ଓଡିଶାଖେଳରାଜ୍ୟ ସ୍ତରୀୟ କବାଡି ଚମ୍ପିୟନସିପରେ କଟକ ଚମ୍ପିୟନmahabharatanewsApril 4, 2022April 4, 2022 by mahabharatanewsApril 4, 2022April 4, 20220308 ପୁରୀ : ରାଜ୍ୟ ସ୍ତରୀୟ କବାଡି ଚମ୍ପିୟନସିପର ପୁରୁଷ ବିଭାଗ ଫାଇନାଲରେ ଢେଙ୍କାନାଳ ଓ କଟକ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ କଟକ (୨୭ ପଏଣ୍ଟ) ଚମ୍ପିୟନ ହୋଇଥିବା ବେଳେ ଢେଙ୍କାନାଳ (୧୬ ପଏଣ୍ଟ) ରନର୍ସଅପ ହୋଇଛି...
ଖେଳଜିତ୍ ପରେ ବି ମିଳିଲାନି ଆଇପିଏଲ୍ ୨୦୨୨ ପଏଣ୍ଟ ଟେବୁଲରେ ଆରସିବିକୁ ସ୍ଥାନ, ଜାଣନ୍ତୁ କ’ଣ ରହିଛି କାରଣ …mahabharatanewsMarch 31, 2022 by mahabharatanewsMarch 31, 20220364 ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୨ରେ ବୁଧବାର ଦିନ ଏକ ଦମଦାର ମ୍ୟାଚ୍ ଦେଖିବାକୁ ମିଳିଥିଲା | ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚଳିତ ବର୍ଷ ସିଜିନର ପ୍ରଥମ ବିଜୟ ଦଳ ହୋଇଥିବା ସମୟରେ...
ଖେଳଭାରତୀୟ ଜାତୀୟ ସିନିୟର ମହିଳା ଦଳର ଦୁଇଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚର ଲାଇଭ ଷ୍ଟ୍ରିମିଂmahabharatanewsMarch 30, 2022 by mahabharatanewsMarch 30, 20220179 ନୂଆଦିଲ୍ଲୀ: ଇଜିପ୍ଟ ଏବଂ ଜୋର୍ଡାନ ବିପକ୍ଷରେ ଭାରତୀୟ ସିନିୟର ମହିଳା ଜାତୀୟ ଦଳର ଦୁଇଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚର ଲାଇଭ ଷ୍ଟ୍ରିମିଂ ଜୋର୍ଡାନ ଏଫଏର ଅଫିସିଆଲ ୟୁଟ୍ୟୁବ ହ୍ୟାଣ୍ଡେଲରେ ଉପଲବ୍ଧ ହେବ। ଗୋଆର ଏକ ପ୍ରସ୍ତୁତି...
ଓଡିଶାଖେଳଭାରତସ୍ବର୍ଣ୍ଣ ପଦକ ସହ ନୂଆ ରେକର୍ଡ ସୃଷ୍ଟି କଲେ ପୁନମmahabharatanewsMarch 28, 2022 by mahabharatanewsMarch 28, 20220332 ଭୁବନେଶ୍ୱର: ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଭାରତୀୟ ଭାରୋତ୍ତୋଳନ ମହାସଂଘର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କିଟ ବିଶ୍ୱବିଦ୍ୟାଳୟ ଇନଡୋର ହଲରେ ଚାଲିଥିବା ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପରେ ଆଜି ୭୬ କେଜି ବରିଷ୍ଠ...
ଓଡିଶାଖେଳସାରା ବିଶ୍ୱରେ ଓଡ଼ିଶା ପାଇଁ ସୁନାମ ଆଣିଛ, ତୁମେ ମାନେ ଓଡ଼ିଶାର ଗୌରବ: ମୁଖ୍ୟମନ୍ତ୍ରୀmahabharatanewsMarch 26, 2022 by mahabharatanewsMarch 26, 20220345 ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ଦୁଇ ଓଡିଆ ଆନ୍ତର୍ଜାତିକ କ୍ରୀଡା ପ୍ରତିଯୋଗୀ ଶ୍ରୀୟଙ୍କା ଷଡଙ୍ଗୀ ଓ ଜୟନ୍ତୀ ବେହେରାଙ୍କୁ ନବୀନ ନିବାସ ଠାରେ ସମ୍ବର୍ଦ୍ଧିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି...
ଖେଳଭାରତସିଏସକେ କ୍ୟାପଟେନ୍ସି ଛାଡ଼ିଲେ ଧୋନି, ଜାଡେଜା ସମ୍ଭାଳିବେ ଦଳର କମାଣ୍ଡmahabharatanewsMarch 24, 2022March 24, 2022 by mahabharatanewsMarch 24, 2022March 24, 20220163 ନୂଆଦିଲ୍ଲୀ: ଆଇପିଏଲ ୨୦୨୨ ଆରମ୍ଭରୁ ମହେନ୍ଦ୍ର ସିଂ ଧୋନି ଚେନ୍ନାଇ ସୁପର କିଙ୍ଗସର ଅଧିନାୟକତ୍ୱ ଛାଡିଛନ୍ତି। ତେବେ ଧୋନିଙ୍କ ସ୍ଥାନରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଦିଆଯାଇଛି ଏହି ବଡ଼ ଦାୟିତ୍ୱ | ଧୋନିଙ୍କ ସ୍ଥାନରେ...
ଖେଳଭାରତଆଇପିଏଲ ୨୦୨୨ର କମେଣ୍ଟ୍ରି ଟିମ୍ ଘୋଷଣାmahabharatanewsMarch 22, 2022March 22, 2022 by mahabharatanewsMarch 22, 2022March 22, 20220346 ନୂଆଦିଲ୍ଲୀ : କ୍ରିକେଟ ଦୁନିଆର ସବୁଠୁ ବଡ ମଞ୍ଚ ଆଇପିଏଲ ଚଳିତ ବର୍ଷ ମାର୍ଚ୍ଚ ୨୬ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏଥର ଆଇପିଏଲରେ ୧୦ଟି ଦଳ ମଧ୍ୟରେ ମୁକାବିଲା ହେବାକୁ ଥିବା ବେଳେ...
ଖେଳବିଶ୍ୱଭାରତଅଲ ଇଂଲଣ୍ଡ ସୁପର ୧୦୦ ବ୍ୟାଡମିଣ୍ଟନ ଟାଇଟଲ ହାସଲ ନେଇ ମଉଳିଲା ଲକ୍ଷ୍ୟଙ୍କ ସ୍ୱପ୍ନmahabharatanewsMarch 21, 2022March 21, 2022 by mahabharatanewsMarch 21, 2022March 21, 20220250 ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ ତାରକା ଲକ୍ଷ୍ୟ ସେନ୍ଙ୍କ ଅଲ ଇଂଲଣ୍ଡ ସୁପର ୧୦୦ ବ୍ୟାଡମିଣ୍ଟନ ଟାଇଟଲ ହାସଲର ସ୍ୱପ୍ନ ମଉଳି ଯାଇଛି । ଲକ୍ଷ୍ୟ ସେନ ରବିବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ଫାଇନାଲ୍ ରେ...
ଖେଳଭାରତଆଜିର ଦିନରେ ଶତକ ହାସଲ କରିଥିଲେ ସଚିନmahabharatanewsMarch 16, 2022 by mahabharatanewsMarch 16, 20220180 ନୂଆଦିଲ୍ଲୀ : ଆଜି ହେଉଛି ମାର୍ଚ୍ଚ ୧୬ ତାରିଖ । କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଏକ ବିଶେଷ ଦିନ । ୨୦୧୨ ମସିହା ଆଜିର ଦିନରେ ମିରପୁର ଠାରେ ଅନୁଷ୍ଠିତ ଭାରତ ବାଂଲାଦେଶ ମ୍ୟାଚ୍ରେ...
ଖେଳଭାରତଦ୍ୱିତୀୟ ଦିନରେ ୧୪ ୱିକେଟmahabharatanewsMarch 14, 2022March 14, 2022 by mahabharatanewsMarch 14, 2022March 14, 20220296 ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଉଥିବା ଦ୍ୱତୀୟ ଟେଷ୍ଟର ଦ୍ୱତୀୟ ଦିନରେ ମଧ୍ୟ ବୋଲର ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିଛନ୍ତି । ପ୍ରଥମ ଦିନରେ ୧୬ ଓ୍ବିକେଟ୍ ପଡିଥିବା ବେଳେ...