ମନୋରଞ୍ଜନ

ଆଜି ରଜନୀକାନ୍ତଙ୍କ ୭୩ ତମ ଜନ୍ମ ଦିବସ

(ମୁମ୍ବାଇ) : ଆଜି ହେଉଛି  ରଜନୀକାନ୍ତଙ୍କ ୭୩ ତମ ଜନ୍ମ ଦିବସ । ଜନ୍ମଦିନ ଅବସରରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛା । ଦୀର୍ଘ ୪ ଦଶକରୁ ଅଧିକ ସମୟ ହେଲା ସିନେମା ଜଗତରେ ରାଜ୍ କରୁଛନ୍ତି ରଜନୀକାନ୍ତ । ୧୯୫୦ ମସିହା ଆଜିର ଦିନରେ ବେଙ୍ଗାଲୁରୁ ଏକ ମରାଠୀ ପରିବାରରେ ସେ ଜନ୍ମ ହୋଇଥିଲେ ।

ସୂଚନାନୁଯାୟୀ , ରଜନୀକାନ୍ତଙ୍କ ପ୍ରକୃତ ନାମ ଥିଲା ଶିବାଜୀ ରାଓ ଗାଇକୱାଡ । ପିଲାଦିନ ତାଙ୍କର ଅନେକ ଅଭାବ ଅନାଟନ ଦେଇ ଗତି କରିଥିଲା । ପିଲାଦିନେ ତାଙ୍କ ମାଙ୍କର ମୃତ୍ୟୁ ହୋଇଥିଲା । ରଜନୀକାନ୍ତ ଘର ଚଳାଇବା ପାଇଁ ଜଣେ କୁଲି ଭାବରେ କାମ କରୁଥିଲେ । ମହାଭାରତର ଦୁର୍ଯ୍ୟୋଧନ ଭାବରେ ତାଙ୍କର ପ୍ରଦର୍ଶନ ପାଇଁ ପ୍ରଶଂସିତ ହୋଇଥିଲା ।

Related posts

ହନି ସିଂ ଏବଂ ଟିନା ଥଡାନୀଙ୍କ ବ୍ରେକଅପ

mahabharatanews

‘ଆଦିପୁରୁଷ ଦେଖି ପରଦା ଫାଡ଼ି ଦେବାପାଇଁ ଇଛା ହେଉଥିଲା’: ରାମାୟଣର ଲକ୍ଷ୍ମଣ 

mahabharatanews

 ‘ବିଶ୍ୱମ୍ବରୀ ସ୍ତୁତି’ରେ ନୃତ୍ୟ ପରିବେଷଣ କରି ଚର୍ଚାରେ ନିତା ଅମ୍ବାନୀ

mahabharatanews