ଭାରତ

‘ତେଜସ’ ପରେ ଏବେ ଆଖି ବୁଜିଲା ଚିତାବାଘ ‘ସୁରଜ’

(ମଧ୍ୟପ୍ରଦେଶ) : କିଛି ଦିନ ବ୍ୟବଧାନ ପରେ ପୁଣି ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ ଚିତାବାଘ ମୃତ୍ୟୁ ଘଟଣା  । ଶୁକ୍ରବାର ଶିଓପୁର ଜିଲ୍ଲାର କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାବାଘର ମୃତ୍ୟୁ ହୋଇଛି। ଏହି ଚିତାର ନାମ ଥିଲା ସୁରଜ । ଦୁଇ ଦିନ ତଳେ ତେଜସ ନାମକ ଆଉ ଏକ ଚିତାବାଘର ମୃତ୍ୟୁ ହୋଇଥିଲା।

ସୂଚନାନୁଯାୟୀ , ଅତୀତରେ ତେଜସ ଓ ସୁରଜ ମଧ୍ୟରେ ଲଢେଇ ହୋଇଥିଲା। ଏହି ଲଢ଼େଇରେ ତେଜସ ବେକରେ ଗଭୀର ଆଘାତ ଲାଗିବାରୁ ତାର ମୃତ୍ୟୁ ଘଟିଥିଲା। ଏହି ସଂଘର୍ଷରେ ସୁରଜ ମଧ୍ୟ ଗୁରୁତର ଆହତ ହୋଇଥିଲା । ଏହି ଆଘାତ ଯୋଗୁଁ ସୁରଜର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।

Related posts

ହୁ ହୁ ହୋଇ ଜଳିଗଲା ସୁପରଫାଷ୍ଟ ଏକ୍ସପ୍ରେସର ୩ବଗି

mahabharatanews

୯ରୁ ଦିଲ୍ଲୀରେ ଶୀତକାଳୀନ ଛୁଟି

mahabharatanews

ଆଥଲେଟଙ୍କୁ ସମ୍ମାନିତ କଲେ ୫ଟି ସଚିବ

mahabharatanews