ଓଡିଶା

ଆଇଟି ବିଭାଗର ଉପଦେଷ୍ଟା ହେଲେ ଅନୁଭବ

ବ୍ୟୁରୋ:ଆଜି ଇଲେକ୍ଟ୍ରୋନିକ୍ ଓ ଇନଫରମେସନ ଟେକ୍ନୋଲଜି ବିଭାଗର ନୂତନ ଉପଦେଷ୍ଟା ନିଯୁକ୍ତି ଦିଆଯାଇଛି । ନୂତନ ଉପଦେଷ୍ଟା ଭାବେ ଶ୍ରୀ ଅନୁଭବ ପଟ୍ଟନାୟକଙ୍କୁ ନିଯୁକ୍ତି ଦିଆଯାଇଛି । ବିଭାଗର ସଚିବ ଶ୍ରୀ ମନୋ ମିଶ୍ରଙ୍କ ଉପସ୍ଥିତିରେ ଏହି ଦାୟିତ୍ୱ ଦିଆଯାଇଛି । ଏହି ଅବସରରେ ଓସିଏସିର ସିଇଓ ଶ୍ରୀ ମନୋଜ ପଟ୍ଟନାୟକ ଏବଂ ଓସିଏସିର ଜିଏମ୍ ଶ୍ରୀମତି ମଧୁମିତା ରଥ ସହ ପ୍ରଶାସନିକ ଅଧିକାରୀ ପ୍ରବୋଧ ରାଉତ ଉପସ୍ଥିତ ଥିଲେ ।

Related posts

 ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ, ଯାତ୍ରୀ ସୁରକ୍ଷିତ

mahabharatanews

ମହୁ ସଂଗ୍ରହ କରିବା ବେଳେ ଗଛରୁ ପଡି ଜଣେ ମୃତ

mahabharatanews

ଆଜି ୧୨ ଘଣ୍ଟିଆ କୋରାପୁଟ  ବନ୍ଦ 

mahabharatanews