ମନୋରଞ୍ଜନ

ଫିଲ୍ମ ‘ଗଦର -୨’  : ହଲରେ ପ୍ରବଳ ଭିଡ଼

(ମୁମ୍ବାଇ)  : ସିନେମା ହଲ୍‌ରେ ଏବେ ଧମାଲ କରିଛି ସନି ଦେଓଲ ଓ ଅମିଶା ପଟେଲ୍‌ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଗଦର-୨’ ୨୦୦୧ ମସିହାର ‘ଗଦର’ ସିନେମାର ଏହି ସିକ୍ୱେଲ୍ ସିନେମାଟିକୁ ଦର୍ଶକ ବେଶ୍‌ ପସନ୍ଦ କରୁଛନ୍ତି। ଏହାର ରୋଜଗାର ବି ଏକ୍‌ଦମ୍‌ ଜବରଦସ୍ତ ହୋଇଛି।

ସୂଚନାନୁଯାୟୀ , ସନି ଓ ଅମିଶାଙ୍କ ଅଭିନୀତ ଏହି ଫିଲ୍ମଟି ମାତ୍ର ଦୁଇ ଦିନରେ ୮୦ କୋଟିରୁ ଅଧିକ ରୋଜଗାର କଲାଣି। ଫିଲ୍ମ ରିଲିଜ୍ ହେବାର ପ୍ରଥମ ଦିନରେ ବକ୍ସ ଅଫିସରେ ଅଭିନେତା  ସନି ଦେଓଲଙ୍କ କମାଲ ଦେଖିବାକୁ ମିଳିଛି। ରିଲିଜ ପରେ ସୋସିଆଲ ମିଡିଆରେ ଫିଲ୍ମକୁ ଭଲ ପ୍ରତିକ୍ରିୟା ମିଳିବାରେ ଲାଗିଛି। ଲୋକମାନେ ଫିଲ୍ମକୁ ବହୁତ ପସନ୍ଦ କରୁଥିବା ବେଳେ ଫିଲ୍ମର ପ୍ରଥମ ଦିନର ଆୟ ଅଭିନେତା ପ୍ରଭାସଙ୍କ ଫିଲ୍ମ ଆଦିପୁରୁଷର ରେକର୍ଡ ଭାଙ୍ଗିଛି।

 

 

Related posts

ହିଞ୍ଜିଳିକାଟୁ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା, ଯୋଗଦେଲେ ୬୦୦ରୁ ଅଧିକ ଛାତ୍ରଛାତ୍ରୀ

mahabharatanews

 ପରଲୋକରେ ‘ବୀରବଲ’ ସତୀନ୍ଦର୍‌ କୁମାର ଖୋସ୍‌ଲା

mahabharatanews

‘ବଜରଙ୍ଗ ବାଲୀ ଭଗବାନ ନୁହନ୍ତି’ : ମନୋଜ ମୁନ୍ତାଶିର

mahabharatanews