ଖେଳରାଜସ୍ଥାନ ରୟାଲସ କ୍ୟାପଟେନ ହେବେ ରବୀନ୍ଦ୍ର ଜାଡେଜା!mahabharatanewsJanuary 6, 2026 by mahabharatanewsJanuary 6, 202607 ଉଦଘାଟନୀ ଆଇପିଏଲ ବିଜେତା ରାଜସ୍ଥାନ ରୟାଲ୍ସ ଆଇପିଏଲ 2026 ପୂର୍ବରୁ ସେମାନଙ୍କର ଅଧିନାୟକତ୍ୱ ଯୋଜନାକୁ ନେଇ ନୂତନ କଳ୍ପନାଜଳ୍ପନା ଆରମ୍ଭ କରିଛି ଏବଂ ରବିନ୍ଦ୍ର ଜାଡେଜାଙ୍କ ନାମ ଏହାର କେନ୍ଦ୍ରରେ ଅଛି। ଫ୍ରାଞ୍ଚାଇଜ୍ ସୋସିଆଲ...
ଖେଳ୨୪ ବଲରେ ବିସ୍ଫୋରକ ୬୮ ରନ୍ କରିଛନ୍ତି ବୈଭବ ସୂର୍ଯ୍ୟବଂଶୀmahabharatanewsJanuary 6, 2026 by mahabharatanewsJanuary 6, 202606 ମାତ୍ର ୨୪ ବଲରେ ବିସ୍ଫୋରକ ୬୮ ରନ୍ କରିଛନ୍ତି ଭାରତର ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ । ସେ ମାତ୍ର ୧୯ଟି ବଲରେ କେବଳ ଛକା ଜରିଆରେ ଅର୍ଦ୍ଧଶତକ ପୂର୍ଣ୍ଣ କରିଥିଲେ । ଅଧିନାୟକ...
bharatଖେଳଦେଶ ବିଦେଶବିଶ୍ୱବାଂଲାଦେଶ ଖେଳାଳିଙ୍କୁ ଆଇପିଏଲ୍ରୁ ବାଦ କରିବା ପରେ ଜଳୁଛି ବାଂଲାଦେଶ କ୍ରିକେଟ୍ ବୋର୍ଡmahabharatanewsJanuary 4, 2026 by mahabharatanewsJanuary 4, 2026026 ଦିନକୁ ଦିନ ବଢି ବଢି ଚାଲିଛି ବାଂଲାଦେଶ ଓ ଭାରତ ମଧ୍ୟରେ ତିକ୍ତତାର ସୀମା । ଯାହା ବର୍ତ୍ତମାନ କ୍ରିକେଟ୍ ମଇଦାନକୁ ଆସିଲାଣି । ଆଇପିଏଲରୁ ବାଂଲାଦେଶ ଖେଳାଳି ମୁସ୍ତାଫିଜୁର ରେହମାନଙ୍କୁ ବିଦା କରାଯିବା...
ଖେଳଦେଶ ବିଦେଶଟି-୨୦ ବିଶ୍ୱକପ ୨୦୨୬ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା କରିଛିmahabharatanewsJanuary 2, 2026 by mahabharatanewsJanuary 2, 2026011 ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା କରିଛି । ଦଳକୁ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ଓ ଜୋଶ ହେଜଲଉଡଙ୍କ କମବ୍ୟାକ୍ ହୋଇଛି । ଆଇପିଏଲରେ ପଞ୍ଜାବ କିଙ୍ଗ୍ସ ପାଇଁ ଖେଳୁଥିବା...
ଖେଳଦେଶ ବିଦେଶଅଗଷ୍ଟ ମାସରେ ବାଂଲାଦେଶ ଗସ୍ତରେ ଯିବ ଭାରତୀୟ କ୍ରିକେଟ ଦଳmahabharatanewsJanuary 2, 2026 by mahabharatanewsJanuary 2, 2026037 ବାଂଲାଦେଶ କ୍ରିକେଟ୍ ବୋର୍ଡ ଶୁକ୍ରବାର ଘୋଷଣା କରିଛି ଯେ ଚଳିତ ବର୍ଷ ସେପ୍ଟେମ୍ବରରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଏବଂ ଟି-୨୦ ସିରିଜ୍ ପାଇଁ ଭାରତକୁ ଆତିଥ୍ୟ ଦେବ । କିନ୍ତୁ...
ଖେଳରୋହିତ-କୋହଲି କ୍ରେଜ୍, ୮ ମିନିଟରେ ସରିଗଲା ଓଡିଆଇ ଟିକେଟ୍mahabharatanewsJanuary 2, 2026 by mahabharatanewsJanuary 2, 202606 ଭାରତ ବନାମ ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍ ଜାନୁଆରୀ ୧୧ ତାରିଖରେ ଆରମ୍ଭ ହେବ। ଏହି ସିରିଜ୍ ରେ ମୋଟ ତିନୋଟି ମ୍ୟାଚ୍ ଖେଳାଯିବ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶୁଭମନ ଗିଲ୍ ଅଧିନାୟକ ଭାବରେ ଫେରିପାରନ୍ତି,...
ଖେଳବିଜୟ ହଜାରେ ଟ୍ରଫିକୁ ଫେରିବେ ଶୁଭମନ ଗିଲ!mahabharatanewsJanuary 2, 2026 by mahabharatanewsJanuary 2, 202609 ନିକଟରେ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁଭମନ ଗିଲଙ୍କୁ ୧୫ ଜଣିଆ ଦଳରେ ସାମିଲ କରାଯାଇ ନଥିଲା। ଭାରତର...
ଖେଳଭାରତମନୋରଞ୍ଜନ୫ ଘଣ୍ଟାରେ ବିରାଟଙ୍କ ପୋଷ୍ଟକୁ ୬.୬ ମିଲିୟନ ଲାଇକ୍mahabharatanewsJanuary 2, 2026 by mahabharatanewsJanuary 2, 202606 ନୂଆ ବର୍ଷକୁ ବିରାଟ କୋହଲି ତାଙ୍କ ପରିବାର ସହିତ ପାଳନ କରିଛନ୍ତି। କିଙ୍ଗ କୋହଲି ନୂତନ ବର୍ଷକୁ ଦୁବାଇରେ ପାଳନ କରୁଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ବିରାଟ ଏହାର ଫୋଟୋ ଗୁତିକୁ ସେୟାର...
ଖେଳଦେଶ ବିଦେଶ୫-୦ରେ ସିରିଜ ମୂଳପୋଛ କଲେ ଭାରତୀୟ ମହିଳା କ୍ରିକେଟ ଟିମ୍mahabharatanewsDecember 31, 2025 by mahabharatanewsDecember 31, 202507 ଭାରତ ଓ ଶ୍ରୀଲଙ୍କା ମହିଳା ଦଳ ମଧ୍ୟରେ ଅନୁଷ୍ଠିତ ପଞ୍ଚମ ଟି-ଟ୍ୱେଣ୍ଟି ମୁକାବିଲାରେ ଭାରତ ୧୫ ରନ୍ରେ ବିଜୟ ହାସଲ କରି ୫-୦ରେ ସିରିଜ ମୂଳପୋଛ କରିଛି । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ...
ଖେଳଦେଶ ବିଦେଶସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ଦକ୍ଷିଣ ଆଫ୍ରିକା ପାଇଁ କର ବା ମର ସ୍ଥିତିmahabharatanewsDecember 19, 2025 by mahabharatanewsDecember 19, 2025017 ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଆଜି ହେଉଛି ଶେଷ ମୁକାବିଲା । ଘନ କୁହୁଡ଼ି ପାଇଁ ଲକ୍ଷ୍ନୌରେ ଖେଳାଯିବାକୁ ଥିବା ଚତୁର୍ଥ ମୁକାବିଲା ବାତିଲ...