ଓଡିଶା

ଅଚ୍ୟୁତ ସାମନ୍ତଙ୍କୁ ମୁଁ ଭଲ ପାଏ ଓ ପୂଜା କରେ ; ରାଜ୍ୟପାଳ

ଭୁବନେଶ୍ୱର : କିସ୍ – କାଲାରାବଙ୍କ ଆବାସିକ ବିଦ୍ୟାଳୟର ଉଦଘାଟନୀ ସମାରୋହକୁ ସମ୍ବୋଧିତ କରିବାବେଳେ ମାନ୍ୟବର ରାଜ୍ୟପାଳ ଶିକ୍ଷାକୁ ନେଇ ଅନେକ ମନ୍ତବ୍ୟ ଦେଇଛନ୍ତି । ଆଉ କହିଛନ୍ତି ଶିକ୍ଷା ମଣିଷକୁ ସ୍ନେହ ଶ୍ରଦ୍ଧା ଭଲପାଇବାରେ ବାନ୍ଧି କରି ରଖିଥାଏ । ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରତ୍ୟକ ପିଲା ପ୍ରଭୁ ଜଗନ୍ନାଥଙ୍କର ହିଁ ଅଂଶ । ଏଣୁ ଶିକ୍ଷାରେ ମୁଁ ଆଉ ତୁମେ ମଧ୍ୟରେ କିଛି ପ୍ରାର୍ଥକ୍ୟ ନାହିଁ । ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ପାଇଁ ଏଠି ଶିକ୍ଷାର ପ୍ରଗତି ହେଉଛି ଏବଂ ଏଥି ପାଇଁ ଆଜି ଓଡିଶାରେ ମଧ୍ୟ ଶାନ୍ତି ଅଛି । ଆଉ ଏକ ଶିକ୍ଷାର ଭଣ୍ଡାର ଖୋଲିଥିବାରୁ ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ, ମୁଁ ତାଙ୍କୁ ଖୁବ ଭଲପାଏ ଓ ପୂଜା କରେ ବୋଲି ମଧ୍ୟ ରାଜ୍ୟପାଳ କହିଛନ୍ତି ।

https://fb.watch/cvDVQh8CWc/

Related posts

୨୫ରେ ବଢିବ ବର୍ଷାର ପରିମାଣ 

mahabharatanews

ଚାଳଘର ସାହିତ୍ୟ ସଂସଦ ପକ୍ଷରୁ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୧ ହଜାର ସହାୟତା

mahabharatanews

ନିଜ ପ୍ରେମିକାକୁ ବିବାହ ନିମନ୍ତେ ଝିଅ ହେଲେ ପୁଅ

mahabharatanews