ଅପରାଧ

ହାଇଦର ସହଯୋଗୀ ସଲୁ କଲା ଆତ୍ମସମର୍ପଣ

କଟକ : ଏସସିବିରୁ ହାଇଦର ଫେରାର ଘଟଣାରେ ଆସିଛି ଏକ ଟ୍ୱିଷ୍ଟ । ହାଇଦରର ସହଯୋଗୀ କୁହାଯାଉଥିବା ସଲୁ ଓରଫ ୟାକୁବ ଆତ୍ମସମର୍ପଣ କରିଛି । କଟକ ଚାଉଳିଆଗଞ୍ଜ ଥାନାରେ ସଲୁ ଆତ୍ମସମର୍ପଣ କରିଛି । ସଲୁ ସେହି ବ୍ୟକ୍ତ, ଯିଏ ଏସସିବିରେ ହାଇଦରକୁ ବିରିୟାନି ନେଇ ଦେଇଥିଲା । ସେ ଏକାଧିକ ଥର ହାଇଦରକୁ ଭେଟିଥିଲା । ହାଇଦରର ବିଭିନ୍ନ କାର୍ଯ୍ୟରେ ସଲୁ ସହଯୋଗ କରିବା ସହ ହାଇଦରଠାରୁ ମଧ୍ୟ ସାହାଯ୍ୟ ନେଉଥିଲା । ସଲୁର ଘର ମହାନଦୀବିହାରରେ । ସଲୁ ଧରା ପଡିବା ପରେ ପୁଲିସକୁ ହାଇଦରକୁ ଧରିବାରେ ସହଜ ହେବ ବୋଲି ପୁଲିସ ଆଶା କରୁଛି । ସଲୁକୁ ପଚରାଉଚରା କରି ହାଇଦରର ଫେରାର ପଛର ସମସ୍ତ ସତ ଉଗାଳିବ ବୋଲି ଆଶା କରାଯାଉଛି ।

Related posts

ସହି ହେଲାନି ଶ୍ୱଶୁର ଘର ନିର୍ଯାତନା, ବିଷ ଖାଇ ଜୀବନ ହାରିଦେଲେ ଜ୍ୱାଇଁ

mahabharatanews

ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳରେ ଅପରାଧୀ ଏମ୍‌ଡି ସାମଦକୁ ଏନକାଉଣ୍ଟର କଲା ପୋଲିସ

mahabharatanews

ଦୁଷ୍କର୍ମ: ମାମଲାର ତୁରନ୍ତ ଶୁଣାଣି ପାଇଁ ୨୧୮ ଫାଷ୍ଟଟ୍ରାକ କୋର୍ଟ ଗଠନକୁ ଯୋଗୀଙ୍କ ମଞ୍ଜୁରୀ

mahabharatanews