ଭାରତ

ଅମୃତସର ପରିବର୍ତ୍ତେ ପାକିସ୍ତାନ ପହଞ୍ଚିଲା ବିମାନ

(ଦିଲ୍ଲୀ) : ପାକିସ୍ତାନ ଉଡିଲା ଅହମ୍ମଦାବାଦ ଯାଉଥିବା ବିମାନ  ।  ଅମୃତସରରୁ ଅହମ୍ମଦାବାଦ ଅଭିମୁଖେ ଯାଉଥିବା ଏକ ଇଣ୍ତିଗୋ ଏୟାରଲାଇନର ବିମାନ ପାକିସ୍ତାନ ଆଡକୁ ଚାଲିଯାଇଥିଲା ହେଲେ କିଛି ସମୟ ପରେ ବିମାନଟି ପୁଣି ସୁରକ୍ଷିତ ଭାରତକୁ ଫେରିଆସିଛି । ତେବେ ଖରାପ ପାଗ ଯୋଗୁଁ ଏପରି ଘଟଣା ଘଟିଥିବା ନେଇ ସୂଚନା ରହିଛି ।

ସୂଚନାନୁଯାୟୀ , ଏହି ଘଟଣା ଜୁନ୍ ୧୦ରେ ଘଟିଥିଲା ଖରାପ ପାଗ ଯୋଗୁଁ ଇଣ୍ଡିଗୋ ବିମାନ ସାମୟିକ ଭାବେ ପାକିସ୍ତାନର ଆକାଶରେ ପ୍ରବେଶ କରିଥିଲା। ଇଣ୍ଡିଗୋ ବିମାନ ଶନିବାର ରାତି 7:30 ସମୟରେ ଲାହୋରର ଉତ୍ତରରେ ପ୍ରବେଶ କରି ରାତି 8:01 ରେ ଭାରତକୁ ଫେରିଆସିଥିଲା ।

Related posts

ଶେଷ କ୍ୟାବିନେଟ ବୈଠକରେ ଭାବପ୍ରବଣ ହୋଇଗଲେ ନୀତିଶ , ମୁଖ୍ୟମନ୍ତ୍ରୀ ପଦରୁ ଦେବେ ଇସ୍ତଫା

mahabharatanews

ଜୁନ୍ ୧୩ ତାରିଖରେ ହେବ ରାଜ୍ୟସଭା ଉପନିର୍ବାଚନ

mahabharatanews

ଆଜି ଭାରତୀୟ ନୌସେନା ଦିବସ

mahabharatanews