ଖେଳଭାରତ

ଆଜି ସନ୍ଧ୍ୟାରେ ଦିଲ୍ଲୀର ଅରୁଣ ଜେଟ୍‌ଲି ଷ୍ଟାଡିୟମ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଶହ ମୁହଁ ମୁହି ହେବ ଗୁଜରାଟ ଟାଇଟନ୍ସ

ନୂଆଦିଲ୍ଲୀ : ଆଜି ସନ୍ଧ୍ୟାରେ ଦିଲ୍ଲୀର ଅରୁଣ ଜେଟ୍‌ଲି ଷ୍ଟାଡିୟମ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଶହ ମୁହଁ ମୁହି ହେବ ଗୁଜରାଟ ଟାଇଟନ୍ସ। ଗୁଜରାଟ ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ହରଇ ଥିବା ବେଳେ ଦିଲ୍ଲୀ ପ୍ରଥମ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ଠୁ ପରାଜିତ ହୋଇଥିଲା ।

ଏନ୍‌ରିକ ନର୍ଖିଆଙ୍କ ଅନୁପସ୍ଥିତରେ ଘରୋଇ ଦଳର ଦ୍ରୁତ ବୋଲିଂକ୍ରମ ସେତେଟା ପ୍ରଭାବି ହୋଇପାରିନାହିଁ। ଚେତନ ସାକାରିଆ ଓ ମୁକେଶ କୁମାରଙ୍କ ପାଖରେ ଆନ୍ତର୍ଜାତିକସ୍ତରର ବ୍ୟାଟର୍‌ଙ୍କୁ ଅସୁବିଧାରେ ପକାଇପାରିବା ଭଳି ଗତି କିମ୍ବା ବୋଲିଂରେ ଭିନ୍ନତା ଦେଖିବାକୁ ମିଳିନାହିଁ। ତେଣୁ କମ୍‌ ଗତିରେ ବୋଲିଂ କଲେ ଶୁବମନ ଗିଲ୍‌ କିମ୍ବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କଠୁ ବଡ଼ ପ୍ରହାର ଖାଇବାକୁ ପଡ଼ିପାରେ।

Related posts

ବିଶ୍ବର ଅଗ୍ରଣୀ କଂପାନି ବିରୋଧରେ ସାଂଘାତିକ ଅଭିଯୋଗ

mahabharatanews

ଗଙ୍ଗାଜଳ ହେଲା କାଳ ; ୧୪ ବର୍ଷିୟ ପୁଅକୁ ଖାଇଗଲା କୁମ୍ଭୀର

mahabharatanews

ଦିଲ୍ଲୀରେ ୫୦% ୱାର୍କ ଫ୍ରମ ହୋମ ବାଧ୍ୟତାମୂଳକ, ନମାନିଲେ କାର୍ଯ୍ୟାନୁଷ୍ଠାନ

mahabharatanews