ଭାରତ

 ଚୀନ୍‌ରେ ବଢୁଛି ଓମିକ୍ରନ୍‌ ସଂକ୍ରମିତ ସଂଖ୍ୟା

(ଚୀନ୍‌) :  ଚୀନ୍‌ରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇଛି। ଓମିକ୍ରନ୍‌ ପ୍ରଜାତି ଏକ୍ସବିବି ପାଇଁ ଚୀନ୍‌ରେ ଗତ ଏପ୍ରିଲରୁ ସଂକ୍ରମଣ ବଢ଼ୁଛି। ଚଳିତ ମାସ ଶେଷ ସୁଦ୍ଧା ଦେଶରେ ସାପ୍ତାହିକ ସଂକ୍ରମଣ ୪୦ ନିୟୁତ ରହିବ। ଜୁନ୍‌ ଶେଷରେ ସଂକ୍ରମଣ ଶୀର୍ଷରେ ପହଞ୍ଚିବ ଏବଂ ଏହି ସମୟରେ ସାପ୍ତାହିକ ସଂକ୍ରମଣ ୬ କୋଟି ୫୦ ଲକ୍ଷ ରହିବ।

 

ସୂଚନାନୁଯାୟୀ , ଚୀନ୍‌ରେ ଏହି ନୂଆ ସଂକ୍ରମଣ ବୃଦ୍ଧି ସବୁଠାରୁ ବଡ଼ ଲହର ହେବ। ଚୀନ୍‌ରେ ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ପ୍ରବଳ ଚାପ ବଢ଼ିଥିବା ଜଣାପଡ଼ିଛି। ଏକ୍ସବିବି ପ୍ରଜାତି ପାଇଁ ଚୀନ୍‌ରେ ସଂକ୍ରମଣ ବଢ଼ିଛି। ବିଏ.୨.୭.୫ଠାରୁ ଏହା ଅଧିକ ସଂକ୍ରାମକ।

Related posts

ସର୍ବସାଧାରଣଙ୍କ ପାଇଁ ଖୋଲିଲା ଅମୃତ ଉଦ୍ୟାନ 

mahabharatanews

ଇରାନ-ଇସ୍ରାଏଲ  ଯୁଦ୍ଧ: ଉଭୟ ଦେଶକୁ ଶାନ୍ତି ପାଇଁ ନିବେଦନ କଲା ଭାରତ

mahabharatanews

ସେନା ଗୁଳିରେ ୪ ଆତଙ୍କବାଦୀ ନିହତ 

mahabharatanews