ଖେଳ

ଭାରତୀୟ ଜାତୀୟ ସିନିୟର ମହିଳା ଦଳର ଦୁଇଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚର ଲାଇଭ ଷ୍ଟ୍ରିମିଂ

ନୂଆଦିଲ୍ଲୀ: ଇଜିପ୍ଟ ଏବଂ ଜୋର୍ଡାନ ବିପକ୍ଷରେ ଭାରତୀୟ ସିନିୟର ମହିଳା ଜାତୀୟ ଦଳର ଦୁଇଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚର ଲାଇଭ ଷ୍ଟ୍ରିମିଂ ଜୋର୍ଡାନ ଏଫଏର ଅଫିସିଆଲ ୟୁଟ୍ୟୁବ ହ୍ୟାଣ୍ଡେଲରେ ଉପଲବ୍ଧ ହେବ। ଗୋଆର ଏକ ପ୍ରସ୍ତୁତି ଶିବିରରେ ଥିବା ବ୍ଲ୍ୟୁ ଟାଇଗ୍ରେସ୍ ଏପ୍ରିଲ୍ ୫ ରେ ଇଜିପ୍ଟ ଏବଂ ୮ ଏପ୍ରିଲ ୨୦୨୨ ରେ ଜୋର୍ଡାନରେ ଖେଳିବାର କାର୍ୟ୍ୟକ୍ରମ ରହିଛି। ଜାର୍କାର ପ୍ରିନ୍ସ ମହମ୍ମଦ ଷ୍ଟାଡିୟମରେ ଜୋର୍ଡାନ ସମୟ ୧୦:୩୦ ରେ ଉଭୟ ମ୍ୟାଚ୍ ଆରମ୍ଭ ହେବ। ଏହି ଦଳ ଏପ୍ରିଲ ୨, ୨୦୨୨ ରେ ଜୋର୍ଡାନ ଅଭିମୁଖେ ଯାତ୍ରା କରିବ ।

Related posts

କ୍ରିକେଟର ଅମିତ ମିଶ୍ରାଙ୍କ ନାମରେ ଯୌତୁକ ଏବଂ ନିର୍ଯାତନା ଅଭିଯୋଗ ଆଣିଲେ ପତ୍ନୀ

mahabharatanews

ଦୁଇଦିନ ଧରି ମହୋଦଧି ବେଳାଭୂମିରେ ଅଲ ଓଡିଶା ବିଚ କୁସ୍ତି ଚମ୍ପିୟନସିପ୍ ଅନୁଷ୍ଠିତ

mahabharatanews

ଗୋଟିଏ ପଦକ ପାଇଲେ ଦୁଇ ଖେଳାଳୀ

mahabharatanews