାଟୀରେ ମାସ୍କ ବାଧ୍ୟତାମୂଳକmahabharatanewsJune 11, 2022 by mahabharatanewsJune 11, 20220275 କଟକ: ଆସନ୍ତାକାଲି ବାରବାଟୀରେ ମହା ଲଢେଇ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦ୍ବିତୀୟ ଟି-ଟ୍ବେଣ୍ଟି । ଚଳଚଞ୍ଚଳ ହୋଇଉଠିଛି ପୁରା ଓଡିଶା । କୋଣସି ପ୍ରକାର ଗଣ୍ଡଗୋଳ ନ ହେବାକୁ...
ଖେଳବାରବାଟୀ ଟି-୨୦: ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମୁଖ୍ୟମନ୍ତ୍ରୀmahabharatanewsJune 11, 2022 by mahabharatanewsJune 11, 20220223 କଟକ: ଆସନ୍ତାକାଲି ବାରବାଟୀ ଟି-୨୦ ମ୍ୟାଚକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ କରିବେ । ଏଣୁ ଉଚ୍ଚସ୍ତରୀୟ ଅଧିକାରୀମାନେ ଶୁକ୍ରବାର ବାରବାଟୀକୁ ଆସି ସ୍ଥିତି...
ଖେଳଭାରତଦିଲ୍ଲୀ: ଗରମ ପ୍ରଭାବରୁ ଡ୍ରିଙ୍କ୍ ବ୍ରେକ୍ ରହିବ ପ୍ରତି ୧୦ ଓଭରରେmahabharatanewsJune 9, 2022 by mahabharatanewsJune 9, 20220282 ଦିଲ୍ଲୀ: ଦିଲ୍ଲୀରେ ଭୀଷଣ ଗରମର ମୁକାବିଲା କରିବାକୁ ପ୍ରତି ୧୦ ଓଭର ପରେ ହେବ ଡ୍ରିଙ୍କ୍ ବ୍ରେକ୍। ଭାରତରେ ଭୀଷଣ ଗରମ ମଧ୍ୟରେ ଟିମ୍ ଇଣ୍ଡିଆକୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ଟି ମ୍ୟାଚ୍ର ଲମ୍ବା...
ଖେଳଭାରତ – ଦକ୍ଷିଣ ଆଫ୍ରିକା ମ୍ୟାଚ ଖେଳିବେନି କେଏଲ୍ ରାହୁଲmahabharatanewsJune 8, 2022 by mahabharatanewsJune 8, 20220176 ଭୁବନେଶ୍ୱର: ବାରବାଟୀରେ ଖେଳା ଯିବାକୁ ଥିବା ଭାରତ – ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ରୁ କେଏଲ ରାହୁଲ ବାଦ୍ ପଡିବା ନେଇ ସୂଚନା ମିଳିଛି । ସେ ଆହତ ହୋଇଥିବା କାରଣରୁ ସମସ୍ତ ସିରିଜ୍ରୁ ବାଦ୍...
ଖେଳଭାରତବର୍ଷକୁ ଖେଳା ହେବ ଦୁଇ ଦୁଇ ଥର ଆଇପିଏଲmahabharatanewsJune 6, 2022 by mahabharatanewsJune 6, 20220144 ଦିଲ୍ଲୀ : ଦର୍ଶକମାନକ ପାଇଁ ଖୁସି ଖବର , ଏଣିକି ବର୍ଷକୁ ଦୁଇଟି ଆଇପିଏଲ ଖେଳାଯିବ । କିଛି ଦିନ ତଳେ ଆଇପିଏଲ ୨୦୨୨ ଶେଷ ହୋଇଛି । ଏହି ସିଜିନ୍ ଫୟାନ୍ସ ମାନଙ୍କୁ...
ଖେଳଭାରତପ୍ରତିପକ୍ଷ ଖେଳାଳିଙ୍କୁ ମାତ୍ର ୬୮ ମିନିଟରେ କଲେ ପରାସ୍ତ: ଇଗା ସ୍ୱିଆତେକmahabharatanewsJune 5, 2022 by mahabharatanewsJune 5, 20220230 ଦିଲ୍ଲୀ : ଫ୍ରେଞ୍ଚ ଓପନ ୨୦୨୨ ମହିଳା ସିଙ୍ଗଲ ଫାଇନାଲ ଜିତିଲେ ଇଗା ସ୍ୱିଆତେକ। ଦୁନିଆର ନଂ ୧ ଖେଳାଳି ଇଗା ସ୍ଵିଆତେକ ବୋଲି ଜଣାଯାଏ। ଏକକ ଫାଇନାଲରେ ଯୁବ ଖେଳାଳି କୋକୋ ଗଫଙ୍କୁ...
ଓଡିଶାଖେଳଭାରତବାରବାଟୀ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ଆରମ୍ଭmahabharatanewsJune 1, 2022 by mahabharatanewsJune 1, 20220291 କଟକ: ଆଜିଠୁ ଆରମ୍ଭ ହେଲା ବାରବାଟୀ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି । ଏହି ଟିକେଟ୍ ବିକ୍ରି ଉଭୟ ଅଫଲାଇନ ଓ ଅନଲାଇନରେ ହେବ । ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଛି ଟିକେଟ୍ ବିକ୍ରି ।...