Uncategorized

କାଲିଠୁ ଛତ୍ରପୁର ପୁଣି ସଟଡାଉନ

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ଭୟଙ୍କର ରୂପ ନେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଅଞ୍ଚଳକୁ ସଟଡାଉନ ଘୋଷଣା କରାଯାଉଛି । ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ସ୍ଥିତି ଅଣାୟତ୍ତ ହେଉଥିବାରୁ ଏହା ଉପଖଣ୍ଡରେ ଥିବା ପ୍ରତ୍ୟେକଟି ସହରାଞ୍ଚଳ ସଟଡାଉନ ରହିବ। କେବଳ ହିଁଜିଳି ପୌର ପରିଷଦ ଏବଂ ଗଞ୍ଜାମ ଏନଏସିକୁ ବାଦ ଦେଲେ ଛତ୍ରପୁର ସବଡିଭିଜନରେ ଥିବା ସମସ୍ତ ଏନଏସି ଏବଂ ସହରାଞ୍ଚଳ ସଟ ଡାଉନ ରହିବ । ଆସନ୍ତା ୧୬ ତାରିଖ ରୁ ୨୧ ତାରିଖ ଜାଏ ୬ ଦିନିଆ ସଟ ଡାଉନ ଘୋଷଣା କରାଯାଇଛି ।

Related posts

ଅଗଷ୍ଟା ୱେଷ୍ଟ ଭିଭିଆଇପି ହେଲିକପ୍ଟର ଦୁର୍ନୀତି: ଇଡିର ଚଢାଉ

mahabharatanews

ଭାରତରେ ଆଉ ୨୨ହଜାର ୭୭୧ ନୂଆ କରୋନା ଚିହ୍ନଟ

mahabharatanews

ଛତିଶଗଡରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews