ମନୋରଞ୍ଜନ

ଅତ୍ୟଧିକ ଡାଏଟ୍ ହେତୁ ଆଖି ବୁଜିଲେ ନିର୍ଦ୍ଦେଶକ ବିଜୟଙ୍କ ପତ୍ନୀ 

(ମୁମ୍ବାଇ) : ଆରପାରିରେ  କନ୍ନଡ ସିନେମା ଜଗତର ପ୍ରସିଦ୍ଧ ଅଭିନେତା ତଥା ନିର୍ଦ୍ଦେଶକ ବିଜୟ ରାଘବେନ୍ଦ୍ରଙ୍କ ପତ୍ନୀ ସ୍ପନ୍ଦନା । ସୋମବାର ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୪ ବର୍ଷ ବୟସ ହୋଇଥିଲା ।

ସୂଚନା ଅନୁସାରେ,  ସ୍ପନ୍ଦନା ରାତ୍ରୀ ଭୋଜନ କରି ଶୋଇବାତୁ ଯାଇଥିଲେ ହେଲେ ସେକାଳୁ ଆଉ ଉଠି ନଥିଲେ । ଲୋ ବ୍ଲଡପ୍ରେସର ଜନିତ ଜଟିଳତା ହେତୁ ତାଙ୍କର ମୃତ୍ୟୁ ଘଟିଛି । ଓଜନ କମାଇବା ପାଇଁ ସେ କିଟୋ ଡାଏଟ୍ ଫଲୋ କରିବା ସହ ଅତ୍ୟଧିକ ବ୍ୟାୟାମ କରୁଥିଲେ ଯାହା ତାଙ୍କର ହୃତଘାତର କାରଣ ବୋଲି ଦାବି କରାଯାଉଛି । ଗୋଟେ ସମୟରେ ସ୍ପନ୍ଦନା ୧୬ କିଲୋ ଓଜନ ହ୍ରାସ କରିଥିଲେ ଯେଉଁଥି ପାଇଁ ତାଙ୍କର ଖୁବ ପ୍ରଶଂସା କରାଯାଇଥିଲା ।

Related posts

ଭାଇ କହି ଆଦିଲଙ୍କ ସହ ରୋମାଣ୍ଟିକ୍ ମୁଡ଼ରେ ଶର୍ଲିନ୍

mahabharatanews

ଗିରଫ ହେଲେ ପୁଷ୍ପା’ର ଅଭିନେତା

mahabharatanews

ପ୍ରେମାନନ୍ଦ ମହାରାଜଙ୍କୁ ଭେଟି ଆଶୀର୍ବାଦ ଲୋଡ଼ିଛନ୍ତି ପ୍ରସିଦ୍ଧ ଗାୟକ କୁମାର ସାନୁ…

mahabharatanews