ମନୋରଞ୍ଜନ

ବିଶ୍ୱରେ ଚହଳ ସୃଷ୍ଟି କରୁଛି ହଲିଉଡର ଏହି ଚଳଚ୍ଚିତ୍ର

(ମୁମ୍ବାଇ) : ସାରା ବିଶ୍ୱରେ ଚହଳ ସୃଷ୍ଟି କରୁଛି ହଲିଉଡ ଚଳଚ୍ଚିତ୍ର ‘Godzilla x Kong:The New Empire’  । ଭାରତରେ ମଧ୍ୟ ଏହି ଚଳଚ୍ଚିତ୍ରର କ୍ରେଜ ଆକାଶଛୁଆଁ । ଏହି ସିନେମା ଦେଖିବା ପାଇଁ ପ୍ରେକ୍ଷାଳୟରେ ଦର୍ଶକଙ୍କର ଜବରଦସ୍ତ ଭିଡ଼ ଦେଖିବା ପାଇଁ ମିଳୁଛି । ଏହା ସହିତ ଫିଲ୍ମଟି ଖୁବ୍ ଅଧିକ ବ୍ୟବସାୟ ମଧ୍ୟ କରୁଛି ।

ସୂଚନାନୁଯାୟୀ , ଏହି ଚଳଚ୍ଚିତ୍ରଟି ରିଲିଜର ୮ ଦିନରେ କେତେ ବ୍ୟବସାୟ କରିଛି । ‘ଗଡଜିଲ୍ଲା ଏକ୍ସ କଙ୍ଗ୍’ ଭାରତୀୟ ବକ୍ସ ଅଫିସରେ ଖୁବ୍ ଅଧିକ ଆୟ କରୁଛି । ତେବେ ଆୟରେ ହିନ୍ଦୀ ସିନେମା ‘କ୍ରୁ’କୁ ପଛରେ ପକାଇଛି ଏହି ଫିଲ୍ମ । ଯଦି ଆମେ ‘ଗୋଡଜିଲ୍ଲା ଏକ୍ସ’ କଙ୍ଗର ରୋଜଗାର ଉପରେ ନଜର ପକାଇବା, ତେବେ ଏହି ଚଳଚ୍ଚିତ୍ରଟି ପ୍ରଥମ ଦିନରେ ୧୩.୨୫ କୋଟି ଟଙ୍କାର ବ୍ୟବସାୟ କରିଥିଲା । ଦ୍ୱିତୀୟ ଦିନରେ ୧୨.୨୫କୋଟି ଟଙ୍କା ରୋଜଗାର କରିଥିଲା। ତୃତୀୟ ଦିନରେ ଆୟ ଥିଲା ୧୩.୨୫ କୋଟି ଟଙ୍କା । ନିର୍ବାଚନ ତାରିଖ ସେହିପରି ଚତୁର୍ଥ ଦିନରେ ଫିଲ୍ମର ଆୟ ୬ କୋଟି ଟଙ୍କା ଏବଂ ପଞ୍ଚମ ଦିନରେ ଏହା ୫ କୋଟି ଟଙ୍କାର ବ୍ୟବସାୟ କରିବାରେ ସଫଳ ହୋଇଥିଲା ।

Related posts

‌ଅଗଷ୍ଟ ୧୧ରେ ପରଦାକୁ ଆସିବ ଖିଲାଡି ହିରୋଙ୍କ ଫିଲ୍ମ  ‘ଓଏମ୍‌ଜି ୨’

mahabharatanews

ନିରବି ଗଲେ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ

mahabharatanews

ଖିଲାଡୀ ବୟଙ୍କ ଚଳଚ୍ଚିତ୍ର ‘ମିଶନ ରାନିଗଞ୍ଜ’ର ଟ୍ରେଲର ରିଲିଜ 

mahabharatanews