ଭାରତ

ପୁଣି କଂଗ୍ରେସରେ ଯୋଗଦେଲେ ଗିରିଧର ଗମାଙ୍ଗ

(ଦିଲ୍ଲୀ) : ପୁଣି କଂଗ୍ରେସରେ ଯୋଗଦେଲେ ଗିରିଧର ଗମାଙ୍ଗ । AICC ତରଫରୁ ସବୁଜ ସଙ୍କେତ ମିଳିବା ସହ କଂଗ୍ରେସରେ ପୁଣି ଯୋଗଦେଲେ ଗିରିଧର ଗମାଙ୍ଗ । ଗିରିଧର ଗମାଙ୍ଗ, ହେମା ଗମାଙ୍ଗ ଓ ଶିଶିର ଗମାଙ୍ଗ ତଥା ସମ୍ପୂର୍ଣ୍ଣ ଗମାଙ୍ଗ ପରିବାର ଏବେ କଂଗ୍ରେସକୁ ଫେରିଛନ୍ତି ।

ସୂଚନାନୁଯାୟୀ , ଦିଲ୍ଲୀରେ ପୁଣି କଂଗ୍ରେସ ହାତ ଧରିଛନ୍ତି ଗମାଙ୍ଗ । ଅଜୟ ମାକେନ, ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ ସାମିଲ ହେଲେ ଗିରିଧର । ପୂର୍ବତନ ସାଂସଦ ସଂଜୟ ଭୋଇ ବି କଂଗ୍ରେସକୁ ଫେରିଲେ । ପୂର୍ବରୁ ସେ ବିଜେପିରେ ମିଶିଥିଲେହିଁ ଏବେ ନିର୍ବାଚନ ଆସୁଥିବାରୁ ଏଭଳିନିଷ୍ପତିନେଇଛନ୍ତି ବୋଲି ସାଧାରଣରେ ଚର୍ଚା ହେଉଛି  ।

Related posts

ଝାରଖଣ୍ଡ ମନ୍ତ୍ରୀଙ୍କ ସଚିବଙ୍କ ଘରେ ଇଡି ଚଢ଼ାଉ

mahabharatanews

ଦିଲ୍ଲୀରେ ରେଡ୍ ଆଲର୍ଟ ଜାରି

mahabharatanews

ଜୁଲାଇ ସୁଦ୍ଧା ମହାକାଶରେ ଉଡିବ ଚନ୍ଦ୍ରାୟନ-୩

mahabharatanews