ଓଡିଶା

ଡେଙ୍ଗୁ ଆତଙ୍କ; ପୁରୀରେ ସଂଖ୍ୟା ୧୦୦ ପାର  

(ପୁରୀ) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା। ପ୍ରଥମେ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଥିବା ବେଳେ ଏବେ ପୁରୀ ଟପିବାକୁ ବସିଲାଣି । ମୋଟ  ୫୭ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ୯ ତାରିଖ ସୁଦ୍ଧା ଏହି ଅଙ୍କ ୯୯ ଛୁଇଁଛି। ଆଜି ତାରିଖରେ ଏହି ସଂଖ୍ୟା ୧୦୦ ଅତିକ୍ରମ କରିସାରିଲାଣି।

ସୂଚନାନୁଯାୟୀ , ସଚେତନତାର ଅଭାବରୁ ପୁରୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଅତିକ୍ରମ କରିଲାଣି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୯୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩୮ ଜଣ ବହିରାଗତ ରୋଗୀ ହୋଇଥିବା ବେଳେ ୩୦ ଜଣ ସ୍ଥାନୀୟ ଭାବେ ଡେଙ୍ଗୁ ଆକ୍ରାନ୍ତ ହୋଇଛନ୍ତି। ଆଉ ୨୯ ଜଣ ସ୍ଥାନୀୟ ନା ବହିରାଗତ ଭାବେ ଡେଙ୍ଗୁ ଆକ୍ରାନ୍ତ ହୋଇଛନ୍ତି ତାହା ଏବେ ତଦନ୍ତ ପରିସରଭୁକ୍ତ ଅଛି।

Related posts

ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ପାଇଁ ଡିସେମ୍ବର ୫ରୁ ଟିକେଟ୍‌ ବିକ୍ରି ଆରମ୍ଭ ହେବ

mahabharatanews

ଅଶାନ୍ତ ସୁନ୍ଦରଗଡ ସହର, ବନ୍ଦ ରହିଛି ଇଣ୍ଟରନେବା ସେବା

mahabharatanews

କ୍ୱାରେଣ୍ଟାଇନ ସେଣ୍ଟର ଅନ୍ତେବାସୀଙ୍କ ରାସ୍ତାରୋକ

mahabharatanews