Uncategorizedଆସାମରେ ଶାନ୍ତି ପ୍ରତିଷ୍ଠା କରିବାକୁ ମୋଦିଙ୍କ ନିବେଦନmahabharatanewsDecember 12, 2019 by mahabharatanewsDecember 12, 20190366 (ମହାଭାରତ/ନୂଆଦିଲ୍ଲୀ): ନାଗରିକ ସଂଶୋଧନ ବିଧେୟକ ରାଜ୍ୟସଭାରେ ଅନୁମୋଦନ ହାସଲ କରିବା ପରେ ତୀବ୍ର ପ୍ରତିବାଦ କରୁଥିବା ଆସାମବାସୀଙ୍କୁ ଆଜି ପ୍ରଧାନମନ୍ତ୍ରୀ ରାଜ୍ୟରେ ଶନ୍ତି ରକ୍ଷା କରିବା ନିମନ୍ତେ ନିବଦେନ କରିଛନ୍ତି । ଏସଂପର୍କରେ ଟୁଇଟ...
Uncategorizedଅସ୍ତ୍ରବିରତି ଉଲଙ୍ଘନ କଲା ପାକିସ୍ତାନmahabharatanewsDecember 12, 2019 by mahabharatanewsDecember 12, 20190352 ( ଜମ୍ମୁ): ପାକିସ୍ତାନ ନିଜର ଅସ୍ତ୍ରବିରତି ଉଲଙ୍ଘନ କାର୍ଯ୍ୟ ଜାରି ରଖିଛି । ଗୁରୁବାର ପାକିସ୍ତାନ ସେନା ପକ୍ଷରୁ ପୁଞ୍ଚ ଜିଲ୍ଲାର ଶାହପୁର ଏବଂ କିରନୀ ସେକ୍ଟରରେ ଗୁଳି ବର୍ଷା ଜାରି ରହିଛି ।...
Uncategorizedନାଇଜରର ସେନା କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣmahabharatanewsDecember 12, 2019 by mahabharatanewsDecember 12, 20190372 (ନିଅମେ): ପଶ୍ଚିମ ଆଫ୍ରିକାର ଦେଶ ନାଇଜରର ଏକ ସେନା କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ପାଖାପାଖି ୩ ଘଣ୍ଟା ଧରି ଗୁଳି ବିନିମୟ ଚାଲିଥିଲା ବୋଲି...
Uncategorizedବିଚାର ବିଭାଗୀୟ ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶmahabharatanewsDecember 12, 2019December 12, 2019 by mahabharatanewsDecember 12, 2019December 12, 20190327 (ନୂଆଦିଲ୍ଲୀ): ତେଲେଙ୍ଗାନା ପୋଲିସ ଦ୍ୱାରା ୪ ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର ଘଟଣାର ଶୁଣାଣି କରି ଗୁରୁବାର ସୁପ୍ରିମକୋର୍ଟ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜଣେ ପୂର୍ବତନ ବିଚାରପତିଙ୍କ ନେତୃତ୍ୱରେ ୩ ଜଣିଆ...
Uncategorizedମୁସଲିମ ଲିଗ ପାଇଁ ଲଢିବେ କପିଲ ସିବଲ୍mahabharatanewsDecember 12, 2019 by mahabharatanewsDecember 12, 20190563 (ନୂଆଦିଲ୍ଲୀ): ନାଗରିକତା ସଂଶୋଧନ ବିଲ୍କୁ ସଂସଦ୍ୟ ଉଭୟ ଗୃହରୁ ସ୍ୱୀକୃତି ମିଳି ସାରିଛି । ଏହାପରେ ରାମନାଥ କୋବିନ୍ଦଙ୍କ ହସ୍ତାକ୍ଷର ପାଇଁ ପଠାଯାଇଛି । ଅନ୍ୟପଟେ ଗୁରୁବାର ଦିନ ଏହି ବିଲ୍ ବିରୋଧରେ ସର୍ବୋଚ୍ଚ...
Uncategorizedଆତଙ୍କୀ ପାଣ୍ଠି ସଂଗ୍ରହ ମାମଲାରେ ହାଫିଜ ଦୋଷୀ ସାବ୍ୟସ୍ତmahabharatanewsDecember 11, 2019 by mahabharatanewsDecember 11, 20190391 (ମହାଭାରତ/ଇସଲାମାବାଦ): ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦଙ୍କୁ ପାକିସ୍ତାନର ଆତଙ୍କବାଦ ନିରୋଧୀ କୋର୍ଟ ଆତଙ୍କୀଙ୍କ ପାଇଁ ପାଣ୍ଠି ସଂଗ୍ରହ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ପାକିସ୍ତାନ ଅନ୍ତର୍ଗତ ପଞ୍ଜାବ...
Uncategorizedନାଗରିକତା ସଂଶୋଧନ ବିଲ: ସମର୍ଥନ ଜୁଟାଇବାକୁ ପାକ ହିନ୍ଦୁଙ୍କ ଅନୁରୋଧmahabharatanewsDecember 11, 2019 by mahabharatanewsDecember 11, 20190499 (ମହାଭାରତ/ନୂଆଦିଲ୍ଲୀ): ନାଗରିକତା ସଂଶୋଧନ ବିଲ ଲୋକସଭାରେ ପାସ ହୋଇଛି । ଏହାରି ମଧ୍ୟରେ ପାକିସ୍ତାନ ହିନ୍ଦୁମାନେ ବିରୋଧୀଦଳର ନେତାଙ୍କୁ ଭେଟି ନାଗରିକତା ସଂଶୋଧନ ବିଲର ସମର୍ଥନ କରିବା ପାଇଁ ଅନୁରୋଧ କରିବାକୁ ନିଷ୍ପତ୍ତି ନେଇଛନ୍ତି...
Uncategorizedନାଗରିକତା ସଂଶୋଧନ ବିଧେୟକକୁ ନେଇ ରବିଶଙ୍କ ଜବାବmahabharatanewsDecember 11, 2019 by mahabharatanewsDecember 11, 20190332 (ମହାଭାରତ/ନୂଆଦିଲ୍ଲୀ): ନାଗରିକତା ସଂଶୋଧନ ବିଧେୟକତା ଉପରେ ଆମେରିକୀୟ ସଂସ୍ଥାର ମନ୍ତବ୍ୟ ଉପରେ କଡ଼ା ଜବାବ ରଖିଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ । ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି, ଭାରତ ସରକାର ଏହାର...
Uncategorizedଭାରତୀୟ ପୋଷାକ ପିନ୍ଧି ନୋବେଲ ପୁରସ୍କାର ଗ୍ରହଣ କଲେ ଅଭିଜିତ, ଇସ୍ତରmahabharatanewsDecember 11, 2019 by mahabharatanewsDecember 11, 20190302 (ଷ୍ଟକହୋମ୍): ନୋବେଲ ପୁରସ୍କାର ଗ୍ରହଣ କରିବାବେଳେ ଭାରତୀୟ ପରମ୍ପରାକୁ ଅଗ୍ରାଧିକାର ଦେଇଛନ୍ତି ପ୍ରଫେସର ଅଭିଜିତ ବାନାର୍ଜୀ । ସ୍ୱିଡେନ୍ର ଷ୍ଟକହୋମ କନସର୍ଟ ହଲ୍ରେ ଏହି ପୁରସ୍କାର ସମାରୋହ ଆୟୋଜନ କରାଯାଇଥିଲା । ପୁରସ୍କାର ଗ୍ରହଣ...
Uncategorizedଦି ମୁଣ୍ଡିଆ ସାପ ଦେଖିବାକୁ ଜନ ସମାଗମmahabharatanewsDecember 11, 2019 by mahabharatanewsDecember 11, 20190368 (ପ୍ରିୟଦର୍ଶନୀ ସ୍ୱାଈଁ/ମହାଭାରତ): ଦୁଇ ମୁଣ୍ଡିଆ ସାପ କଥା କହିଲେ କିଛି ଜଣ ଏହାକୁ ଗପ ଭାବି ଏଡ଼ାଇ ଦେଇଥାନ୍ତି । କିନ୍ତୁ ଏହି ଦୁଇ ମୁଣ୍ଡି଼ିଆ ସାପର ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି...