ସ୍ୱାସ୍ଥ୍ୟ

ଲୁଣ ଶରୀର ପାଇଁ କେତେ ଉପଯୁକ୍ତ ?

ଶରୀର ପାଇଁ ଲୁଣ ଜରୁରୀ । କେହି ସାଲାଡ କିମ୍ବା ଖରାରେ ଶୁଖାଇ ଆମ୍ବୁଲ ବି ଖାଇଥାନ୍ତି । ଆଉ କିଛି ଲୋକ ଲୁଣ ମିଶାଇ ଫଳଗୁଡିକ ଖାଆନ୍ତି। କିନ୍ତୁ ଆପଣ ଜାଣନ୍ତି ଅତ୍ୟଧିକ ଲୁଣ ଖାଇବା ଦ୍ୱାରା ଅନେକ ରୋଗ ହେବାର ସମ୍ଭାବନା ଥାଏ । ତେବେ ଆସନ୍ତୁ ଜାଣିବା

୧ .ଫଳ ଉପରେ ଲୁଣ ଛିଞ୍ଚି ଖାଇବା ଦ୍ୱାରା ଶରୀରରେ ସୋଡିୟମର ପରିମାଣ ବୃଦ୍ଧି ପାଇଥାଏ। ଯେଉଁଥିପାଇଁ ଆମ ଶରୀର କ୍ଷତିଗ୍ରସ୍ତ ହୁଏ।

୨. ଖାଦ୍ୟରେ ସୀମିତ ପରିମାଣରେ ଲୁଣ ଖାଇବା ଉଚିତ୍। ଅତ୍ୟଧିକ ସୋଡିୟମ୍ ରକ୍ତଚାପ ଏବଂ ହୃଦୟ ସହିତ ଜଡିତ ସମସ୍ୟା ସୃଷ୍ଟି କରେ।

୩. ଲୁଣ ଫଳର ପ୍ରାକୃତିକ ଗୁଣକୁ ହ୍ରାସ କରିଥାଏ।

୪. ଅଧିକ ଲୁଣ ଖାଇବା କିଡନୀ ପାଇଁ ଆଦୌ ଭଲ ନୁହେଁ। ଅଧିକ ଲୁଣ       ଖାଇବା କାରଣରୁ କିଡନୀରେ ସମସ୍ୟା ଦେଖାଦେଇଥାଏ। କିଡନୀ ରୋଗରେ ଖାଦ୍ୟରେ ଲୁଣର ପରିମାଣ ମଧ୍ୟ ହ୍ରାସ କରାଯିବା ଉଚିତ୍।

 

 

Related posts

ଖଣ୍ଡଗିରି ଛକରୁ ଏମ୍‌ସ ଯାଏ ତିଆରି ହେବ ସ୍ୱତନ୍ତ୍ର ଆମ୍ବୁଲାନ୍ସ କରିଡର

mahabharatanews

ଏଣିକି ହସ୍ପିଟାଲରେ ଭର୍ତ୍ତି ହେବାର ୩ ଦିନ ପୂର୍ବରୁ ହେଉଥିବା ଖର୍ଚ୍ଚ ଆୟୁଷ୍ମାନରେ ମିଶିବ ।

mahabharatanews

ବଢିବାରେ ଲାଗିଛି କରୋନା ଜନିତ ମୃତ୍ୟୁ ସଂଖ୍ୟା , ୩୮ ଜଣଙ୍କ ଜୀବନ ନେଲାଣି କରୋନା ସଂକ୍ରମଣ

mahabharatanews