ଭାରତ

 ଭୂକମ୍ପରେ ଥରିଲା ଜୟପୁର 

 (ଜୟପୁର) : ଭୂକମ୍ପରେ ଥରିଲା ଜୟପୁର । ଗୁରୁବାର ସକାଳେ ରାଜସ୍ଥାନରେ ରାଜଧାନୀ ଜୟପୁରରେ ଭୂକମ୍ପ ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଗୁରୁବାର ସକାଳେ ରାଜସ୍ଥାନର ରାଜଧାନୀ ଜୟପୁରର ସମ୍ୱର ଅଞ୍ଚଳରେ ଏକ ଭୂକମ୍ପ ଘଟିଛି ।

ସୂଚନାନୁଯାୟୀ , ଏହି ଅଞ୍ଚଳରେ ପ୍ରାୟ ୫ରୁ ୬ସେକେଣ୍ଡ ପର୍ଯ୍ୟନ୍ତ ଭୂକମ୍ପ ଅନୁଭୂତ ହୋଇଥିଲା। ଗୁରୁବାର ସକାଳ ୭.୨୬ ସମୟରେ ଭୂକମ୍ପ ଯୋଗୁଁ ଲୋକମାନେ ପୃଥିବୀର କମ୍ପନ ଅନୁଭବ କରିଥିଲେ। ଜୟପୁରର ସମ୍ୱରରେ ଘଟିଥିବା ଏହି ଭୂକମ୍ପର ତୀବ୍ରତା ରିଚ୍ଟର ସ୍କେଲରେ ୨.୯ମାପ କରାଯାଇଥିଲା। ତେବେ ଏହି ଭୂକମ୍ପ ଯୋଗୁଁ କୌଣସି କ୍ଷୟ କ୍ଷତି ସୂଚନା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । ପ୍ରଥମ ଭୂକମ୍ପ ଉତ୍ତରକାଶୀରେ ସକାଳ 8.30 ରେ ଘଟିଥିଲା, ଯାହାର ତୀବ୍ରତା ରିଚ୍ଟର ସ୍କେଲରେ ୨.୮ରେ ମାପ କରାଯାଇଥିଲା । ପୁଣି ୯.୩୨ରେ ଅନୁଭୂତ ଅହୋଇଥିଲ । ଯାହାର ତୀବ୍ରତା ଥିଲା ୨.୭ଥିଲା ।

 

Related posts

 ୫ ହାଇବ୍ରିଡ୍‌’ ଆତଙ୍କବାଦୀ ଗିରଫ

mahabharatanews

ବିରୁଷ୍କାଙ୍କ ଡାନ୍ସ ଭିଡିଓ ଭାଇରାଲ

mahabharatanews

ଏହି ୩ଦିନ ରାମଲାଲାଙ୍କ ଦର୍ଶନ ପାଇ ପାରିବେ ନାହିଁ ଶ୍ରଦ୍ଧାଳୁ 

mahabharatanews