ଓଡିଶା

ଚନ୍ଦ୍ରପୁର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ ରଘୁନାଥ ଗମାଙ୍ଗ

ରାୟଗଡା / ରବୀନ୍ଦ୍ର କୁମାର ସାହୁ: ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଗସ୍ତରେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ । ସେଠାକୁ ଯାଇ ବିଭିର୍ଣ୍ଣ କାର୍ୟ୍ୟକ୍ରମ ଯୋଗଦେଇଥିଲେ ଜ୍ଝ ଗୋଷ୍ଟି ଶ୍ବାସ୍ୟକେନ୍ଦ୍ର ରେ ରୋଗୀକଲ୍ୟାଣ ବୈଠକ ରେ ଯୋଗଦାନକରିବା ସହିତ ମେରିଆପଟା ଠାରୁ ନୂଆଗଡ ନୃତନ ରାସ୍ତାର ଶୁଭ ଉଦଘାଟନ କରିଥିଲେ । ସେହିପରି ପୁର୍ତ୍ତିଗାଡୁ ଗ୍ରାମରେ ଅନୁଷ୍ଠିତ କ୍ରିଷ୍ଟିଆନ୍ କ୍ଲାସ ରେ ଯୋଗଦେଇଥିଲେ ଜ୍ଝ ଉକ୍ତ କାର୍ୟ୍ୟକ୍ରମରେ ବିଧାୟକ ଙ୍କ ସହ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ତଥା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୁଧୀର କୁମାର ଦାସ ସ୍ଥାନୀୟ ସରପଞ୍ଚ , ବିଡ଼ିଓ , ସମେତ ବହୁ ବିଜେଡି କର୍ମୀଙ୍କ ସହ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ଜ୍ଝ

Related posts

ହେରାପଞ୍ଚମୀ: ଅଭିମାନିନୀ ମହାଲକ୍ଷ୍ମୀ ଭାଙ୍ଗିବେ ରଥ

mahabharatanews

ଅଖିଳ ଉତ୍କଳ ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ ସଂଘ ଗଜପତି ଶାଖାର ଆଗାମୀ ତିନି ବର୍ଷ ପାଇଁ କର୍ମକର୍ତ୍ତା ଚୟନ…

mahabharatanews

ଚାନ୍ଦବାଲିରେ ବରିଷ୍ଠ ନାଗରିକ ଦିବସ ପାଳିତ…

mahabharatanews